ରାଜନୀତିକ ପାଠଶାଳା: ନିଜ ନିଜ ମନ୍ତ୍ରୀଙ୍କୁ ମୋଦି ଓ ନବୀନ ଦେଲେ ଟାସ୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ତ୍ରୀମାନଙ୍କୁ ଦିଆଯାଇଛି ହୋମଓ୍ୱାର୍କ। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମନ୍ତ୍ରୀଙ୍କୁ ୧୦୦ ଦିନର ଏଜେଣ୍ଡା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ରାଜ୍ୟରେ ମନ୍ତ୍ରୀମାନଙ୍କ ପାଇଁ ଗୋଟିଏ ମାସର ରୋଡମ୍ୟାପ୍‌ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।ପଞ୍ଚମ ପାଳିରେ ନିର୍ବାଚନ ଜିତିବା ପାଇଁ ବିଜେଡି ନିଜ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରାଥମିକତା ଦେଇ ରାଜ୍ୟର ମନ୍ତ୍ରୀ ପ୍ରସ୍ତୁତ କରିବେ ବ୍ଲୁ ପ୍ରିଣ୍ଟ। ପ୍ରତି ମାସର ୭ ତାରିଖରେ ନବୀନଙ୍କୁ […]

Pm-Modi-and-cm-Naveen-give-homework-to-their-respective-ministers

Manoranjan Sial
  • Published: Wednesday, 05 June 2019
  • Updated: 05 June 2019, 09:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ତ୍ରୀମାନଙ୍କୁ ଦିଆଯାଇଛି ହୋମଓ୍ୱାର୍କ। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମନ୍ତ୍ରୀଙ୍କୁ ୧୦୦ ଦିନର ଏଜେଣ୍ଡା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ରାଜ୍ୟରେ ମନ୍ତ୍ରୀମାନଙ୍କ ପାଇଁ ଗୋଟିଏ ମାସର ରୋଡମ୍ୟାପ୍‌ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।ପଞ୍ଚମ ପାଳିରେ ନିର୍ବାଚନ ଜିତିବା ପାଇଁ ବିଜେଡି ନିଜ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରାଥମିକତା ଦେଇ ରାଜ୍ୟର ମନ୍ତ୍ରୀ ପ୍ରସ୍ତୁତ କରିବେ ବ୍ଲୁ ପ୍ରିଣ୍ଟ। ପ୍ରତି ମାସର ୭ ତାରିଖରେ ନବୀନଙ୍କୁ କାମର ହିସାବ ଦେବେ ସବୁ ବିଭାଗର ମନ୍ତ୍ରୀ। ଆଉ ସେପଟେ ମୋଦି ମଧ୍ୟ ସମାନ ଢଙ୍ଗରେ ଶହେ ଦିନରେ ମନ୍ତ୍ରୀମାନେ କି କି କାର୍ଯ୍ୟକ୍ରମ କରିବାକୁ ଚାହୁଁଛନ୍ତି, ତା’ର ତାଲିକା ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ନବୀନଙ୍କ ପଞ୍ଚମ ପାଳିର ପାଠଶାଳାରେ ପାଠ ପଢ଼ୁଛନ୍ତି ଛାତ୍ର। ଆଉ ପାଠଶାଳାର ଶିକ୍ଷକ ହେଉଛନ୍ତି ଖୋଦ୍‌ ନବୀନ। ଛାତ୍ର ହେଉଛନ୍ତି ନିଜ ମନ୍ତ୍ରିମଣ୍ଡଳର ୨୦ ମନ୍ତ୍ରୀ। ନବୀନ ନିଜ ଛାତ୍ରଙ୍କ ପାଇଁ ଦେଇଛନ୍ତି ୩୦ ଦିନର ହୋମ୍‌ଓ୍ୱାର୍କ। ପାଠଶାଳାରେ ପ୍ରଥମ ଛାତ୍ର ହେଉଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ପ୍ରଥମ ମାସ ନିରଞ୍ଜନଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିବ। କାରଣ ଆଗକୁ ତାଙ୍କୁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବାକୁ ପଡ଼ିବ। ତେଣୁ ତାଙ୍କ ପାଇଁ ଟାସ୍କ ସବୁଠାରୁ କଠିନ ହେବ।

ସେହିପରି ଅନ୍ୟ ଜଣେ ଛାତ୍ର ହେଉଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ତାଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ପାଣ୍ଠି ଓ ଡାକ୍ତର ଅଭାବକୁ ପୂରଣ କରିବା ମୁଖ୍ୟ ଚାଲେଞ୍ଜ ରହିବ। ଏହାଛଡ଼ା ଆୟୁଷ୍ମାନ ଯୋଜନାକୁ ଗ୍ରହଣ କରିବାର ବୋଝ ମଧ୍ୟ ତାଙ୍କ ମୁଣ୍ଡ ଉପରେ ରହିଛି। ପାଠଶାଳାରେ ତୃତୀୟ ଛାତ୍ର ହେଉଛନ୍ତି ଯୋଜନା, ସଂଯୋଜନା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ତାଙ୍କ ପାଇଁ ସଚିବାଳୟର ଅଫିସ ଠିକ୍‌ ହୋଇନାହିଁ। ତଥାପି ନିଜ ବାସଭବନ ଅଫିସରେ ମାସକ ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ କରି କାମ ଆରମ୍ଭ କରିଦେଲେଣି ପଦ୍ମନାଭ।

ରାଜ୍ୟମନ୍ତ୍ରୀ ଭାବେ ତୁଷାର କାନ୍ତି ବେହେରାଙ୍କୁ ମିଳିଛି କ୍ରୀଡ଼ା , ଯୁବ ବ୍ୟାପାର ଓ ଆଇଟି ବିଭାଗ। ତାଙ୍କୁ ମଧ୍ୟ ସଚିବାଳୟରେ ଅଫିସ ଚ୍ୟାମ୍ବର ମିଳିନି। କିନ୍ତୁ ଏହା ଭିତରେ ସେ ନିଜ ବିଭାଗର ଫାଇଲ ଚାଷ କରି ପ୍ରଥମ ମାସର କାମ ନିର୍ଦ୍ଧାରଣ କରିସାରିଲେଣି। ସେହିପରି ସାମାଜିକ ନିରାପତ୍ତା ସହ ଭିନ୍ନକ୍ଷମଙ୍କ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି-“ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ପାଇଁ ରୋଡ଼୍‌ ମ୍ୟାପ୍‌ ପ୍ରସ୍ତୁତ କରିବୁ।”
କ୍ରୀଡା ଓ ଯୁବ ବ୍ୟାପାର, ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି-“ଲୋକମାନଙ୍କ ପାଇଁ କାମ କରିବାକୁ ଆସିଛି ଓ କାମ କରିବି। ମୋ ପାଇଁ ସମୟର କୌଣସି ପ୍ରତିବନ୍ଧକ ନାହିଁ। ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା ପାଇଁ ସବୁପ୍ରକାର ଉଦ୍ୟମ କରିବି।”

ସେପଟେ ୫୮ ମନ୍ତ୍ରୀଙ୍କୁ ନେଇ କାମ ଆରମ୍ଭ କରିଛନ୍ତି ମୋଦି। ନିଜ ମନ୍ତ୍ରୀଙ୍କୁ ୧୦୦ ଦିନର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରି ଅଗ୍ରାଧିକାର ଭିତ୍ତିରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ବିଶେଷ କରି ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ପାଇଁ ରହିଛି ଅନେକ ଚ୍ୟାଲେଞ୍ଜ। ଓଡ଼ିଆପୁଅ ଭାବେ ମୋଦିଙ୍କ କ୍ୟାବିନେଟର ଦ୍ୱିତୀୟ ପାଳିରେ ପୁଣି ପେଟ୍ରୋଲିୟମ୍‌ ମନ୍ତ୍ରାଳୟ ପାଇଥିବା ଧର୍ମେନ୍ଦ୍ରଙ୍କ ପାଇଁ ଉଜ୍ୱଳା ଯୋଜନାକୁ ଆହୁରି ଲୋକାଭିମୁଖୀ କରିବା ସହ ତୈଳ ଦର ବୃଦ୍ଧିର ମୁକାବିଲା କରିବାର ଚ୍ୟାଲେଞ୍ଜ ରହିଛି। ପ୍ରଥମ ଥର ମନ୍ତ୍ରୀ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ଏମ୍‌ଏସ୍‌ଏମ୍‌ଇ ସହ ମତ୍ସ୍ୟ ଓ ପଶୁପାଳନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ୧୦୦ ଦିନର ରୋଡମ୍ୟାପ ପ୍ରସ୍ତୁତ କରୁଛନ୍ତି।

ମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି, “ମୋଦି ସରକାର କାମର ସରକାର। କେବଳ ଘୋଷଣାର ସରକାର ନୁହନ୍ତି। ସେଥିପାଇଁ ସେ ସମସ୍ତଙ୍କୁ ୧୦୦ ଦିନର କାମ ଦେଇଛନ୍ତି। ଆମେ ସମସ୍ତେ ପୂରା ଦାମରେ କାମରେ ଲାଗିପଡ଼ିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story