ନିଜ ସ୍ତ୍ରୀ ପଳାଇଗଲା, ପର ସ୍ତ୍ରୀକୁ ଆଣି ମାରିଦେଲା!

ବାରିପଦା (ମାଣିକଲାଲ୍‌ ପାଣି): ନିଜ ସ୍ତ୍ରୀ ଅନ୍ୟ ଜଣଙ୍କ ସହିତ ପଳାଇଗଲା ପରେ ଆଉ ଜଣଙ୍କ ସ୍ତ୍ରୀ ଓ ତାଙ୍କର ଦୁଇ ଛୁଆଙ୍କୁ ଘରକୁ ଆଣିଥିଲେ ଜେନା ଭକ୍ତା। ହେଲେ ତାଙ୍କ ସହିତ ବେଶୀଦିନ ସଂସାର କରିପାରିନଥିଲେ। ଅଗଷ୍ଟ ୨୫ ତାରିଖ ରବିବାର ରାତିରେ ତାଙ୍କୁ ମାରି ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଦେଇଥିଲେ। ଏପରି ନୃଶଂସ କାଣ୍ଡ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ଘଟିଛି। ଗାଁ ଲୋକଙ୍କଠାରୁ ପୁଲିସ ଖବର ପାଇ ମୃତଦେହ ଜବତ କରି ଅଭିଯୁକ୍ତ […]

women-murder-in-baripada

women-murder-in-baripada

Manoranjan Sial
  • Published: Monday, 26 August 2019
  • Updated: 26 August 2019, 05:58 PM IST

Sports

Latest News

ବାରିପଦା (ମାଣିକଲାଲ୍‌ ପାଣି): ନିଜ ସ୍ତ୍ରୀ ଅନ୍ୟ ଜଣଙ୍କ ସହିତ ପଳାଇଗଲା ପରେ ଆଉ ଜଣଙ୍କ ସ୍ତ୍ରୀ ଓ ତାଙ୍କର ଦୁଇ ଛୁଆଙ୍କୁ ଘରକୁ ଆଣିଥିଲେ ଜେନା ଭକ୍ତା। ହେଲେ ତାଙ୍କ ସହିତ ବେଶୀଦିନ ସଂସାର କରିପାରିନଥିଲେ। ଅଗଷ୍ଟ ୨୫ ତାରିଖ ରବିବାର ରାତିରେ ତାଙ୍କୁ ମାରି ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଦେଇଥିଲେ। ଏପରି ନୃଶଂସ କାଣ୍ଡ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ଘଟିଛି। ଗାଁ ଲୋକଙ୍କଠାରୁ ପୁଲିସ ଖବର ପାଇ ମୃତଦେହ ଜବତ କରି ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି।

ପୂରା ଘଟଣା ଏମିତି। ମୋରଡ଼ା ଥାନା ପୂର୍ଣ୍ଣଚନ୍ଦ୍ରପୁର ଗାଁର ଜେନା ଭକ୍ତା ଜଣେ ଦିନ ମଜୁରିଆ। ପରିବାର କହିଲେ ଭକ୍ତା ଓ ତାଙ୍କ ପତ୍ନୀ। ଦିନେ ହଠାତ୍‌ ଭକ୍ତାଙ୍କ ପତ୍ନୀ ଆଉ କାହା ସହିତ ପଳାଇଗଲେ। ଏହା ପରେ ଭକ୍ତା ଭାଙ୍ଗି ପଡ଼ିଥିଲେ। ପରେ ସେ ପାରାଦୀପକୁ କାମ କରିବା ପାଇଁ ଯାଇଥିଲେ। ସେଠାରେ କାମ କରୁଥିବା ବେଳେ ଭକ୍ତା ଜଣେ ବିବାହିତ ମହିଳା ଗେଣ୍ଡୁ (ଛଦ୍ମନାମ)ଙ୍କ ପ୍ରେମରେ ପଡ଼ିଗଲେ। ଏପରିକି ଗେଣ୍ଡୁ ଓ ତାଙ୍କର ୨ ପିଲାଙ୍କୁ ସାଥୀରେ ଗାଁକୁ ନେଇ ଅସିଲେ ଭକ୍ତା। ଗାଁରେ କାମ-ଦାମ କରି ଚଳୁଥିଲେ। ତେବେ ଗତକାଲି ରାତିରେ କୌଣସି କଥାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଭକ୍ତା ଏକ କାଠଫାଳିଆରେ ଗେଣ୍ଡୁଙ୍କୁ ପିଟି ଦେଇଥିଲେ। ଫଳରେ ରାତିରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଗେଣ୍ଡୁଙ୍କ ମୃତ୍ୟୁ ପରେ ଭକ୍ତାଙ୍କ ହାଲତ ଶୁଖି ଯାଇଥିଲା। ବିଚଳିତ ହୋଇପଡ଼ିଥିଲା। ଆଜି ଭୋରୁ ସାହିପଡ଼ିଶା ଉଠିବା ପୂର୍ବରୁ ଗେଣ୍ଡୁଙ୍କ ମୃତଦେହକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲେ ଭକ୍ତା।

ସବୁଦିନ ପରି ଆଜି ମଧ୍ୟ ପୂର୍ଣ୍ଣଚନ୍ଦ୍ରପୁର ଗାଁ ଲୋକେ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ବୁଦା ଭିତରେ ଗେଣ୍ଡୁଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ହତ୍ୟା ଅଭିଯୋଗରେ ଭକ୍ତାଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଗେଣ୍ଡୁଙ୍କୁ ପିଟି ମାରିଥିବା କଥା ଭକ୍ତା ସ୍ବୀକାର ମଧ୍ୟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story