ବିଜେବି କଲେଜ ହଷ୍ଟେଲ୍‌ରୁ ମିଳିଲା ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେବି ମହାବିଦ୍ୟାଳୟର ହଷ୍ଟେଲ୍‌ରୁ ମିଳିଲା ଛାତ୍ରୀଙ୍କ ମୃତଦେହ। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ସହିତ ଆଉ କିଛି ଘଟିଛି, ତାହା ସ୍ପଷ୍ଟ ହୋଇପାରି ନାହିଁ। କମିଶନରେଟ୍‌ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। କଟକ ଜିଲ୍ଲା କଖଡ଼ି ଗାଁର ରୁଚିକା ମହାନ୍ତି ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳାର ପ୍ରଥମ ବର୍ଷ ଛାତ୍ରୀ ଥିଲେ। ସେ ଇତିହାସ ଅନର୍ସ ନେଇ ପଢ଼ୁଥିଲେ। କାରୁବାକୀ ଛାତ୍ରୀ ନିବାସର ତୃତୀୟ […]

Ruchika-Mohanty

Ruchika-Mohanty

Manoranjan Sial
  • Published: Saturday, 02 July 2022
  • Updated: 02 July 2022, 04:24 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେବି ମହାବିଦ୍ୟାଳୟର ହଷ୍ଟେଲ୍‌ରୁ ମିଳିଲା ଛାତ୍ରୀଙ୍କ ମୃତଦେହ। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ସହିତ ଆଉ କିଛି ଘଟିଛି, ତାହା ସ୍ପଷ୍ଟ ହୋଇପାରି ନାହିଁ। କମିଶନରେଟ୍‌ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

କଟକ ଜିଲ୍ଲା କଖଡ଼ି ଗାଁର ରୁଚିକା ମହାନ୍ତି ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳାର ପ୍ରଥମ ବର୍ଷ ଛାତ୍ରୀ ଥିଲେ। ସେ ଇତିହାସ ଅନର୍ସ ନେଇ ପଢ଼ୁଥିଲେ। କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲାର ରୁମ୍‌ ନମ୍ୱର ନଂ ୨୦୧ରେ ରହୁଥିଲେ। ପ୍ରଥମ ବର୍ଷରେ ପଢ଼ୁଥିଲେ ମଧ୍ୟ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି ଚଳାଇଥିଲେ।

ରୁଚିକାଙ୍କ ସାଙ୍ଗଙ୍କ କହିବା ଅନୁସାରେ ଦେହ ଅସୁସ୍ଥତା ପାଇଁ ସେ ଅନେକ ସମୟରେ କ୍ଲାସ୍‌ ଯାଉନଥିଲେ। କ୍ଲାସରେ ହେଉଥିବା ପଢ଼ା ସାଙ୍ଗମାନଙ୍କଠାରୁ ବୁଝି ରୁମ୍‌ରେ ବସି ପଢ଼ୁଥିଲେ। ସବୁଦିନ ପରେ ଆଜି ସେ କ୍ଲାସ କରିବାକୁ ଯାଇନଥିଲେ। ସାଙ୍ଗମାନେ କ୍ଲାସ କରିବା ପାଇଁ ଗଲା ପରେ ରୁଚିକା ଏକାକୀ ରୁମ୍‌ରେ ରହିଥିଲେ।

ପୂର୍ବାହ୍ନ ପ୍ରାୟ ୧୧.୨୦ରୁ ୧୧.୨୫ ହେବ। କ୍ଲାସ ସରିବା ପରେ ଛାତ୍ରୀମାନେ ରୁମ୍‌କୁ ଫେରିଥିଲେ। ହେଲେ ରୁମର କବାଟ ଭିତର ପାର୍ଶ୍ୱରୁ ବନ୍ଦ ଥିବା ଦେଖିବାକୁ ପାଇଥିଲେ। କବାଟ ବାଡ଼େଇ ଥିଲେ ମଧ୍ୟ ରୁଚିକା ଖୋଲିନଥିଲେ। ରୁଚିକା କବାଟ ନଖୋଲିବାରୁ ଛାତ୍ରୀମାନଙ୍କ ମନରେ ସନ୍ଦେହ ହୋଇଥିଲା। ପରେ ଏନେଇ ହଷ୍ଟେଲ୍‌ ସୁପରିନ୍‌ଟେଣ୍ଡେଣ୍ଟ୍‌ଙ୍କୁ ଜଣାଇଥିଲେ।

ବଡ଼ଗଡ଼ ଥାନାକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ କଲେଜ କର୍ତ୍ତୃପକ୍ଷ। କମିଶନରେଟ୍‌ ପୁଲିସର ପରାମର୍ଶରେ ସମସ୍ତଙ୍କ ଉପସ୍ଥିତିରେ ଶାବଳରେ କବାଟ ଭଙ୍ଗା ଯାଇଥିଲା। ସେହି ସମୟରେ ରୁଚିକା ତା’ ବେଡ୍‌ରେ କାନ୍ଥକୁ ମୁହଁ କରି ପେଟେଇ ଶୋଇଥିବା ଦେଖିବାକୁ ମିଳିଥିଲା। ସେତେବେଳକୁ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କରଣ ଜଣାପଡ଼ି ନାହିଁ।

ଲେଡିସ୍‌ ହଷ୍ଟେଲ୍‌ ସୁପରିନ୍‌ଟେଣ୍ଡେଣ୍ଟ୍‌ ଡକ୍ଟର ଝୁମ୍‌କି ରଥ କହିଛନ୍ତି, ମୁଁ କ୍ଲାସ ନେଉଥିଲି। ହଠାତ୍‌ ମୋ ପାଖକୁ ପିଲାମାନେ ଫୋନ୍‌ କରି କହିଲେ ଜଣେ ଛାତ୍ରୀ ହଷ୍ଟେଲ୍‌ ରୁମ୍‌ରେ ଭିତର ପାର୍ଶ୍ୱରୁ କବାଟ ବନ୍ଦ କରିଦେଛି, ଯେତେ ଡାକିଲେ ମଧ୍ୟ ଖୋଲୁନାହିଁ। ମୁଁ ଏନେଇ କଲେଜ ପ୍ରିନ୍ସପାଲଙ୍କୁ ଜଣାଇଥିଲି। ପ୍ରିନ୍ସପାଲ୍‌ ଏନେଇ ବଡଗଡ଼ ଥାନାକୁ ଖବର ଦେଇଥିଲେ। ପୁଲିସ୍‌ର ପରାମର୍ଶରେ କବାଟ ଭଙ୍ଗା ଯାଇଥିଲା। ସେତେବେଳକୁ ଛାତ୍ରୀଙ୍କ ମୃତ୍ୟୁ ହୋଇ ସାରିଥିଲା। ସେ ସ୍ୱଭାବିକ ଭାବେ ରୁମ୍‌ରେ ରହୁଥିବା ଅନ୍ୟ ପିଲାମାନେ କହୁଛନ୍ତି। ମୃତଦେହ ପାଖରୁ କ’ଣ ମିଳିଛି, ଆମେ ଜାଣିନୁ। ମୃତ୍ୟୁ ନେଇ ଲୋକାଲ୍‌ ଗାଡିଆନ୍‌ଙ୍କୁ ଜଣାଇ ଦେଇଛୁ ବୋଲି ଡକ୍ଟର ରଥ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story