ଛିଣ୍ଡାଇଲେ ଛିଣ୍ଡୁନି, ରବର ଭଳି ଲମ୍ବୁଛି ଅଣ୍ଡା କେଶର

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଏକ ହୋଟେଲରେ ପ୍ଲାଷ୍ଟିକ ଅଣ୍ଡା ତରକାରୀ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଗତକାଲି ସହରର ନୂଆଁପଡ଼ାରେ ରହୁଥିବା ବିଦ୍ୟୁତ୍‌ ବିଭାଗର କର୍ମଚାରୀ ସୁନିଲ କୁମାର ସାହୁ ଏକ ହୋଟେଲରୁ ଖାଇବା ପାଇଁ  ଦୁଇଟି ଅଣ୍ଡା ତରକାରୀ ଆଣିଥିଲେ। ମାତ୍ର ଅଣ୍ଡା କେଶରକୁ ସେ ଖାଇବା ପରେ ଏହା ରବର ଭଳି ଲମ୍ୱିଥିଲା। ଅଣ୍ଡାକୁ ହାତରେ ଛିଣ୍ଡାଇଲେ ମଧ୍ୟ ତାହା ରବର ଭଳିଆ ଦୋହଲିଥିଲା। ଏହି ଘଟଣା ଜଣାପଡ଼ିବା ପରେ ସାଧାରଣ […]

egg

egg

Jyoshna Pradhan
  • Published: Tuesday, 19 November 2019
  • Updated: 19 November 2019, 12:12 PM IST

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଏକ ହୋଟେଲରେ ପ୍ଲାଷ୍ଟିକ ଅଣ୍ଡା ତରକାରୀ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଗତକାଲି ସହରର ନୂଆଁପଡ଼ାରେ ରହୁଥିବା ବିଦ୍ୟୁତ୍‌ ବିଭାଗର କର୍ମଚାରୀ ସୁନିଲ କୁମାର ସାହୁ ଏକ ହୋଟେଲରୁ ଖାଇବା ପାଇଁ  ଦୁଇଟି ଅଣ୍ଡା ତରକାରୀ ଆଣିଥିଲେ। ମାତ୍ର ଅଣ୍ଡା କେଶରକୁ ସେ ଖାଇବା ପରେ ଏହା ରବର ଭଳି ଲମ୍ୱିଥିଲା। ଅଣ୍ଡାକୁ ହାତରେ ଛିଣ୍ଡାଇଲେ ମଧ୍ୟ ତାହା ରବର ଭଳିଆ ଦୋହଲିଥିଲା। ଏହି ଘଟଣା ଜଣାପଡ଼ିବା ପରେ ସାଧାରଣ ଲୋକେ ଆତଙ୍କିତ ହୋଇ ପଡିଛନ୍ତି।

ଏନେଇ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ସୁନିଲ କୁମାର ସାହୁ କହିଛନ୍ତି,“ ପ୍ଲାଷ୍ଟିକ୍ ଅଣ୍ଡା ସମ୍ପର୍କରେ ମୁଁ ଆଗରୁ ଶୁଣିଥିଲି। ଏଥିସହ ଟେଲିଭିଜନ୍‌ରେ ଦେଖିଥିଲି। ତେବେ ଘରେ ଗ୍ୟାସ୍‌ ସରି ଯାଇଥିବାରୁ ତହସିଲ ଅଫିସ୍ ଛକରେ ଥିବା ହୋଟେଲରୁ ଅଣ୍ଡା ତରକାରୀ କିଣି ଘରକୁ ଆଣିଥିଲି। ହେଲେ ଘରେ ଅଣ୍ଡା କେଶର ଖାଇଲା ସମୟରେ ତାହା ଇଲା ଷ୍ଟିକ୍ ଭଲି ଲମ୍ୱିଲା କିନ୍ତୁ ଛିଡ଼ିଲା ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story