ଯୁକ୍ତ ଦୁଇ ଓ ଯୁକ୍ତ ତିନିରେ ଓଡ଼ିଆରେ ସବୋର୍ଚ୍ଚ ନମ୍ବର ରଖିଥିବା ପିଲା ପାଇବେ ବୃତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ସଂଗଠନକୁ ପ୍ରଦାନ କରାଯିବ ଫକୀରମୋହନ ଭାଷା ସମ୍ମାନ। ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୭୫ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏଥିସହ ଫକୀର ମୋହନ ଛାତ୍ରବୃତ୍ତି ୱେବସାଇଟର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ଓଡ଼ିଆ ବିଷୟରେ ସର୍ବୋଚ୍ଚ ନମ୍ବର ରଖିଥିବା ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀ […]

14110810_banner_1345791511

14110810_banner_1345791511

Rakesh Mallick
  • Published: Monday, 15 January 2018
  • Updated: 15 January 2018, 09:43 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ସଂଗଠନକୁ ପ୍ରଦାନ କରାଯିବ ଫକୀରମୋହନ ଭାଷା ସମ୍ମାନ। ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୭୫ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏଥିସହ ଫକୀର ମୋହନ ଛାତ୍ରବୃତ୍ତି ୱେବସାଇଟର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ଓଡ଼ିଆ ବିଷୟରେ ସର୍ବୋଚ୍ଚ ନମ୍ବର ରଖିଥିବା ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀ ମାନଙ୍କୁ ବୃତ୍ତି ମିଳିବ।

ସେହିପରି ଓଡ଼ିଆରେ ପିଜି କଲେ ଛାତ୍ର ଛାତ୍ରୀମାନଙ୍କ ପଢାଖର୍ଚ୍ଚ ସଂପୂର୍ଣ୍ଣ ଛାଡ଼ କରାଯିବାର ବ୍ୟବସ୍ଥା ରହିଛି। ଏଥିପାଇଁ ଛାତ୍ର ଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ। ଏ ଅବସରରେ ୪୮ ହଜାର ଚଳନ୍ତି ଓଡ଼ିଆ ଶବ୍ଦକୁ ନେଇ ଏକ ଓଡ଼ିଆ ଅଭିଧାନ, ଫକୀରମୋହନଙ୍କ ରଚିତ ପ୍ରାୟଶ୍ଚିତ ଉପନ୍ୟାସର ଇଂରାଜୀ ଅନୁବାଦ ପୁସ୍ତକ,  ଭିନ୍ଟେଜ ଷ୍ଟୋରିଜ ଅଫ୍ ଫକୀରମୋହନ ଓ ଫକୀରମୋହନଙ୍କ ଦୃଷ୍ଟିରେ ସେନାପତିଙ୍କ କ୍ଷୁଦ୍ର ଗଳ୍ପ ପ୍ରଭୃତି ପୁସ୍ତକଗୁଡିକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ରାଜ୍ୟ ସରକାର, ଫକୀରମୋହନ ସ୍ମୃତି ସଂସଦ ଓ ଦାସ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story