ବାଣ ପାଇଁ ପୂରା ଗାଁ ସିଲ୍‌

କଟକ (ଓଡ଼ିଶା ରିପୋର୍ଟର): ଦୀପାବଳି ପୂର୍ବରୁ ଆକ୍ସନ୍ ମୁଡ୍‌ରେ କମିଶନରେଟ୍ ପୁଲିସ୍। ବେଆଇନ ବାଣ କାରଖାନା ଉପରେ କମିଶନରେଟ୍ ପୁଲିସ୍ ଚଢ଼ାଉ କରୁଛି। କଟକ ଜିଲ୍ଲା ଜଗତପୁର ସ୍ଥିତ ତ୍ରିଲୋଚନପୁର ଗାଁରେ ଆଜି ବେଆଇନ ବାଣ କାରଖାନା ଉପରେ ଚଢ଼ାଉ କରିଛି। ପୂରା ଗାଁକୁ ସିଲ୍ କରି ପୁଲିସ୍ ଯାଞ୍ଚ କରିଛି। ଗାଁରେ ଏକାଧିକ ବାଣ କାରଖାନା ରହିଛି। ଏସବୁ ବେଆଇନ ଭାବେ ଚାଲୁଥିବା ଜଣାପଡ଼ିଛି। ଖବର ଲେଖାଯିବା ସୁଦ୍ଧା ଗାଁରୁ ୧୧ଟି ଟ୍ରାକ୍ଟର ଭର୍ତ୍ତି ବାଣ […]

cracker

cracker

Jitendra Garnayak
  • Published: Sunday, 04 November 2018
  • Updated: 04 November 2018, 12:00 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଦୀପାବଳି ପୂର୍ବରୁ ଆକ୍ସନ୍ ମୁଡ୍‌ରେ କମିଶନରେଟ୍ ପୁଲିସ୍। ବେଆଇନ ବାଣ କାରଖାନା ଉପରେ କମିଶନରେଟ୍ ପୁଲିସ୍ ଚଢ଼ାଉ କରୁଛି।

କଟକ ଜିଲ୍ଲା ଜଗତପୁର ସ୍ଥିତ ତ୍ରିଲୋଚନପୁର ଗାଁରେ ଆଜି ବେଆଇନ ବାଣ କାରଖାନା ଉପରେ ଚଢ଼ାଉ କରିଛି। ପୂରା ଗାଁକୁ ସିଲ୍ କରି ପୁଲିସ୍ ଯାଞ୍ଚ କରିଛି।

ଗାଁରେ ଏକାଧିକ ବାଣ କାରଖାନା ରହିଛି। ଏସବୁ ବେଆଇନ ଭାବେ ଚାଲୁଥିବା ଜଣାପଡ଼ିଛି।

ଖବର ଲେଖାଯିବା ସୁଦ୍ଧା ଗାଁରୁ ୧୧ଟି ଟ୍ରାକ୍ଟର ଭର୍ତ୍ତି ବାଣ ଜବତ କରାଯାଇଛି। ଏହାସହ ବାଣ ପ୍ରସ୍ତୁତକାରୀ ଯନ୍ତ୍ରାଂଶ ମଧ୍ୟ ଜବତ ହୋଇଛି।

ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ ବେଳେ ଗାଁରେ ଚାପା ଉତ୍ତେଜନା ଦେଖାଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos