ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରି ବନ୍ଧା ହେଲେ ଥାନା ଗାଡ଼ି ଚାଳକ!

କରଞ୍ଜିଆ (ସତ୍ୟବ୍ରତ ବେହେରା): ଖାକିରେ ଲାଗିଲା କଳଙ୍କ! ରକ୍ଷକ ସାଜିଲା ଭକ୍ଷକ। ଥାନା ଗାଡ଼ି ଚାଳକ ହୋଇ ନିଜ ବିଭାଗର ଜଣେ କନ୍‌ଷ୍ଟେବଳଙ୍କ ଭିନ୍ନକ୍ଷମ ଝିଅଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ। ଏନେଇ ଠାକୁରମୁଣ୍ଡା ଥାନାରେ ପୀଡ଼ିତାଙ୍କ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ଥାନା ଗାଡ଼ି ଚାଳକଙ୍କୁ ଗିରଫ କରିଛି। ଠାକୁରମୁଣ୍ଡା ଥାନାରେ କାର୍ଯ୍ୟରତ କନ୍‌ଷ୍ଟେବଳଙ୍କର କିଛି ମାସ ତଳେ ବାରିପଦାକୁ ବଦଳି ହୋଇଥିଲା। ମାତ୍ର ତାଙ୍କ ପରିବାର ଠାକୁରମୁଣ୍ଡା ଥାନା ପରିସରରେ ଥିବା […]

baripada-police

baripada-police

Manoranjan Sial
  • Published: Friday, 05 June 2020
  • Updated: 05 June 2020, 10:20 PM IST

କରଞ୍ଜିଆ (ସତ୍ୟବ୍ରତ ବେହେରା): ଖାକିରେ ଲାଗିଲା କଳଙ୍କ! ରକ୍ଷକ ସାଜିଲା ଭକ୍ଷକ। ଥାନା ଗାଡ଼ି ଚାଳକ ହୋଇ ନିଜ ବିଭାଗର ଜଣେ କନ୍‌ଷ୍ଟେବଳଙ୍କ ଭିନ୍ନକ୍ଷମ ଝିଅଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ। ଏନେଇ ଠାକୁରମୁଣ୍ଡା ଥାନାରେ ପୀଡ଼ିତାଙ୍କ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ଥାନା ଗାଡ଼ି ଚାଳକଙ୍କୁ ଗିରଫ କରିଛି।

ଠାକୁରମୁଣ୍ଡା ଥାନାରେ କାର୍ଯ୍ୟରତ କନ୍‌ଷ୍ଟେବଳଙ୍କର କିଛି ମାସ ତଳେ ବାରିପଦାକୁ ବଦଳି ହୋଇଥିଲା। ମାତ୍ର ତାଙ୍କ ପରିବାର ଠାକୁରମୁଣ୍ଡା ଥାନା ପରିସରରେ ଥିବା କ୍ୱାର୍ଟର୍ସ ରହୁଥିଲେ। ଗତ ୧ ତାରିଖରେ କନଷ୍ଟେବଳଙ୍କ ସ୍ତ୍ରୀ କୌଣସି କାମରେ ଯଶୀପୁର ସ୍ଥିତ ନିଜ ଗାଁକୁ ଯାଇଥିଲେ। କ୍ୱାର୍ଟର୍ସରେ ତାଙ୍କର ଭିନ୍ନକ୍ଷମ ଝିଅ ଏକୁଟିଆ ରହୁଥିଲେ। ଏହାର ସୁଯୋଗ ନେଇ ଠାକୁରମୁଣ୍ଡା ଥାନାର ଗାଡ଼ି ଚାଳକ ଆଜାର ଉଦ୍ଦିନ୍‌ ଖାନ ବିଳମ୍ୱିତ ରାତିରେ କ୍ୱାର୍ଟର୍ସ ଭିତରେ ପଶି ତାଙ୍କ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ଗତକାଲି ରାତିରେ ଏନେଇ ପୀଡ଼ିତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ନଂ. ୫୪/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ପୁଲିସ ଅଭିଯୁକ୍ତ ଥାନା ଗାଡ଼ି ଚାଳକକୁ ଗିରଫ କରିଛି। ଅନ୍ୟପକ୍ଷରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story