ପୋଲିସ ଆଧୁନିକୀକରଣ ପାଇଁ କେନ୍ଦ୍ର ଦେବନି ଅର୍ଥ

ଭୁବନେଶ୍ୱର: ପୋଲିସ ଆଧୁନିକୀକରଣ ପାଇଁ କେନ୍ଦ୍ର ଅର୍ଥ ଦେବନାହିଁ। ତେଣୁ ପୋଲିସ ବିଭାଗର ଭିତ୍ତିଭୂମିର ବିକାଶରେ ସମସ୍ୟା ଉପୁଜିବ ବୋଲି କହିଛନ୍ତି ପୋଲିସ ମହାନିଦେ୍ର୍ଧଶକ ସଞ୍ଜିବ ମାରିକ। ସେ କହିଛନ୍ତି ଯେ, ଗତ ୧୫ ବର୍ଷ ହେଲା କେନ୍ଦ୍ର ୧୨୭ କୋଟି ଟଙ୍କା ବିଭାଗର ଆଧୁନିକୀକରଣ ପାଇଁ ଦେଉଥିଲେ । କିନ୍ତୁ ଏହାକୁ ଏବେ ବନ୍ଦ କରିଦିଆଯାଇଛି। ତେଣୁ ନିଷ୍ପତ୍ତିର ପୁନଃର୍ବିଚାର କରିବାକୁ କେନ୍ଦ୍ରକୁ ଜଣାଇଦିଆଯିବ ବୋଲି ଡିଜି କହିଛନ୍ତି। ସଚିବାଳୟରେ ଅନୁଷ୍ଠିତ ଏକ ବୈଠକରେ ଏ […]

Odisha Police

Odisha Police

Rakesh Mallick
  • Published: Wednesday, 29 April 2015
  • Updated: 29 April 2015, 07:02 AM IST

Sports

Latest News

ଭୁବନେଶ୍ୱର: ପୋଲିସ ଆଧୁନିକୀକରଣ ପାଇଁ କେନ୍ଦ୍ର ଅର୍ଥ ଦେବନାହିଁ। ତେଣୁ ପୋଲିସ ବିଭାଗର ଭିତ୍ତିଭୂମିର ବିକାଶରେ ସମସ୍ୟା ଉପୁଜିବ ବୋଲି କହିଛନ୍ତି ପୋଲିସ ମହାନିଦେ୍ର୍ଧଶକ ସଞ୍ଜିବ ମାରିକ। ସେ କହିଛନ୍ତି ଯେ, ଗତ ୧୫ ବର୍ଷ ହେଲା କେନ୍ଦ୍ର ୧୨୭ କୋଟି ଟଙ୍କା ବିଭାଗର ଆଧୁନିକୀକରଣ ପାଇଁ ଦେଉଥିଲେ । କିନ୍ତୁ ଏହାକୁ ଏବେ ବନ୍ଦ କରିଦିଆଯାଇଛି। ତେଣୁ ନିଷ୍ପତ୍ତିର ପୁନଃର୍ବିଚାର କରିବାକୁ କେନ୍ଦ୍ରକୁ ଜଣାଇଦିଆଯିବ ବୋଲି ଡିଜି କହିଛନ୍ତି। ସଚିବାଳୟରେ ଅନୁଷ୍ଠିତ ଏକ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପୋଲିସ ଡିଜି ସଞ୍ଜିବ ମାରିକଙ୍କ ସମେତ ଗୃହବିଭାଗ ଅଧିକାରୀ, ଅର୍ଥ ବିଭାଗ ଅତିରିକ୍ତ ଶାସନ ସଚିବ ଆର.ବାଲ କ୍ରିର୍ଷ୍ଣନ୍ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story