ରାଜ୍ୟସଭା ରେସ୍‌ରେ ଏମାନେ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରୁ ଖାଲି ହେଉଥିବା ୩ଟି ରାଜ୍ୟ ସଭା ଆସନକୁ ରାଜନୈତକ ଲୋକ ଯିବେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହା ସ୍ପଷ୍ଟ କରିବା ପରେ ରାଜ୍ୟସଭା ରେସ୍‌ରେ ଅଣରାଜନୈତିକ ଲୋକଙ୍କ ଏଣ୍ଟ୍ରିକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି। ସଂଖ୍ୟା ଦୃଷ୍ଟିରୁ ଯେହେତୁ ୩ଟି ଯାକ ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ, ତେଣୁ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଯେଉଁ ରାଜନେତାଙ୍କୁ ନବୀନ ବାଛିବେ […]

rajy sava 3

rajy sava 3

Rakesh Mallick
  • Published: Sunday, 25 February 2018
  • Updated: 25 February 2018, 08:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରୁ ଖାଲି ହେଉଥିବା ୩ଟି ରାଜ୍ୟ ସଭା ଆସନକୁ ରାଜନୈତକ ଲୋକ ଯିବେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହା ସ୍ପଷ୍ଟ କରିବା ପରେ ରାଜ୍ୟସଭା ରେସ୍‌ରେ ଅଣରାଜନୈତିକ ଲୋକଙ୍କ ଏଣ୍ଟ୍ରିକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି। ସଂଖ୍ୟା ଦୃଷ୍ଟିରୁ ଯେହେତୁ ୩ଟି ଯାକ ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ, ତେଣୁ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଯେଉଁ ରାଜନେତାଙ୍କୁ ନବୀନ ବାଛିବେ ସମସ୍ତେ ବିଜେଡିର ନା ଅନ୍ୟ କେଉଁ ଦଳର ବା ପ୍ରତିଷ୍ଠିତ ଲୋକଙ୍କୁ ଦଳ(ବିଜେଡି)କୁ ଆଣି ରାଜ୍ୟସଭା ପଠାଇବେ, ତାହା ଏବେବି ସନ୍ଦେହ ଘେରରେ ରହିଛି।

ବିଜେଡିରେ ଚାଲିଥିବା ଚର୍ଚ୍ଚା ଅନୁସାରେ ରାଜ୍ୟସଭା ରେସ୍‌ରେ, ପଶ୍ଚିମ ଓଡ଼ିଶା ନେତା ତଥା ବିଜେଡି ଉପସଭାପତି ବିମ୍ବାଧର କୁଅଁର, ପୂର୍ବତନ ମନ୍ତ୍ରୀ ଶାରଦା ନାୟକ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ମୁଖପାତ୍ର ପ୍ରଶାନ୍ତ ନନ୍ଦ, ମୁଖପାତ୍ର ରବି ନନ୍ଦଙ୍କ ନାଁ ଆଗରେ ଅଛି। ଅନ୍ୟ ଦଳରୁ ବିଜେଡି ଆସି ରାଜ୍ୟସଭା ପାଇଁ ଚର୍ଚ୍ଚାରେ ଥିବା ନାଁ ଭିତରେ ଆମ ଓଡ଼ିଶା ମୁଖ୍ୟ ସୌମ୍ୟ ରଂଜନ ପଟ୍ଟନାୟକ ଆଗରେ ଅଛନ୍ତି। ବିଜେଡିର ସଂଖ୍ୟାଲଘୁ ସେଲର ସଭାପତି ମୁନ୍ନା ଖାଁ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ତେବେ ଦଳ କହିଛି ଏପର୍ଯ୍ୟନ୍ତ ନାଁକୁ ନେଇ ନବୀନ କୌଣସି ଆଲୋଚନା କରି ନାହାଁନ୍ତି।

ଏସବୁ ନାଁ ବାଦ ଚର୍ଚ୍ଚାରେ ନଥିବା ଦଳର ସେକେଣ୍ଡ ଲାଇନର ଲିଡରମାନଙ୍କ ମଧ୍ୟରୁ ବି କାହାକୁ ସୁଯୋଗ ଦେଇପାରନ୍ତି ନବୀନ। ବିଜେଡିରେ ନଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ବିଜେଡିରେ ସାମିଲ ହୋଇ କୌଣସି ପ୍ରତିଷ୍ଠିତ ଲୋକଙ୍କୁ ବିଜେଡି ସୁପ୍ରିମୋ ରାଜ୍ୟସଭା ପଠାଇ ମାଷ୍ଟର ଷ୍ଟ୍ରୋକ ମାରିପାରନ୍ତି। ଯଦି ଏମିତି ହୁଏ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ ଓ କେରଳରେ ପ୍ରିନ୍ସିପାଲ ଏଜି ଥିବା ଅମର ପଟ୍ଟନାୟକଙ୍କ ଭଳି କିଛି ନାଁକୁ ବାଛି ପାରନ୍ତି ନବୀନ। ରାଜ୍ୟସଭାକୁ ଯିବା ପାଇଁ କିଛି ମନ୍ତ୍ରୀ, ବିଧାୟକ ଇଛୁକ ଅଛନ୍ତି। ଏମିତିକି କାର୍ଯ୍ୟକାଳ ସରୁଥିବା ଅନଙ୍ଗ ଉଦୟ ସିଂ ଦେଓ ଓ ଏବେ ହାଉସିଂ ବୋର୍ଡ଼ର ଅଧ୍ୟକ୍ଷ ଭୂପିନ୍ଦର ସିଂ ମଧ୍ୟ ପୁଣିଥରେ ରାଜ୍ୟ ସଭା ଯିବାକୁ ଆଗ୍ରହୀ ଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story