ଚିଲିକା ଉପରେ ଚକ୍କର ମାରିଲା ଉଡ଼ାଜାହାଜ, ଲୋକେ ଭୟଭୀତ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଚିଲିକା ଉପରେ ଘୂରି ବୁଲିଲା ଉଡ଼ାଜାହାଜ। ଭୂପୃଷ୍ଠରୁ ଅତି ନିକଟରେ ୮ରୁ ୧୦ ଥର ଏହି ଉଡ଼ାଜାହାଜଟି ଚକ୍କର କାଟିବାରୁ ଲୋକ ଭୟଭୀତ ହୋଇ ପଡ଼ିଥିଲେ। ଗତକାଲି ସକାଳ ୧୦ ଟାରେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବିଶେଷ କରି ସାତପଡ଼ା, ମହିସା, ବ୍ରହ୍ମଗିରି ଆଦି ଅଞ୍ଚଳର ଗାଁ ଲୋକେ ଏତେ ନିକଟରୁ ଉଡ଼ାଜାହାଜ ଦେଖି ଡ଼ରି ଯାଇଥିଲେ। ସ୍ଥାନୀୟ ବାସିନ୍ଦା ସଞ୍ଜୟ ବେହେରା କହିଛନ୍ତି-“ଗତକାଲି ଉଡାଜାହାଜଟି ଆକାଶରେ […]

plane-fly-over-chilika-lake

plane-fly-over-chilika-lake

Manoranjan Sial
  • Published: Friday, 30 August 2019
  • Updated: 30 August 2019, 04:04 PM IST

Sports

Latest News

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଚିଲିକା ଉପରେ ଘୂରି ବୁଲିଲା ଉଡ଼ାଜାହାଜ। ଭୂପୃଷ୍ଠରୁ ଅତି ନିକଟରେ ୮ରୁ ୧୦ ଥର ଏହି ଉଡ଼ାଜାହାଜଟି ଚକ୍କର କାଟିବାରୁ ଲୋକ ଭୟଭୀତ ହୋଇ ପଡ଼ିଥିଲେ। ଗତକାଲି ସକାଳ ୧୦ ଟାରେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବିଶେଷ କରି ସାତପଡ଼ା, ମହିସା, ବ୍ରହ୍ମଗିରି ଆଦି ଅଞ୍ଚଳର ଗାଁ ଲୋକେ ଏତେ ନିକଟରୁ ଉଡ଼ାଜାହାଜ ଦେଖି ଡ଼ରି ଯାଇଥିଲେ।

ସ୍ଥାନୀୟ ବାସିନ୍ଦା ସଞ୍ଜୟ ବେହେରା କହିଛନ୍ତି-“ଗତକାଲି ଉଡାଜାହାଜଟି ଆକାଶରେ ଅତି ନିକଟରେ ଉଡୁଥିଲା। ଏହା ଦେଖିବା ପରେ ଆମେ ଭୟଭୀତ ହୋଇପଡ଼ିଥିଲୁ।”

ଏନେଇ ଖବର ପ୍ରକାଶ ପାଇବା ପରେ ଘଟଣାର ତଦନ୍ତ ପରେ ମେରାଇନ୍ ଇନ୍ସପେକ୍ଟର ସୁଧୀର କୁମାର ଆଚାର୍ଯ୍ୟ କହିଛନ୍ତି, ଏହା ହେଉଛି କୋଷ୍ଟଗାର୍ଡର ଡୋନିଅର ପ୍ଲେନ। ଉପକୂଳ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଏହି ଉଡ଼ାଜାହାଜ ପଇଁତରା ମାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story