ଡିଆଇଜିଙ୍କ ସହ ଚାଷୀଙ୍କ ଆଲୋଚନା ବିଫଳ

ବରଗଡ଼(ଦୀପକ ଶର୍ମା): ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରି ବରଗଡ଼ ଜିଲ୍ଲାରେ ଚାଷୀଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ଏହି ବ୍ୟବସ୍ଥା ପ୍ରତ୍ୟାହାର ଜିଦ୍‌ରେ ଅଟଳ ଚାଷୀଙ୍କ ସହ ଉତ୍ତରାଞ୍ଚଳ ଡିଆଇଜିଙ୍କ ବୈଠକ ଫେଲ୍ ହୋଇଛି। ତେବେ ଚାଷୀଙ୍କୁ ବୁଝାସୁଝା କରିବା ପାଇଁ ଗତକାଲି ସନ୍ଧ୍ୟାରେ ଅତାବିରା ଥାନାରେ ଏକ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ଏଥିରେ ପୁଲିସ୍‌, ପ୍ରଶାସନ ଓ ଚାଷୀ ସାମିଲ ହୋଇଥିଲେ। ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍‌, ବରଗଡ଼ […]

baragada

baragada

Jyoshna Pradhan
  • Published: Thursday, 21 November 2019
  • Updated: 21 November 2019, 08:12 AM IST

Sports

Latest News

ବରଗଡ଼(ଦୀପକ ଶର୍ମା): ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରି ବରଗଡ଼ ଜିଲ୍ଲାରେ ଚାଷୀଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ଏହି ବ୍ୟବସ୍ଥା ପ୍ରତ୍ୟାହାର ଜିଦ୍‌ରେ ଅଟଳ ଚାଷୀଙ୍କ ସହ ଉତ୍ତରାଞ୍ଚଳ ଡିଆଇଜିଙ୍କ ବୈଠକ ଫେଲ୍ ହୋଇଛି। ତେବେ ଚାଷୀଙ୍କୁ ବୁଝାସୁଝା କରିବା ପାଇଁ ଗତକାଲି ସନ୍ଧ୍ୟାରେ ଅତାବିରା ଥାନାରେ ଏକ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ଏଥିରେ ପୁଲିସ୍‌, ପ୍ରଶାସନ ଓ ଚାଷୀ ସାମିଲ ହୋଇଥିଲେ।

ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍‌, ବରଗଡ଼ ଏସ୍‌ପି, ଜିଲ୍ଲାପାଳ, ଯୋଗାଣ ଅଧିକାରୀ ତଥା ଅନ୍ୟାନ୍ୟ ଅଧିକାରୀ ଏବଂ ଚାଷୀ, ଚାଷୀ ନେତା ଉପସ୍ଥିତ ରହି ବିଳମ୍ୱିତ ରାତି ପର୍ଯ୍ୟନ୍ତ ଆଲୋଚନାରେ ସାମିଲ ହୋଇଥିଲେ । ହେଲେ ଏହି ବୈଠକରେ ଚାଷୀମାନେ ଟୋକନ ବ୍ୟବସ୍ଥାକୁ ବିରୋଧ  କରିବା ସହ ଏହାଉଚ୍ଛେଦ ନ ହେବା ଯାଏ  ଆନ୍ଦୋଳନ ବଳବତ୍ତର ରହିବ ବୋଲି ଜିଦ୍‌ରେ ଅଡ଼ି ବସିଥିଲେ । ଯାହା ଫଳରେ ଆଲୋଚନା ମଧ୍ୟ ବିଫଳ ହୋଇଥିଲା।

ସୂଚନାଯୋଗ୍ୟ, ଟୋକନକୁ ବିରୋଧ କରି ଗତକାଲି ଅତାବିରା ଏବଂ ଭେଡେନ୍‌ଠାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story