ଓଲଟି ପଡ଼ିଲା ବୋଲେରୋ, ଭିତରୁ ମିଳିଲା ଦୁଇ ବସ୍ତା ଗଞ୍ଜେଇ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର-ଟିଟିଲାଗଡ ରାସ୍ତାର ଦେଓଗାଁ ବଙ୍ଗଳା ଛକ ନିକଟରେ ଥିବା ସୋନଗଡ଼ ବ୍ରିଜରେ ଏକ ବୋଲେରୋ ଓଲଟି ପଡ଼ିଥିଲା। ଆଜି ସକାଳେ ଦେଓଗାଁ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଡ୍ରାଇଭର ସହିତ ଅନ୍ୟମାନେ ଫେରାର ହୋଇ ଯାଇଥିଲେ। ପୁଲିସ ବୋଲେରୋ ଭିତରୁ ଦୁଇଟି ବସ୍ତାରେ ଥିବା ଗଞ୍ଜେଇ ଉଦ୍ଧାର କରିଥିଲା। ଯାହାର ଓଜନ ୭୫ କିଲୋଗ୍ରାମ ହେବ। ମାତ୍ର ଏହି ଗଞ୍ଜେଇ କେଉଁଠୁ ଆସୁଥିଲା ଓ କେଉଁଠିକି ଯାଉଥିଲା, […]

accident

accident

Manoranjan Sial
  • Published: Friday, 17 May 2019
  • Updated: 17 May 2019, 05:31 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର-ଟିଟିଲାଗଡ ରାସ୍ତାର ଦେଓଗାଁ ବଙ୍ଗଳା ଛକ ନିକଟରେ ଥିବା ସୋନଗଡ଼ ବ୍ରିଜରେ ଏକ ବୋଲେରୋ ଓଲଟି ପଡ଼ିଥିଲା। ଆଜି ସକାଳେ ଦେଓଗାଁ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଡ୍ରାଇଭର ସହିତ ଅନ୍ୟମାନେ ଫେରାର ହୋଇ ଯାଇଥିଲେ। ପୁଲିସ ବୋଲେରୋ ଭିତରୁ ଦୁଇଟି ବସ୍ତାରେ ଥିବା ଗଞ୍ଜେଇ ଉଦ୍ଧାର କରିଥିଲା। ଯାହାର ଓଜନ ୭୫ କିଲୋଗ୍ରାମ ହେବ। ମାତ୍ର ଏହି ଗଞ୍ଜେଇ କେଉଁଠୁ ଆସୁଥିଲା ଓ କେଉଁଠିକି ଯାଉଥିଲା, ତାହା ଜଣାପଡ଼ିନି। ଗାଡ଼ି ନମ୍ବରରୁ ଗାଡିଟି ବରଗଡ ଜିଲ୍ଲାର ବୋଲି ଜଣାପଡିଛି।

ପୁଲିସ ଗଞ୍ଜେଇ ଓ ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଗାଡ଼ି ମାଲିକଙ୍କ ପରିଚୟ ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story