ପିକେ ଆୟାର୍ ମାମଲା: ଚିତ୍ରା ଆଥୱାନୀଙ୍କ ବିରୋଧରେ ପୁଣି ସମନ୍ ଜାରି

ଭୁବନେଶ୍ୱର :   ହୋଟେଲ୍ ଟ୍ରାଇଡେଣ୍ଟରେ ଡେକାନ୍ କ୍ରୋନିକଲ୍ ଉପାଧ୍ୟକ୍ଷ ପିକେ ଆୟାର୍ ଛଦ୍ମ ପରିଚୟ ନେଇ ରହିବା ମାମଲାରେ ତାଙ୍କ ବାନ୍ଧବୀ ଚିତ୍ରା ଆଥୱାନୀଙ୍କ ବିରୋଧରେ ପୁଣି ଥରେ ସମନ୍ ଜାରି କରିଛି  କମିଶନରେଟ୍ ପୋଲିସ। ୧୪ ଦିନ ଭିତରେ ତାଙ୍କୁ ହାଜର ହେବାକୁ ସମନ୍ ଜାରି ହୋଇଛି। ଆଥୱାନୀଙ୍କ ବିହାର ଦରଭଙ୍ଗ।ରେ ଥିବା ଠିକଣାରେ ସମନ୍ ଜାରି ହୋଇଛି। ପୂର୍ବରୁ କମିଶନରେଟ୍ ପୋଲିସ ହାଜର ହେବା ଲାଗି ଗତ ୧୬ ତାରିଖରେ ପ୍ରଥମଥର ପାଇଁ ସମନ୍ […]

citra

Rakesh Mallick
  • Published: Wednesday, 01 July 2015
  • , Updated: 01 July 2015, 08:32 AM IST

ଭୁବନେଶ୍ୱର :   ହୋଟେଲ୍ ଟ୍ରାଇଡେଣ୍ଟରେ ଡେକାନ୍ କ୍ରୋନିକଲ୍ ଉପାଧ୍ୟକ୍ଷ ପିକେ ଆୟାର୍ ଛଦ୍ମ ପରିଚୟ ନେଇ ରହିବା ମାମଲାରେ ତାଙ୍କ ବାନ୍ଧବୀ ଚିତ୍ରା ଆଥୱାନୀଙ୍କ ବିରୋଧରେ ପୁଣି ଥରେ ସମନ୍ ଜାରି କରିଛି  କମିଶନରେଟ୍ ପୋଲିସ। ୧୪ ଦିନ ଭିତରେ ତାଙ୍କୁ ହାଜର ହେବାକୁ ସମନ୍ ଜାରି ହୋଇଛି। ଆଥୱାନୀଙ୍କ ବିହାର ଦରଭଙ୍ଗ।ରେ ଥିବା ଠିକଣାରେ ସମନ୍ ଜାରି ହୋଇଛି। ପୂର୍ବରୁ କମିଶନରେଟ୍ ପୋଲିସ ହାଜର ହେବା ଲାଗି ଗତ ୧୬ ତାରିଖରେ ପ୍ରଥମଥର ପାଇଁ ସମନ୍ ଜାରି ହୋଇଥିଲା। ଏହା ସତ୍ତ୍ୱେ ସେ ହାଜର ହୋଇନଥିଲେ।

Related story