ରାଜଧାନୀରେ ଲୁଟେରାଙ୍କୁ କାବୁ କରି ପୁରସ୍କୃତ ହେଲେ ସୁବ୍ରତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ‘ଭାଗବତ ସନ୍ଧାନ’ ଅଞ୍ଚଳରେ ଲୁଟେରାଙ୍କୁ ସାହସର ସହ କାବୁ କରିଥିବା ସୁବ୍ରତ ଓଝାଙ୍କୁ ପୁଲିସ କମିଶନର ସମ୍ମାନିତ କରିଛନ୍ତି। ଲୁଟେରା ଖସି ପଳାଉଥିବା ବେଳେ ସୁବ୍ରତ ତାଙ୍କ ବାଇକ ପଛପଟକୁ ଧରି ପକାଇଥିଲେ। ତାଙ୍କୁ ୫୦ ମିଟର ପର୍ଯ୍ୟନ୍ତ ବାଇକରେ ଲୁଟେରା ଘୋଷାଡ଼ି ନେଇଥିଲେ ମଧ୍ୟ ସୁବ୍ରତ ଲୁଟେରାଙ୍କୁ ଛାଡ଼ିନଥିଲେ। ଶେଷରେ ଧରା ପଡ଼ି ଯାଇଥିଲେ ଲୁଟେରା। ସାହସର ସହ ଲୁଟେରାଙ୍କୁ କାବୁ କରିଥିବାରୁ ସୁବ୍ରତଙ୍କୁ ପୁଲିସ କମିଶନରଙ୍କ […]

bbsr

bbsr

Manoranjan Sial
  • Published: Friday, 16 August 2019
  • Updated: 16 August 2019, 07:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା 'ଭାଗବତ ସନ୍ଧାନ' ଅଞ୍ଚଳରେ ଲୁଟେରାଙ୍କୁ ସାହସର ସହ କାବୁ କରିଥିବା ସୁବ୍ରତ ଓଝାଙ୍କୁ ପୁଲିସ କମିଶନର ସମ୍ମାନିତ କରିଛନ୍ତି। ଲୁଟେରା ଖସି ପଳାଉଥିବା ବେଳେ ସୁବ୍ରତ ତାଙ୍କ ବାଇକ ପଛପଟକୁ ଧରି ପକାଇଥିଲେ। ତାଙ୍କୁ ୫୦ ମିଟର ପର୍ଯ୍ୟନ୍ତ ବାଇକରେ ଲୁଟେରା ଘୋଷାଡ଼ି ନେଇଥିଲେ ମଧ୍ୟ ସୁବ୍ରତ ଲୁଟେରାଙ୍କୁ ଛାଡ଼ିନଥିଲେ। ଶେଷରେ ଧରା ପଡ଼ି ଯାଇଥିଲେ ଲୁଟେରା। ସାହସର ସହ ଲୁଟେରାଙ୍କୁ କାବୁ କରିଥିବାରୁ ସୁବ୍ରତଙ୍କୁ ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ମାନପତ୍ର ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। ସେପଟେ ପୁରସ୍କାର ବାବଦକୁ ମିଳିଥିବା ଅର୍ଥ ୨ ହଜାର ୫ଶହ ଟଙ୍କାକୁ ସୁବ୍ରତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି।

ଦୁଇ ଦିନ ତଳେ ଅଟୋରେ ଯାଉଥିବା ବେଳେ ତିନିଜଣ ଦୁର୍ବୃତ୍ତଙ୍କ ଭିତରୁ ଜଣେ ସୁବ୍ରତଙ୍କ ମା'ଙ୍କର ସୁନା ଚେନ ଲୁଟ କରିଥିଲା। ପରେ ତିନିଜଣ ଲୁଟେରା ବାଇକରେ ଖସିବାକୁ ଉଦ୍ୟମ କରୁଥିବାବେଳେ, ଅଟୋ ଭିତରୁ ସୁବ୍ରତ ଡେଇଁ ପଡି ଲୁଟେରାଙ୍କୁ ଗୋଡ଼ାଇ ଧରିଥିଲେ। ଫଳରେ ଦୁଇ ଲୁଟେରା ଧରା ପଡ଼ିଥିଲେ। ଏମାନଙ୍କ ନାଁରେ ୧୭ରୁ ଅଧିକ ଲୁଟ ଓ ରାହାଜାନି ମାମଲା ରହିଛି। ଗିରଫ ଜଣେ ଅଭିଯୁକ୍ତ ଶୁଭଙ୍କର କଟକ ପୁଲିସ ପାଇଁ ଜଣେ 'ଓ୍ୱାଣ୍ଟେଡ' ଅପରାଧୀ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story