ଭିଡ଼ ନିୟନ୍ତ୍ରଣ ଆଳରେ ମହିଳା ଭକ୍ତଙ୍କୁ ଅସଦାଚରଣ; ଭିଡିଓ ଭାଇରାଲ

ପୁରୀ(ମଧୁସୂଦନ ମିଶ୍ର): ପୁରୀ ସିଂହଦ୍ୱାର ସମ୍ମୁଖରେ ଭିଡ଼ ନିୟନ୍ତ୍ରଣ ଆଳରେ କିଛି ମହିଳା ଭକ୍ତଙ୍କୁ ପୁଲିସ୍‌ ଅସଦାଚରଣ କରୁଥିବା ନେଇ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ପୁଲିସ୍‌ ଜଣେ ମହିଳାଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିବା ସହ ଠେଲି ଦେଇ ତଳେ ଗଡ଼ାଇ ଦେଉଥିବା ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ଦର୍ଶନ ଲାଗି ଧାଡ଼ିରେ ଥିବା କିଛି ମହିଳା ଆଗକୁ ବଢିବାକୁ ଉଦ୍ୟମ କରୁଥିଲେ। ଉକ୍ତ ସମୟରେ ସେଠାରେ ପୁରୁଷ ଓ ମହିଳା ପୁଲିସ୍‌ ଅଧିକାରୀ ଓ […]

puri-1

puri-1

Jyoshna Pradhan
  • Published: Saturday, 23 November 2019
  • Updated: 23 November 2019, 01:54 PM IST

ପୁରୀ(ମଧୁସୂଦନ ମିଶ୍ର): ପୁରୀ ସିଂହଦ୍ୱାର ସମ୍ମୁଖରେ ଭିଡ଼ ନିୟନ୍ତ୍ରଣ ଆଳରେ କିଛି ମହିଳା ଭକ୍ତଙ୍କୁ ପୁଲିସ୍‌ ଅସଦାଚରଣ କରୁଥିବା ନେଇ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ପୁଲିସ୍‌ ଜଣେ ମହିଳାଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିବା ସହ ଠେଲି ଦେଇ ତଳେ ଗଡ଼ାଇ ଦେଉଥିବା ଦେଖିବାକୁ ମିଳିଛି।

ମହାପ୍ରଭୁଙ୍କ ଦର୍ଶନ ଲାଗି ଧାଡ଼ିରେ ଥିବା କିଛି ମହିଳା ଆଗକୁ ବଢିବାକୁ ଉଦ୍ୟମ କରୁଥିଲେ। ଉକ୍ତ ସମୟରେ ସେଠାରେ ପୁରୁଷ ଓ ମହିଳା ପୁଲିସ୍‌ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । କିନ୍ତୁ ମହିଳା ପୁଲିସ୍‌ଙ୍କ ଉପସ୍ଥିତି ସତ୍ତ୍ୱେ ପୁରୁଷ ପୁଲିସ୍‌ ମହିଳା ଭକ୍ତଙ୍କୁ ଦୁର୍ବ୍ୟବହାର କରୁଥିବା ସ୍ପଷ୍ଟ ଜଣାପଡ଼ୁଛି। ଏହି ଭିଡିଓ କେବେ ସୁଟ୍‌ ହୋଇଥିଲା ଜଣା ପଡ଼ି ନ ଥିଲେ ମଧ୍ୟ ଏହା ଭାଇରାଲ ହେବା ପରେ ସୋଶାଲ୍‌ ମିଡିଆରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story