କାଲିଠୁ ନିଖୋଜ ୨ ଭଉଣୀଙ୍କ ପତ୍ତା ମିଳୁନି

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ତୁଷୁରା ଅଞ୍ଚଳରେ ତେଲନଦୀ ବ୍ରିଜରୁ ଗତକାଲିଠୁ ନିଖୋଜ ୨ ଭଉଣୀଙ୍କର  ଏଯାଏଁ ପତ୍ତା ମିଳିନି । ତେବେ ସେମାନଙ୍କ ପରିଚୟ ମିଳିଛି । ନିଖୋଜ ଦୁଇ ଭଉଣୀ ହେଲେ ଅନମୋଲ ଅଗ୍ରଓ୍ୱାଲ ଓ ଆଞ୍ଚଲ ଅଗ୍ରଓ୍ୱାଲ। ଗତକାଲି ପୂର୍ବାହ୍ନ ୧୧ଟା ବେଳେ ତୁଷୁରା ସହର ବୁଲିବାକୁ ଯାଉଛୁ କହି ଦୁଇ ଭଉଣୀ ଘରୁ ସ୍କୁଟିରେ ଘରୁ ବାହାରିଥିଲେ । ତେବେ ଦିନ ୧୨ଟା ବେଳେ ତେଲନଦୀ ବ୍ରିଜ ଉପରେ ସେମାନଙ୍କ ସ୍କୁଟି ଓ […]

bolangiri

bolangiri

Niharika Rout
  • Published: Friday, 16 October 2020
  • Updated: 16 October 2020, 09:31 AM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ତୁଷୁରା ଅଞ୍ଚଳରେ ତେଲନଦୀ ବ୍ରିଜରୁ ଗତକାଲିଠୁ ନିଖୋଜ ୨ ଭଉଣୀଙ୍କର  ଏଯାଏଁ ପତ୍ତା ମିଳିନି । ତେବେ ସେମାନଙ୍କ ପରିଚୟ ମିଳିଛି । ନିଖୋଜ ଦୁଇ ଭଉଣୀ ହେଲେ ଅନମୋଲ ଅଗ୍ରଓ୍ୱାଲ ଓ ଆଞ୍ଚଲ ଅଗ୍ରଓ୍ୱାଲ।

ଗତକାଲି ପୂର୍ବାହ୍ନ ୧୧ଟା ବେଳେ ତୁଷୁରା ସହର ବୁଲିବାକୁ ଯାଉଛୁ କହି ଦୁଇ ଭଉଣୀ ଘରୁ ସ୍କୁଟିରେ ଘରୁ ବାହାରିଥିଲେ । ତେବେ ଦିନ ୧୨ଟା ବେଳେ ତେଲନଦୀ ବ୍ରିଜ ଉପରେ ସେମାନଙ୍କ ସ୍କୁଟି ଓ ଦୁଇହଳ ଚପଲ ଦେଖିବାକୁ ମିଳିଥିଲା । ଦୁଇ ଭଉଣୀ  ନଦୀକୁ ଡେଇଁ ପଡ଼ିଥିବା ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବିଭାଗ କାଲିଠୁ ଖୋଜାଖୋଜି ଚଳାଇଛନ୍ତି । ସର୍ଚ୍ଚ ଅପରେସନରେ ଓଡ୍ରାଫ ଟିମ ମଧ୍ୟ ସାମିଲ ହୋଇଛି ।

ନଦୀର ୨୦ କିଲୋମିଟର ଅଞ୍ଚଳକୁ ଯାଞ୍ଚ କରାଗଲାଣି । ତଥାପି ଦୁଇ ଜଣଙ୍କ ପତ୍ତା ମିଳିନି । ତେବେ ପୁଲିସ୍‌  କୌଣସି ପ୍ରତ୍ୟକ୍ଷଦର୍ଶୀ ପାଉନଥିବାରୁ ଦୁଇ ଭଉଣୀ ନଦୀକୁ ଡେଇଁଛନ୍ତି ନା ଅନ୍ୟ କୌଣସି ଅଘଟଣ ଘଟିଛି ତାକୁ ନେଇ ସନ୍ଦେହ ଉପୁଜୁଛି । ତେଣୁ ଘଟଣା ଏବେ ବି ସଂଦେହ ଘେରରେ ରହିଛି ।  ତୁଷୁରା ପୁଲିସ୍‌ ଘଟଣାର ଖୋଳତାଡ଼ ଚଳାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story