‘ଭୁଲ୍‌ରେ ବି ଡାଉନଲୋଡ଼ କରନ୍ତୁ ନାହିଁ ଏହି ୩ଟି ଆପ୍‌, ଆକାଉଣ୍ଟ ହୋଇଯିବ ସଫା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ବର୍ଷ ସାଇବର ଲୁଟେରା ଭୁବନେଶ୍ୱରରୁ କେବଳ  ୮ କୋଟି ଟଙ୍କାର ଚୁନ ଲଗାଇଥିବା ବେଳେ ଏଥର ବି ବର୍ଷ ଆରମ୍ଭରୁ ଫୁଲ୍‌ ଆକ୍ଟିଭ ଅଛନ୍ତି। ଚଳିତ ମାସରେ ଭୁବନେଶ୍ୱରରେ ୟୁପିଆଇ ସମ୍ବନ୍ଧୀୟ ସାଇବର ଫ୍ରଡ୍ ଅଧିକ ହୋଇଛି । ତେଣୁ କାହା କଥାରେ ପଡ଼ି ହଠାତ୍‌ କୌଣସି ମୋବାଇଲ୍‌ ଆପ୍‌ ଡାଉନଲୋଡ଼ କରନ୍ତୁ ନାହିଁ।  ଯେକୌଣସି ଆପ୍‌ ଡାଉନ୍‌ ଲୋଡ କରିବା ପୂର୍ବରୁ ସତର୍କ ରୁହନ୍ତୁ ବୋଲି ସୂଚାଇ ଦେଇଛନ୍ତି ଭୁବନେଶ୍ୱର ଡିସିପି […]

dcp

dcp

Niharika Rout
  • Published: Tuesday, 25 January 2022
  • Updated: 25 January 2022, 10:32 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ବର୍ଷ ସାଇବର ଲୁଟେରା ଭୁବନେଶ୍ୱରରୁ କେବଳ  ୮ କୋଟି ଟଙ୍କାର ଚୁନ ଲଗାଇଥିବା ବେଳେ ଏଥର ବି ବର୍ଷ ଆରମ୍ଭରୁ ଫୁଲ୍‌ ଆକ୍ଟିଭ ଅଛନ୍ତି। ଚଳିତ ମାସରେ ଭୁବନେଶ୍ୱରରେ ୟୁପିଆଇ ସମ୍ବନ୍ଧୀୟ ସାଇବର ଫ୍ରଡ୍ ଅଧିକ ହୋଇଛି । ତେଣୁ କାହା କଥାରେ ପଡ଼ି ହଠାତ୍‌ କୌଣସି ମୋବାଇଲ୍‌ ଆପ୍‌ ଡାଉନଲୋଡ଼ କରନ୍ତୁ ନାହିଁ।  ଯେକୌଣସି ଆପ୍‌ ଡାଉନ୍‌ ଲୋଡ କରିବା ପୂର୍ବରୁ ସତର୍କ ରୁହନ୍ତୁ ବୋଲି ସୂଚାଇ ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

ସୂଚନାଯୋଗ୍ୟ, ରାଜ୍ୟରେ ବଢୁଛି ସାଇବର୍ ଠକେଇ । ବର୍ଷ ଆରମ୍ଭରୁ ରାଜଧାନୀରେ ୟୁପିଆଇ ସମ୍ବନ୍ଧୀୟ ସାଇବର ଫ୍ରଡ୍ ଅଧିକ ହୋଇଛି । ଗୁଗୁଲ ପେ, ଫୋନ ପେ, ପେଟିଏମ୍ ଭଳି ମୋବାଇଲ ପେମେଣ୍ଟ ମାଧ୍ୟମରେ ଲୋକେ ସାଇବର ଫ୍ରଡର ଶିକାର ବେଶି ହେଇଥିବା ଜାନୁଆରୀ ମାସ ତଥ୍ୟରୁ ଜଣାପଡୁଥିବା।

ଏଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ପ୍ରାୟ ୧୦୦ରୁ ଅଧିକ ଠକେଇ ୟୁପିଆଇ ଫ୍ରଡ୍ ଜନିତ ବୋଲି ତଥ୍ୟ କହୁଛି । ତେବେ ସାଇବର ଲୁଟେରା ମୁଖ୍ୟତ ଲୁଟ୍ ପୂର୍ବରୁ  ତିନୋଟି ଆପ୍ ଡାଉନ ଲୋଡ କରିବାକୁ ପରାମର୍ଶ ଦେଉଛନ୍ତି।  ତେଣୁ  କାହା କଥାରେ ପଡି ଏନି ଡେସ୍କ, କୁଇକ୍ ସପୋର୍ଟ, ଟିମ୍ ଭ୍ୟୁଅର ଭଳି ଅଜଣା ଆପ୍ ଡାଉନଲୋଡ  କରନ୍ତୁ ନାହଁ। ଏହାକୁ ଡାଉନଲୋଡ କଲେ ଅପର ପାର୍ଶ୍ୱରେ ଥିବା ବ୍ୟକ୍ତି ଆପଣଙ୍କ ମେସେଜ ଦେଖିପାରିବ ଏବଂ  OTP ଆସେସ କରିପାରିବ । ତେଣୁ ଯେକୌଣସି ଆପ୍‌ ଡାଉନ୍‌ ଲୋଡ କରିବା ପୂର୍ବରୁ ସତର୍କ ରୁହନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story