ପୋଲାଭରମ ବିବାଦ: ନରମିଲା ଓଡ଼ିଶା

<p>ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ବିବାଦୀୟ ପୋଲାଭରମ ଜଳସେଚନ ପ୍ରକଳ୍ପ ମାମଲାର ଶୁଣାଣି ହୋଇଛି। ପ୍ରକଳ୍ପକୁ ନେଇ ନରମ ଭାବ ପୋଷଣ କରିଛି ଓଡ଼ିଶା। ଓଡ଼ିଶା ପକ୍ଷରୁ କୋର୍ଟରେ ମତ ରଖିଛନ୍ତି ଓକିଲ ଗୋପାଳ ସୁବ୍ରମଣ୍ୟମ। ସେ କହିଛନ୍ତି, &ldquo;ଆପୋଷ ଆଲୋଚନା ମାଧ୍ୟମରେ ପ୍ରକଳ୍ପକୁ ନେଇ ଥିବା ଅସନ୍ତୋଷ ଦୂର ହୋଇପାରିବ। ପୋଲାଭରମରେ ଡ୍ୟାମ ହେଲେ ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହେବ। ଡ୍ୟାମର ଉଚ୍ଚତା କମ୍&zwnj; ରହିଲେ ମାଲକାନଗିରି ଜିଲ୍ଲାର ଲୋକମାନେ ପ୍ରଭାବିତ ହେବେ ନାହିଁ।&rdquo;ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରୀ ମାସରେ ହେବ।</p> <p>ପୋଲାଭରମ ମାମଲାରେ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ କଥାବାର୍ତ୍ତା ହୋଇଛନ୍ତି। ଏହି ପ୍ରକଳ୍ପ ଯୋଗୁ&nbsp; ମାଲକାନଗିରିର ବହୁ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି।</p>

Ordigital Desk
  • Published: Tuesday, 12 December 2017
  • Updated: 12 December 2017, 12:31 PM IST

Sports

Latest News

<p>ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ବିବାଦୀୟ ପୋଲାଭରମ ଜଳସେଚନ ପ୍ରକଳ୍ପ ମାମଲାର ଶୁଣାଣି ହୋଇଛି। ପ୍ରକଳ୍ପକୁ ନେଇ ନରମ ଭାବ ପୋଷଣ କରିଛି ଓଡ଼ିଶା। ଓଡ଼ିଶା ପକ୍ଷରୁ କୋର୍ଟରେ ମତ ରଖିଛନ୍ତି ଓକିଲ ଗୋପାଳ ସୁବ୍ରମଣ୍ୟମ। ସେ କହିଛନ୍ତି, &ldquo;ଆପୋଷ ଆଲୋଚନା ମାଧ୍ୟମରେ ପ୍ରକଳ୍ପକୁ ନେଇ ଥିବା ଅସନ୍ତୋଷ ଦୂର ହୋଇପାରିବ। ପୋଲାଭରମରେ ଡ୍ୟାମ ହେଲେ ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହେବ। ଡ୍ୟାମର ଉଚ୍ଚତା କମ୍&zwnj; ରହିଲେ ମାଲକାନଗିରି ଜିଲ୍ଲାର ଲୋକମାନେ ପ୍ରଭାବିତ ହେବେ ନାହିଁ।&rdquo;ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରୀ ମାସରେ ହେବ।</p><p>ପୋଲାଭରମ ମାମଲାରେ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ କଥାବାର୍ତ୍ତା ହୋଇଛନ୍ତି। ଏହି ପ୍ରକଳ୍ପ ଯୋଗୁ&nbsp; ମାଲକାନଗିରିର ବହୁ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos