ରାଜନୀତିରେ ନିଖୋଜ ଉଦ୍ଧାର ନାଟକ: ବାବୁଲାଙ୍କୁ ନେଇ ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା ପଣ୍ଡାଙ୍କୁ ନେଇ ରାଜନୀତି ଘନେଇବାରେ ଲାଗିଛି। କେଉଁ ପରିସ୍ଥିତିରେ ବାବୁଲାଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଗଲା ତାର ତଦନ୍ତ ଦାବି କରିଛି ବିଜେପି। ପୋଲିସ ବାବୁଲାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତିବା ଓ ସେ ନିଖୋଜ ହେବାକୁ ନେଇ ବିଜେପି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଏବଂ ପୂର୍ବତନ ବିଧାୟକ ରବିନାରାୟଣ ନନ୍ଦଙ୍କୁ ଟାର୍ଗେଟ କରିଛି। ଏପରିକି ଉଭୟଙ୍କ କଲ୍ ରେକର୍ଡ […]

babula

babula

Rakesh Mallick
  • Published: Friday, 28 April 2017
  • Updated: 29 April 2017, 07:08 AM IST

Sports

Latest News

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା ପଣ୍ଡାଙ୍କୁ ନେଇ ରାଜନୀତି ଘନେଇବାରେ ଲାଗିଛି। କେଉଁ ପରିସ୍ଥିତିରେ ବାବୁଲାଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଗଲା ତାର ତଦନ୍ତ ଦାବି କରିଛି ବିଜେପି।

ପୋଲିସ ବାବୁଲାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତିବା ଓ ସେ ନିଖୋଜ ହେବାକୁ ନେଇ ବିଜେପି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଏବଂ ପୂର୍ବତନ ବିଧାୟକ ରବିନାରାୟଣ ନନ୍ଦଙ୍କୁ ଟାର୍ଗେଟ କରିଛି। ଏପରିକି ଉଭୟଙ୍କ କଲ୍ ରେକର୍ଡ ଯାଞ୍ଚ କରାଯିବାକୁ ଦଳ ଦାବି କରିଛି।

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି,“ବାବୁଲାଙ୍କ ପରିବାରକୁ ରବି ନନ୍ଦ ୫୦ ହଜାର ଟଙ୍କା ଦେଇଥିବା ତାଙ୍କ ପରିବାର ଲୋକେ କହୁଛନ୍ତି। ତେଣୁ ତାଙ୍କୁ ତଦନ୍ତ ପରିସରକୁ ଅଣାଯାଉ। ବାବୁଲା କେଉଁ ସ୍ଥିତିରେ ହସ୍ପିଟାଲକୁ ଆସିଥିଲେ ତା’ର ମଧ୍ୟ ତଦନ୍ତ ହେଉ।”

ଅନ୍ୟପକ୍ଷରେ ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ବାବୁଲା ଘଟଣାକୁ ନେଇ ନାଟ୍‌ କଲେ ଭଲ ହିଟ୍‌ ହେବ ବୋଲି କହିଛନ୍ତି। ସେ କହିଛନ୍ତି,“ବାବୁଲା ମୁହଁ ଖୋଲିଲେ ସବୁ ଦଳର ଅସଲ ଚେହେରା ପଦାରେ ପଡିଯିବ।”

ବାବୁଲା ଘଟଣାକୁ ନେଇ ରାଜନୀତି କରା ନ ଯିବାକୁ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।

କଟକ ବଡ ମେଡିଲାରେ ଚିକିତ୍ସିତ ହେଉଥିବା ବାବୁଲାଙ୍କ ଅବସ୍ଥା ଭଲ ଅଛି। ଆଜି ତାଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଏ.ବି. ଓତା ଭେଟିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବର୍ଦ୍ଧନା ଉତ୍ସବକୁ ନିଜ ବାପାଙ୍କ ସହ କୋରାପୁଟରୁ ଭୁବନେଶ୍ୱର ଆସିଥିବା ବାବୁଲା ଗତ ୧୬ ତାରିଖରୁ ନିଖୋଜ ଥିଲେ। ଗତକାଲି ପୋଲିସ ମଞ୍ଚେଶ୍ୱର ଥାନା ନିକଟରୁ ତାଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story