ଅସଞ୍ଜତ ଅବସ୍ଥାରେ ଧରାପଡ଼ିଲେ ଥାନାବାବୁ, ତା’ପରେ...

ବାରିପଦା(ଓଡ଼ିଶା ରିପୋର୍ଟର): ବନ୍ଧା ହୋଇଥିଲେ ଥାନା ବାବୁ। ଆଉ ଚାଲିଥିଲା ଉତ୍ତମ ମଧ୍ୟମ। ଯିଏ ପାରୁଥାଏ ନିର୍ଦ୍ଧୁମ ଛେଚୁଥାଏ। ବିଚରା ଥାନା ବାବୁଙ୍କ ପାଟିରୁ ଶଦ୍ଦ ବାହାରୁ ନଥାଏ। ଆହା ପଦେ କହିବାକୁ ବି କେହି ନଥାନ୍ତି। ଏପରି ଏକ ସ୍ଥିତି ଦେଖିବାକୁ ମିଳିଛି ବାରିପଦା ମହୁଲଡିହା ଥାନା ଅଞ୍ଚଳରେ। ଏପରି ଅବସ୍ଥା ଭୋଗିଥିବା ବାବୁ ଜଣଙ୍କ ହେଲେ ଏଏସ୍‌ଆଇ ମନୋଜ କୁମାର ରାଠୋର। ବାବୁଙ୍କ ଭୁଲ ହେଉଛି, ଅସଞ୍ଜତ ଅବସ୍ଥାରେ ଜଣେ ମହିଳାଙ୍କ ସହ ଥିବା ବେଳେ […]

police

police

Rakesh Mallick
  • Published: Monday, 12 February 2018
  • Updated: 12 February 2018, 01:42 PM IST

Sports

Latest News

ବାରିପଦା(ଓଡ଼ିଶା ରିପୋର୍ଟର): ବନ୍ଧା ହୋଇଥିଲେ ଥାନା ବାବୁ। ଆଉ ଚାଲିଥିଲା ଉତ୍ତମ ମଧ୍ୟମ। ଯିଏ ପାରୁଥାଏ ନିର୍ଦ୍ଧୁମ ଛେଚୁଥାଏ। ବିଚରା ଥାନା ବାବୁଙ୍କ ପାଟିରୁ ଶଦ୍ଦ ବାହାରୁ ନଥାଏ। ଆହା ପଦେ କହିବାକୁ ବି କେହି ନଥାନ୍ତି। ଏପରି ଏକ ସ୍ଥିତି ଦେଖିବାକୁ ମିଳିଛି ବାରିପଦା ମହୁଲଡିହା ଥାନା ଅଞ୍ଚଳରେ। ଏପରି ଅବସ୍ଥା ଭୋଗିଥିବା ବାବୁ ଜଣଙ୍କ ହେଲେ ଏଏସ୍‌ଆଇ ମନୋଜ କୁମାର ରାଠୋର। ବାବୁଙ୍କ ଭୁଲ ହେଉଛି, ଅସଞ୍ଜତ ଅବସ୍ଥାରେ ଜଣେ ମହିଳାଙ୍କ ସହ ଥିବା ବେଳେ ଲୋକଙ୍କ ହାବୁଡରେ ପଡ଼ିଯାଇଥିଲେ। ଆଉ ତା’ପରେ ଯାହା ହେବାର ଥିଲା, ଆରମ୍ଭ ହୋଇଗଲା।

ବାବୁଙ୍କୁ ଲହୁଲୁହାଣ କରିବା ପରେ ଲୋକେ ତାଙ୍କୁ ମହୁଲଡିହା ଥାନାକୁ ନେଇ ନିଜ ବିଭାଗୀୟ କର୍ମଚାରୀଙ୍କୁ ହସ୍ତାନ୍ତର କରିଛନ୍ତି।

ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ବାବୁଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ନିଜ ଖାକିର ଜୋର ଦେଖାଇ ବାବୁ ମନୋଜ ମହିଳାଙ୍କୁ ଧମକଚମକ ଦେଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ମାମଲା ରୁଜୁ ପରେ ମହୁଲଡିହା ପୋଲିସ ମନୋଜଙ୍କୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story