କୋଟିପତି ପୁଲିସ୍ ଏସ୍‌ଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ତମାଣ୍ଡୋ ଥାନାର ସବ୍-ଇନ୍ସପେକ୍ଟର (ଏସ୍‌ଆଇ) ଅଭିମନ୍ୟୁ ଚୌଧୁରୀଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ୨୭ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିମନ୍ୟୁ ତାଙ୍କ ଆୟଠାରୁ ୧୧୩% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ କହିଛି। ଭିଜିଲାନ୍ସ ପକ୍ଷରୁ ଗତକାଲି ଅଭିମନ୍ୟୁଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱରର ପାଇକନଗରରେ ତାଙ୍କର ଗୋଟିଏ ୧୦ […]

Abhimanyu

Abhimanyu

Jitendra Garnayak
  • Published: Friday, 16 December 2022
  • Updated: 16 December 2022, 09:04 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ତମାଣ୍ଡୋ ଥାନାର ସବ୍-ଇନ୍ସପେକ୍ଟର (ଏସ୍‌ଆଇ) ଅଭିମନ୍ୟୁ ଚୌଧୁରୀଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ୨୭ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିମନ୍ୟୁ ତାଙ୍କ ଆୟଠାରୁ ୧୧୩% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ କହିଛି।

ଭିଜିଲାନ୍ସ ପକ୍ଷରୁ ଗତକାଲି ଅଭିମନ୍ୟୁଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱରର ପାଇକନଗରରେ ତାଙ୍କର ଗୋଟିଏ ୧୦ ହଜାର ବର୍ଗଫୁଟର ୪ ମହଲା କୋଠା ରହିଛି, ଯାହାର ମୂଲ୍ୟ ୧.୫ କୋଟିରୁ ଅଧିକ ଟଙ୍କା ହେବ। ତାଙ୍କର ମୋଟ ୮ଟି ପ୍ଲଟ୍ ରହିଛି। ସେଥିରୁ ୭ଟି ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବେଳେ ଅନ୍ୟଟି ତାଙ୍କ ପୈତୃକ ଗାଁ ନୟାଗଡ଼ ଜିଲ୍ଲା ନଚ୍ଛିପୁରରେ ରହିଛି। ଏହି ସବୁ ପ୍ଲଟ୍‌ ଗୁଡ଼ିକର ମୂଲ୍ୟ ପ୍ରାୟ ୯୦ ଲକ୍ଷ ହେବ। ନଚ୍ଛିପୁରରେ ତାଙ୍କର ଏକ ମହଲା ବିଶିଷ୍ଟ ଗୋଟିଏ ଘର ରହିଛି। ତା’ର ମୂଲ୍ୟ ୬.୨୨ ଲକ୍ଷ ଟଙ୍କା।

ଅଭିମନ୍ୟୁଙ୍କର ୭୮.୮୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ରହିଛି। ତାଙ୍କ ଠାରୁ ନଗଦ ୧.୭୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହାବାଦ୍ ତାଙ୍କର ୬.୯୫ ଲକ୍ଷ ଟଙ୍କାର ଏକ କାର ଓ ୩ଟି ଦୁଇ ଚକିଆ ଗାଡ଼ି ରହିଛି, ଯେଉଁ ଗୁଡ଼ିକର ମୂଲ୍ୟ ୧.୮୯ ଲକ୍ଷ ଟଙ୍କା। ସେହିପରି ତାଙ୍କର ୧୫.୯୦ ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା ରହିଛି। ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ଅଧିକ ଖୋଳତାଡ଼ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story