୪ କୋଟି ଟଙ୍କାର ଗଞ୍ଜେଇ ଜବତ, ୪୯ ଜଣ ଗିରଫ

ମାଲକାନଗିରି/ଜୟପୁର(ଜିତେନ୍ଦ୍ର ବେଉରା/ଟି.ଗୌରୀଶଙ୍କର): ମାଲକାନଗିରି ଓ କୋରାପୁଟ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଅପରେଶନ୍‌ କ୍ଲିନ୍‌ ମାଧ୍ୟମରେ ଆଜି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୪ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହିତ ୪୯ ଜଣଙ୍କୁ ଗିରଫ କରିଛି। ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିଲା। ଗତ ୬ ତାରିଖରେ ମାଲକାନଗିରି ଜିଲ୍ଲା ବାଲିଗୁଡ଼ା-ପୂଜାରିଗୁଡ଼ାରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ତେବେ ଗଞ୍ଜେଇ ଚାଲାଣକାରୀ ପୁଲିସ […]

police-seizes-marijuana-worth-4-crore-rupees-and-arrests-49-persons-involved-in-the-racket

Manoranjan Sial
  • Published: Saturday, 08 June 2019
  • Updated: 08 June 2019, 04:29 PM IST

Sports

Latest News

ମାଲକାନଗିରି/ଜୟପୁର(ଜିତେନ୍ଦ୍ର ବେଉରା/ଟି.ଗୌରୀଶଙ୍କର): ମାଲକାନଗିରି ଓ କୋରାପୁଟ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଅପରେଶନ୍‌ କ୍ଲିନ୍‌ ମାଧ୍ୟମରେ ଆଜି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୪ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହିତ ୪୯ ଜଣଙ୍କୁ ଗିରଫ କରିଛି। ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିଲା।

ଗତ ୬ ତାରିଖରେ ମାଲକାନଗିରି ଜିଲ୍ଲା ବାଲିଗୁଡ଼ା-ପୂଜାରିଗୁଡ଼ାରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ତେବେ ଗଞ୍ଜେଇ ଚାଲାଣକାରୀ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଫଳରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣା ତଦନ୍ତ ପାଇଁ ଏକ ୭୫ ଜଣିଆ ଟିମ୍ ଗଠନ କରାଯାଇଥିଲା। ପରେ ଏହି ଟିମ୍‌ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।

ସର୍ଚ୍ଚ ଟିମ୍ ମାଥିଲିଠାରୁ ୧୦ କିଲୋମିଟର ଦୂର ଏକ ଜଙ୍ଗଲ ଭିତରେ ଗଞ୍ଜେଇ ଚାଲାଣକାରୀଙ୍କୁ ଠାବ କରିଥିଲା। ତେବେ ପୁଲିସକୁ ଦେଖି ଗଞ୍ଜେଇ ଚାଲାଣକାରୀ ସେଠାରୁ ଚମ୍ପଟ ମାରିଥିଲେ। ତେବେ ସେମାନଙ୍କ ଭିତରୁ ୩୪ ଜଣଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା। ଏହି ଗଞ୍ଜେଇ ଚାଲାଣକାରୀମାନେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ରାଜ୍ୟର ବୋଲି ଜଣାପଡ଼ିଛି।

ଘଟଣାସ୍ଥଳରୁ ପୁଲିସ ୧୫୦ ବସ୍ତା ଗଞ୍ଜେଇ ଜବତ କରିଥିଲା। ଯାହାର ଓଜନ ୩,୩୦୫ କିଲୋଗ୍ରାମ ହେବ।ଏହାର ଆନୁମାନିକ ମୂଲ୍ୟ ୨ରୁ ୩ କୋଟି ଟଙ୍କା ହେବ ବୋଲି ପୁଲିସ କହିଛି।

ସେପଟେ କୋରାପୁଟ ପୁଲିସ ସମଗ୍ର ଜିଲ୍ଲରେ ଅଭିଯାନ ଚଳାଇ ୪ଟି ମାମଲାରେ ୧୫ ଜଣଙ୍କୁ ଗିରଫ କରିଛି। ତା' ସହିତ ୧୦୫୦ କେଜି ଗଞ୍ଜେଇ ଓ ୫ଟି ଗାଡ଼ି ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଗଞ୍ଜେଇ ମାଲକାନଗିରି ଓ ଲମତାପୁଟ ଅଞ୍ଚଳରୁ ହରିଆଣା, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ଛତିଶଗଡ଼କୁ ଚାଲାଣ କରାଯାଉଥିଲା ବୋଲି ଜୟପୁର ଏସ୍‌ଡିପିଓ ସାଗରିକ ନାଥ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story