ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ: ୮୧.୧୧% ପାସ୍‌
[vc_row][vc_column][vc_video link=":  ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ଏଥର ମୋଟ୍ ପାସ୍ ହାର ରହିଛି ୮୧.୧୧ ପ୍ରତିଶତ। ମୋଟ ୯୦,୬୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୩,୫୨୩ ଜଣ ପାସ୍ କରିଛନ୍ତି।
ବାଳକଙ୍କ ଅପେକ୍ଷା ବାଳିକାଙ୍କ ପାସ୍ ହାର ଅଧିକ ରହିଛି। ବାଳକଙ୍କ ପାସ୍ ହାର ୮୦.୨୯% ରହିଥିବା ବେଳେ ବାଳିକାଙ୍କ ପାସ୍ ହାର ୮୨.୩୬ % ରହିଛି।
ପ୍ରଥମ ଶ୍ରେଣୀରେ  ୧୯,୦୮୭ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ୨୬,୩୨୨ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୨୭,୫୯୭ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି।
ମୋଟ ୨୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୧୮ ଜଣ ପୁଅ ଓ ୯ ଜଣ ଝିଅ।
ମୋଟ ୧୧୨୫ ଜଣ ୮୦% ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୭୭୫ ପୁଅ ଓ ୩୫୦ ଝିଅ।
୩୦୦୯ ଜଣ ପୁଅ ଓ ୧୯୩୪ ଜଣ ଝିଅ ୭୦ ପ୍ରତିଶତ ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି।
୩ଟି କଲେଜରେ କେହି ପରୀକ୍ଷାର୍ଥୀ ପାସ୍ କରି ନାହାନ୍ତି।
ଆସନ୍ତା ୨୯ ସୁଦ୍ଧା  ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ସୂଚନା ଦେଇଛନ୍ତି।
Ordigital Desk
  • Published: Friday, 12 May 2017
  • Updated: 12 May 2017, 09:19 PM IST
Sports
Latest News
୩୦୦୯ ଜଣ ପୁଅ ଓ ୧୯୩୪ ଜଣ ଝିଅ ୭୦ ପ୍ରତିଶତ ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି।
୩ଟି କଲେଜରେ କେହି ପରୀକ୍ଷାର୍ଥୀ ପାସ୍ କରି ନାହାନ୍ତି।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos