ବିବାଦୀୟ ଗାଁ’ରେ ଖୋଲିବ ଥାନା, ବନ୍ଦ ହେବନି ସୀମାବର୍ତ୍ତୀ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ସୀମାବର୍ତ୍ତୀ ବିବାଦୀୟ ଗାଁ କୋଟିଆରେ ପ୍ରତିଷ୍ଠା ହେବ ଥାନା। ଯାହାଫଳରେ କୋଟିଆର ୨୧ଟି ଗାଁରେ ବାସ କରୁଥିବା ଲୋକମାନେ ଆଉ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଥାନାକୁ ନଯାଇ ଓଡ଼ିଶା ସରକାରଙ୍କ ଥାନାରେ ଅଭିଯୋଗ କରିପାରିବେ। ଆଜି ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ ପ୍ରସଙ୍ଗକୁ ନେଇ ବସିଥିବା ଗୃହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ଆଲୋଚନାରେ କୋରାପୁଟର ବହୁ […]

kotia

kotia

Manoranjan Sial
  • Published: Thursday, 07 November 2019
  • Updated: 07 November 2019, 06:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ସୀମାବର୍ତ୍ତୀ ବିବାଦୀୟ ଗାଁ କୋଟିଆରେ ପ୍ରତିଷ୍ଠା ହେବ ଥାନା। ଯାହାଫଳରେ କୋଟିଆର ୨୧ଟି ଗାଁରେ ବାସ କରୁଥିବା ଲୋକମାନେ ଆଉ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଥାନାକୁ ନଯାଇ ଓଡ଼ିଶା ସରକାରଙ୍କ ଥାନାରେ ଅଭିଯୋଗ କରିପାରିବେ। ଆଜି ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ ପ୍ରସଙ୍ଗକୁ ନେଇ ବସିଥିବା ଗୃହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ଆଲୋଚନାରେ କୋରାପୁଟର ବହୁ ଚର୍ଚ୍ଚିତ କୋଟିଆ ଗାଁ ଫୋକସ୍‌ରେ ରହିଥିଲା। ଓଡ଼ିଶା ସହ ପଡ଼ୋଶୀ ୪ ରାଜ୍ୟର ବହୁ ବର୍ଷ ଧରି ରହିଛି ସୀମା ବିବାଦ। ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସ୍କୁଲ ଓ କଲେଜ୍‌ରେ କମ୍‌ ପିଲା ପଢ଼ୁଥିଲେ ମଧ୍ୟ ବନ୍ଦ ହେବନାହିଁ। ଦରକାର ପଡ଼ିଲେ ଉକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସୁଦୃଢ଼ କରିବାକୁ ଚେଷ୍ଟା କରାଯିବ।

ଗଞ୍ଜାମ ଜିଲ୍ଲାରେ ୧୩ଟି ଓ ଗଜପତି ଜିଲ୍ଲାରେ ୧୬ଟି ଗାଁର ସୀମା ବିବାଦ ରହିଛି। ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବାକୁ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟ ଦେଇ ଯିବାକୁ ପଡ଼ୁଛି। ଏ ଗୁଡ଼ିକ ଆଞ୍ଚଳିକ ବିବାଦ। ଏହି ବିବାଦର ସମାଧାନ ପାଇଁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ କୁହାହେବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story