ପ୍ରେମିକାକୁ ଦେଖା କରିବାକୁ ଆସୁଥିବା ବେଳେ ପୁଲିସ୍‌ କଲା ଏନ୍‌କାଉଣ୍ଟର୍‌

କଟକ (ଓଡ଼ିଶା ରିପୋର୍ଟର): ହିନ୍ଦୀ ଫିଲ୍ମ ‘ଧୂମ୍‌’ ଷ୍ଟାଇଲ୍‌ରେ ପୁଲିସ୍‌କୁ ଚକମା ଦେଇ କାର୍‌ ଚୋରି କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ପାତ୍ର ଶେଷରେ ଜାଲରେ ପଡ଼ିଛି। ଗତକାଲି ପ୍ରେମିକାକୁ ଦେଖା କରିବା ପାଇଁ କଟକ ଆସୁଥିବା ବେଳେ କମିଶନରେଟ୍‌ ପୁଲିସ୍‌ ତାକୁ ଏନ୍‌କାଉଣ୍ଟର କରିଥିଲା। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ତା’ଠାରୁ ପୁଲିସ୍‌ ବହୁତ ମାରଣାସ୍ତ୍ର ଜବତ କରିଛି। ବେଶ୍‌ ସାଦାସିଧା ଦେଖାଯାଉଥିବା ମନୋଜ ପାତ୍ର ଓରଫ୍ ଅମିତ୍‌ ନିଜକୁ ଜଣେ କାର୍‌ […]

cuttack.jpg-loot

cuttack.jpg-loot

Manoranjan Sial
  • Published: Thursday, 22 August 2019
  • Updated: 22 August 2019, 08:48 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ହିନ୍ଦୀ ଫିଲ୍ମ ‘ଧୂମ୍‌’ ଷ୍ଟାଇଲ୍‌ରେ ପୁଲିସ୍‌କୁ ଚକମା ଦେଇ କାର୍‌ ଚୋରି କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ପାତ୍ର ଶେଷରେ ଜାଲରେ ପଡ଼ିଛି। ଗତକାଲି ପ୍ରେମିକାକୁ ଦେଖା କରିବା ପାଇଁ କଟକ ଆସୁଥିବା ବେଳେ କମିଶନରେଟ୍‌ ପୁଲିସ୍‌ ତାକୁ ଏନ୍‌କାଉଣ୍ଟର କରିଥିଲା। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ତା’ଠାରୁ ପୁଲିସ୍‌ ବହୁତ ମାରଣାସ୍ତ୍ର ଜବତ କରିଛି।

ବେଶ୍‌ ସାଦାସିଧା ଦେଖାଯାଉଥିବା ମନୋଜ ପାତ୍ର ଓରଫ୍ ଅମିତ୍‌ ନିଜକୁ ଜଣେ କାର୍‌ ଡ୍ରାଇଭର ପରିଚୟ ଦେଇ ମାଲିକଙ୍କ ମନରେ ବିଶ୍ୱାସ ଜମାଏ। ପରେ ସୁଯୋଗ ଦେଖି କାର ସହ ଟଙ୍କା, ଗହଣା ଓ ଦାମୀ ଜିନିଷ ଧରି ଫେରାର ହୋଇଯାଏ। ତେବେ ଏ କାମରେ ସେ ଏକା ନଥାଏ। ତାର ଏକ ଗ୍ୟାଙ୍ଗ୍ ଅଛି। ଲୁଟ୍‌ ପାଇଁ ଡେଟ୍‌, ଟାଇମ୍‌ ଓ ସ୍ପଟ୍‌ ଫାଇନାଲ୍‌ ହେବା ପରେ ସେ ଗ୍ୟାଙ୍ଗକୁ ଡାକେ। ଏମିତି କରି ଗତ ୧୦ ବର୍ଷରେ ସେ ଓ ତା’ ଗ୍ୟାଙ୍ଗ୍ ୬୦ରୁ ଅଧିକ କାର୍ ଲୁଟ୍‌ କରିଛନ୍ତି। ହେଲେ ସବୁଦିନେ ସମାନ ଯାଏନି। ଗତ ଜୁନ୍ ୨୮ ତାରିଖରେ କଟକର ଜଗତପୁର ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଡ୍ରାଇଭର ରହିବା ଆଳରେ ତାଙ୍କ ଘରୁ ଲୁଟ୍‌ପାଟ୍ କରି ଫେରାର ମାରିବା ବେଳେ ତା’ର ପୂରା କଳା କାରନାମା ସିସିଟିଭିରେ କଏଦ ହୋଇଯାଇଥିଲା। ଏହାକୁ ଆଧାର କରି ପୁଲିସ୍‌ ତାକୁ ଗିରଫ କରିବା ପାଇଁ ଖୋଜୁଥିଲା। ଆଉ ଗତକାଲି ତାକୁ ଧରିବାରେ ପୁଲିସ୍ ସଫଳ ହୋଇଥିଲା।

ମନୋଜର ପ୍ରକୃତ ଘର ନିଶ୍ଚିନ୍ତକୋଇଲି ଅଞ୍ଚଳରେ। ସେ ଟୁଇନ୍ ସିଟି(କଟକ-ଭୁବନେଶ୍ୱର) ଓ ପୁରୀ ଅଞ୍ଚଳରେ ଲୁଟ୍‌ପାଟ୍ ଚଲାଇଥିଲା। ଗତକାଲି ସେ ନିଜ ପ୍ରେମିକାକୁ ଦେଖା କରିବା ପାଇଁ କଟକ ଆସୁଥିଲା। କଟକ ଆସିବା ପୂର୍ବରୁ ସେ ମୋବାଇଲ୍‌ରେ ତା’ ପ୍ରେମିକାକୁ ଫୋନ୍‌ କରି ଜଣାଇଥିଲା। ଆଉ ପୁଲିସ ତା’ର ଫୋନ୍‌ କଲ୍‌କୁ ଟ୍ରାକ୍‌ କରି ଜଗତପୁର ଥାନା ଅଞ୍ଚଳରେ ଜଗି ରହିଥିଲା। ମନୋଜ ଆସୁଥିବା ଦେଖି ପୁଲିସ ଏନ୍‌କାଉଣ୍ଟର୍‌ କରିଥିଲା। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ୍‌ ଅମିତଠାରୁ ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଗୁଳି, ୪ଟି କ୍ୟାଟ୍ରିଜ୍ ଓ ଗୋଟିଏ କାର୍ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story