ପୋଲିସ ଜାଲରେ ୭ ହାଇୱେ ଲୁଟେରା

<p>କଟକ: କଟକ ପୋଲିସ ୭ ଜଣ ହାଇୱେ ଲୁଟେରାଙ୍କୁ ଗିରଫ କରିଚି। ଏହି ଲୁଟେରାମାନେ ଉପକୂଳ ଜିଲ୍ଲାର ବିଭିନ୍ନ ହାଇୱେରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ ଘରୋଇ କଂପାନୀ କର୍ମଚାରୀଙ୍କଠାରୁ ଲୁଟ୍ କରୁଥିବା କମିଶନରେଟ ପୋଲିସ ସୂଚନା ଦେଇଛି।</p> <p>ଗିରଫ ଲୁଟେରାଙ୍କଠାରୁ ପୋଲିସ ଗୋଟିଏ ବନ୍ଧୁକ ସହ ୫ ରାଉଣ୍ଡ ଅଫୁଟା ଗୁଳି, ଦୁଇଟ ବାଇକ୍&zwnj;, ୫ଟି ମୋବାଇଲ୍ ଓ ନଗଦ ୨୬ ହଜାର ଟଙ୍କା ଜବତ କରିଛି। ଗ୍ୟାଙ୍ଗର ଦୁଇଜଣ ସଦସ୍ୟ ଏବେ ବି ଫେରାର ଥିବା ପୋଲିସ କହିଛି।</p>

Ordigital Desk
  • Published: Sunday, 06 August 2017
  • Updated: 06 August 2017, 07:40 PM IST
<p>କଟକ: କଟକ ପୋଲିସ ୭ ଜଣ ହାଇୱେ ଲୁଟେରାଙ୍କୁ ଗିରଫ କରିଚି। ଏହି ଲୁଟେରାମାନେ ଉପକୂଳ ଜିଲ୍ଲାର ବିଭିନ୍ନ ହାଇୱେରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ ଘରୋଇ କଂପାନୀ କର୍ମଚାରୀଙ୍କଠାରୁ ଲୁଟ୍ କରୁଥିବା କମିଶନରେଟ ପୋଲିସ ସୂଚନା ଦେଇଛି।</p><p>ଗିରଫ ଲୁଟେରାଙ୍କଠାରୁ ପୋଲିସ ଗୋଟିଏ ବନ୍ଧୁକ ସହ ୫ ରାଉଣ୍ଡ ଅଫୁଟା ଗୁଳି, ଦୁଇଟ ବାଇକ୍&zwnj;, ୫ଟି ମୋବାଇଲ୍ ଓ ନଗଦ ୨୬ ହଜାର ଟଙ୍କା ଜବତ କରିଛି। ଗ୍ୟାଙ୍ଗର ଦୁଇଜଣ ସଦସ୍ୟ ଏବେ ବି ଫେରାର ଥିବା ପୋଲିସ କହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos