ଭିଜିଲାନ୍ସ ଜାଲରେ ପୁଲିସ୍‌ ବାବୁ, ବାହାରୁଛି ପୁଳା ପୁଳା ଟଙ୍କା

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନାଧିକାରୀ ବିନୋଦ ବିହାରୀ ନାୟକ । ଯେଉଁଠି ହାତ ମାରିଲେ ବାହାରୁଛି ପୁଳା ପୁଳା ଟଙ୍କା । ସୂଚନାଯୋଗ୍ୟ, ଦୀର୍ଘ ଦିନ ହେଲା ଭିଜିଲାନ୍ସ ସ୍କାନରରେ ଥିଲେ ବଙ୍ଗୋମୁଣ୍ଡା ଥାନାଧିକାରୀ । ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗିର ଭିଜିଲାନ୍ସ ଅଧିକାରୀଙ୍କୁ ନେଇ ଗଠିତ୍‌ ସ୍ୱତନ୍ତ୍ର ଟିମ୍‌ ଦୀର୍ଘ ଦିନ ହେଲାଣି ତାଙ୍କ ଉପରେ ନଜର ରଖିଥିଲା। ଗତକାଲି  ବିନୋଦ ବିହାରୀ କାର୍‌ରେ ନିଜ ଘରକୁ ଯାଉଥିବା ବେଳେ […]

raid

raid

Niharika Rout
  • Published: Wednesday, 01 December 2021
  • Updated: 01 December 2021, 11:29 AM IST

Sports

Latest News

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନାଧିକାରୀ ବିନୋଦ ବିହାରୀ ନାୟକ । ଯେଉଁଠି ହାତ ମାରିଲେ ବାହାରୁଛି ପୁଳା ପୁଳା ଟଙ୍କା ।

ସୂଚନାଯୋଗ୍ୟ, ଦୀର୍ଘ ଦିନ ହେଲା ଭିଜିଲାନ୍ସ ସ୍କାନରରେ ଥିଲେ ବଙ୍ଗୋମୁଣ୍ଡା ଥାନାଧିକାରୀ । ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗିର ଭିଜିଲାନ୍ସ ଅଧିକାରୀଙ୍କୁ ନେଇ ଗଠିତ୍‌ ସ୍ୱତନ୍ତ୍ର ଟିମ୍‌ ଦୀର୍ଘ ଦିନ ହେଲାଣି ତାଙ୍କ ଉପରେ ନଜର ରଖିଥିଲା। ଗତକାଲି  ବିନୋଦ ବିହାରୀ କାର୍‌ରେ ନିଜ ଘରକୁ ଯାଉଥିବା ବେଳେ  ଭିଜିଲାନ୍ସ ଟିମ୍‌ ତାଙ୍କୁ ଅଟକାଇଥିଲା। ଏହାପରେ ବରଗଡ ଟୋଲଗେଟ ନିକଟରେ ତାଙ୍କୁ ଅଟକାଇଥିଲେ ଅଧିକାରୀ।

କାର୍‌ ଯାଞ୍ଚ ସମୟରେ ସିଟ୍‌ ତଳୁ ବାହାରିଥିଲା ୨ ଲକ୍ଷ, ୬ ହଜାର ୨୦ ଟଙ୍କା । ବିନୋଦ ବିହାରୀ ଉକ୍ତ ଟଙ୍କା ଧରି ନିଜ ଗାଁକୁ ଯାଉଥିଲେ। ହେଲେ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ ସେ ନେଇ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଏହାପରେ ତାଙ୍କୁ ସମ୍ବଲପୁର ଭିଜିଲାନ୍ସ କାର୍ଯ୍ୟାଳୟ ନିଆଯାଇ ସେଠାରେ ପଚରାଉଚରା କରାଯାଇଛି।

ଗତ ରାତିରେ ଭିଜିଲାନ୍ସର ଏକ ଟିମ୍‌  ବଂଗୋମୁଣ୍ଡା ଥାନା ନିକଟରେ ଥିବା ବିନୋଦ ବିହାରୀଙ୍କ କ୍ୱାର୍ଟର୍ସରେ ଚଢଉ ଜାରୀ କରିଥିଲା । ରାତି ସାରା ଚଢ଼ାଉ ଜାରି ରହିଥିବା ବେଳେ ସେଠାରୁ ୩ ଲକ୍ଷ ୮୦ ହଜାର ୯ ଶହ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି ।

ଜଣେ ଥାନା ଅଧିକାରୀଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ମିଲିବା ଘଟଣା ରାଜ୍ୟ ସରକାରଙ୍କ  ଫାଇଭ ଟି ଉପରେ ସନ୍ଦେହ ସୃଷ୍ଟି କରୁଛି ।  ବଂଗୋମୁଣ୍ଡା ଏକ ଦାଦନ ପ୍ରବଣ ଅଂଚଳ ହୋଇଥିବାରୁ, ଦାଦନ ଚାଲାଣ ରେ ସଂପୃକ୍ତ ରହି ଥାନା ଅଧିକାରୀ ଲକ୍ଷ ଲକ୍ଷ କଳା ଟଙ୍କା ରଖିଥିବା ଅନୂମାନ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story