ଚୋରି କରି ଦାମୀ କାର୍‌ ବିକୁଥିଲେ ଲୁଟେରା, ଗ୍ରାହକ ସାଜି ଧରିଲା ପୁଲିସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚୋରି ହୋଇଥିବା ଦାମୀ କାର୍‌ ବିକ୍ରି କରୁଥିବା ଲୁଟେରା ଗ୍ୟାଙ୍ଗର ସଦସ୍ୟ ଶେଷରେ ଧରାପଡ଼ିଛନ୍ତି। ଛଦ୍ମଵେଶରେ ଗ୍ରାହକ ସାଜି କମିଶନରେଟ ପୁଲିସର ଏକ ଦଳ ଏହି ଗ୍ୟାଙ୍ଗକୁ ଧରିଛନ୍ତି। ଆଜି ଏଭଳି ଘଟଣାର ପର୍ଦ୍ଦାଫାସ କରିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ। ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିବା ସହିତ ଦାମୀ କାର୍‌ ଜବତ କରିଛି। ପୂରା ଘଟଣା ଏମିତି। ଗିରଫ ଅଭିଯୁକ୍ତମାନେ ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି, ଏୟାରପୋର୍ଟ ଓ ଏୟାରପୋର୍ଟ ଥାନା […]

looot

looot

Manoranjan Sial
  • Published: Tuesday, 16 July 2019
  • Updated: 16 July 2019, 08:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚୋରି ହୋଇଥିବା ଦାମୀ କାର୍‌ ବିକ୍ରି କରୁଥିବା ଲୁଟେରା ଗ୍ୟାଙ୍ଗର ସଦସ୍ୟ ଶେଷରେ ଧରାପଡ଼ିଛନ୍ତି। ଛଦ୍ମଵେଶରେ ଗ୍ରାହକ ସାଜି କମିଶନରେଟ ପୁଲିସର ଏକ ଦଳ ଏହି ଗ୍ୟାଙ୍ଗକୁ ଧରିଛନ୍ତି। ଆଜି ଏଭଳି ଘଟଣାର ପର୍ଦ୍ଦାଫାସ କରିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ। ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିବା ସହିତ ଦାମୀ କାର୍‌ ଜବତ କରିଛି।

ପୂରା ଘଟଣା ଏମିତି। ଗିରଫ ଅଭିଯୁକ୍ତମାନେ ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି, ଏୟାରପୋର୍ଟ ଓ ଏୟାରପୋର୍ଟ ଥାନା ଅଧୀନ ଅଞ୍ଚଳରେ ସକ୍ରିୟ ଥିଲେ। ନିଜର ସୁରକ୍ଷା ପାଇଁ ସେମାନେ ଧରୁଥିଲେ ଗୁଳିଭର୍ତ୍ତି ମାଉଜର। ଏମାନଙ୍କ କାମ ହେଲା ମାରଣାସ୍ତ୍ର ଦେଖାଇ ଲୁଟ୍‌ କରିବା ଆଉ ଲୁଟ୍‌ ସାମଗ୍ରୀକୁ ବିକ୍ରି କରି ଅୟସ୍‌ କରିବା। ଲୁଟୁଥିବା ଦାମୀ ଗାଡ଼ି ଗୁଡ଼ିକୁ ଅଧା ଦାମରେ ବିକ୍ରି କରୁଥିଲେ। ଏହା ଉପରେ କମିଶନରେଟ୍‌ ପୁଲିସ ଦୀର୍ଘ ଦିନରୁ ନଜର ରଖିଥିଲା ଏବଂ ସେମାନଙ୍କୁ ଧରିବା ପାଇଁ ଜାଲ ମଧ୍ୟ ବିଛାଇ ଥିଲା।

ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ୪୦ ଲକ୍ଷ ଟଙ୍କାର ଗୋଟିଏ କାରକୁ ବିକ୍ରି କରିବା ପାଇଁ ଯୋଜନା କରୁଥିଲେ। ଏ ସମ୍ପର୍କରେ ପୁଲିସ ଖବର ପାଇ ସେମାନଙ୍କୁ ଧରିବାପାଇଁ ଗ୍ରାହକ ସାଜି ସେମାନଙ୍କ ପାଖକୁ ଯାଇଥିଲା। ଦେଢ଼ ଲକ୍ଷ ଟଙ୍କାରେ ମୂଲ୍‌ ଚାଲ ଛିଡ଼ି ଥିଲା। ଆଉ ତା’ପରେ ପୂରା ଗ୍ୟାଙ୍ଗକୁ ପୁଲିସ ଧରିଥିଲା। ଗଣେଶ ପୂର୍ତ୍ତି, ଶେଖ ସଦ୍ଦାମ ହୁସେନ୍‌ ଓ ପ୍ରଦୀପ ସାହୁଙ୍କ ସହ ରିସିଭର ବଳରାମ ନାୟକଙ୍କୁ ଗିରଫ କରିବା ସହିତ ପୁଲିସ ସେମାନଙ୍କ ନିକଟରୁ ୬୦ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି। ଯେଉଁଥିରେ ରହିଛି ଦାମୀ ଏନଡେଭର କାର୍‌ ସହ ଆଉ ଏକ କାର। ଏହାସହ ୬ଟି ଦାମୀ ବାଇକ, ୬ଟି ଏଲ୍‌ଇଡି ମନିଟର, ୧୫୦ ଗ୍ରାମର ସୁନା। ଏହାଛଡ଼ା ଏକ ଲୋଡେଡ ମାଉଜର ମଧ୍ୟ ଜବତ ହୋଇଛି। ଯାହାର ଦାମ୍‌ ୩୦ ହଜାର ଟଙ୍କା ହେବ।

ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି-“ଗିରଫ ୪ ଜଣଙ୍କ ମଧ୍ୟରୁ ଗଣେଶ ପୂର୍ତ୍ତି ପେସାଦାର ଚୋର। ଏହି ଗ୍ୟାଙ୍ଗରେ ୧୨ରୁ ଅଧିକ ଚୋର ସାମିଲ ଅଛନ୍ତି। ସମସ୍ତଙ୍କୁ ଗିରଫ ପାଇଁ ଉଦ୍ୟମ ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story