ହାଇଦ୍ରାବାଦ ଚାଲାଣ ହେଉଥିଲେ ୫୨ ଦାଦନ ଶ୍ରମିକ, ଅଟକାଇ ଦେଲା ପୁଲିସ୍‌

କଣ୍ଟାବାଞ୍ଜି (ଅନ୍ତିମ ପ୍ରାଣିଗ୍ରାହୀ): ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ଧରୁନି । କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ଚାଲାଣବେଳେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୫୨ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୁଲିସ। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୮ ପୁରୁଷ, ୧୭ ମହିଳା  ଓ ୧୭ ନାବାଳିକା ଅଛନ୍ତି। ଶ୍ରମିକ ଚାଲାଣ କରୁଥିବା ଅଭିଯୋଗରେ ସର୍ଦ୍ଦାର ରମେଶ ରଣାକୁ  ଅଟକ ରଖି ପୁଲିସ ପଚରାଉଚରା କରୁଛି। ଉଦ୍ଧାର ଶ୍ରମିକମାନେ […]

labour

labour

Tapaswini Nayak
  • Published: Thursday, 03 November 2022
  • Updated: 03 November 2022, 02:33 PM IST

Sports

Latest News

କଣ୍ଟାବାଞ୍ଜି (ଅନ୍ତିମ ପ୍ରାଣିଗ୍ରାହୀ): ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ଧରୁନି । କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ଚାଲାଣବେଳେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୫୨ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୁଲିସ। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୮ ପୁରୁଷ, ୧୭ ମହିଳା  ଓ ୧୭ ନାବାଳିକା ଅଛନ୍ତି। ଶ୍ରମିକ ଚାଲାଣ କରୁଥିବା ଅଭିଯୋଗରେ ସର୍ଦ୍ଦାର ରମେଶ ରଣାକୁ  ଅଟକ ରଖି ପୁଲିସ ପଚରାଉଚରା କରୁଛି। ଉଦ୍ଧାର ଶ୍ରମିକମାନେ ବଲାଙ୍ଗିର ଜିଲ୍ଲା ବେଳପଡା ଥାନା ସିହିନୀ ଗାଁ ଓ ନୂଆପଡା ଜିଲ୍ଲାର ହୋଇଥିବା ଜଣାଯାଇଛି।

ଗତକାଲି ରାତିରେ ୫୨ ଜଣ ଦାଦନ ଶ୍ରମିକଙ୍କୁ  ଇଟା ଭାଟିରେ କାମ କରିବାକୁ ହାଇଦ୍ରାବାଦ ଚାଲାଣ କରାଯାଉଥିବା ପୁଲିସ କୌଣସୁ ସୂତ୍ରରୁ  ଖବର ପାଇଥିଲା। ପୁଲିସ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ଚଢ଼ାଉ କରି  ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲା।

ସର୍ଦ୍ଦାର ଦାଦନ ଶ୍ରମିକଙ୍କୁ ରେଲୱେ ଷ୍ଟେସନରେ ଏକଜୁଟ କରି ହାଇଦ୍ରାବାଦ ନେବାକୁ ଯୋଜନା କରିଥିଲା। ହେଲେ ତାର ଏହି ଯୋଜାନା ଫେଲ୍‌ ମାରିଥିଲା। ପୁଲିସ ସମସ୍ତ  ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ସର୍ଦ୍ଦାରକୁ ଅଟକ ପଚରାଉଚରା  କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story