ମାସେ ଯାଏ ପଲ୍ୟୁସନ୍ ଚେକିଂ କୋହଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂତନ ସଂଶୋଧିତ ମୋଟର ଯାନ ଆଇନ କାର୍ଯ୍ୟକାରୀ ହେଲା ପରେ ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ଅଞ୍ଚଳରେ ଚେକିଂ ଚାଲିଛି। ବିଶେଷ କରି ଭୁବନେଶ୍ୱରରେ ଏହାକୁ ଅଧିକ ଜୋରଦାର୍ କରାଯାଇଛି। ଏଣୁ ଲୋକେ ଗାଡ଼ି ଚଲାଇବାକୁ ଡରିଲେଣି। ଏଭଳି ଏକ ସ୍ଥିତିରେ ସମସ୍ତ ଗାଡ଼ି ଚାଳକମାନଙ୍କ ପାଇଁ ଏକ ଆଶ୍ୱସ୍ତି କଲା ଭଳି ଖବର ଆସିଛି। ଚେକିଂ ବେଳେ ଯେଉଁ ସବୁ କଥାକୁ ଦେଖାଯାଉଛି ସେଥିରୁ ପଲ୍ୟୁସନ୍‌କୁ ଟିକେ କୋହଳ କରାଯାଇଛି। ମାସେ ଯାଏ […]

poluction,,,

poluction,,,

Tapaswini Nayak
  • Published: Friday, 06 September 2019
  • Updated: 06 September 2019, 01:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂତନ ସଂଶୋଧିତ ମୋଟର ଯାନ ଆଇନ କାର୍ଯ୍ୟକାରୀ ହେଲା ପରେ ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ଅଞ୍ଚଳରେ ଚେକିଂ ଚାଲିଛି। ବିଶେଷ କରି ଭୁବନେଶ୍ୱରରେ ଏହାକୁ ଅଧିକ ଜୋରଦାର୍ କରାଯାଇଛି। ଏଣୁ ଲୋକେ ଗାଡ଼ି ଚଲାଇବାକୁ ଡରିଲେଣି। ଏଭଳି ଏକ ସ୍ଥିତିରେ ସମସ୍ତ ଗାଡ଼ି ଚାଳକମାନଙ୍କ ପାଇଁ ଏକ ଆଶ୍ୱସ୍ତି କଲା ଭଳି ଖବର ଆସିଛି। ଚେକିଂ ବେଳେ ଯେଉଁ ସବୁ କଥାକୁ ଦେଖାଯାଉଛି ସେଥିରୁ ପଲ୍ୟୁସନ୍‌କୁ ଟିକେ କୋହଳ କରାଯାଇଛି। ମାସେ ଯାଏ ପଲ୍ୟୁସନ୍‌ ଚେକିଂକୁ କୋହଳ କରାଯାଇଛି ବୋଲି ଆଜି  ପରିବହନ ସଚିବ ଜି.ଶ୍ରୀନିବାସନ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ନୂଆ ସଂଶୋଧିତ ଆଇନ୍ ଅନୁଯାୟୀ ପଲ୍ୟୁସନ୍ ସମ୍ପର୍କିତ ପ୍ରମାଣପତ୍ର ନଥିଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯାଉଛି।

ଏ ନେଇ ପରିବହନ ସଚିବ ଆହୁରି କହିଛନ୍ତି ଯେ, ଯଦି କୌଣସି କର୍ମଚାରୀ ଭୁଲରେ ଫାଇନ୍‌ ଆଦାୟ କରିବେ, ସେମାନଙ୍କୁ ତଣ୍ଡ ଗଣିବାକୁ ପଡ଼ିବ। ସଂପୃକ୍ତ କର୍ମଚାରୀଙ୍କୁ ଡବଲ୍‌ ଫାଇନ୍‌ ଦେବାକୁ ପଡ଼ିବ। ଏହା ସହିତ ଲୋକଙ୍କୁ ଅଯଥାରେ ହଇରାଣ ନ କରାଯାଉ ବୋଲି ସେ ପରାମର୍ଶ ଦେଇଛନ୍ତି।

ସେହିପରି କମ୍ପାଉଣ୍ଡ୍‌ ଫାଇନ୍‌ ସଂପର୍କରେ ସେ କହିଛନ୍ତି ଯେ, ଧରାପଡ଼ିଲେ ଯେକୌଣସି ଗୋଟିଏରେ ଫାଇନ୍‌ କରିବାକୁ ଯୋଜନା କରାଯାଇଛି।

ଅନ୍ୟପକ୍ଷରେ ଏହି ସଂଶୋଧିତ ଆଇନ୍‌କୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ନାପସନ୍ଦ କରିଛନ୍ତି। ଏହି ଆଇନରେ ଅସଙ୍ଗତି ଥିବା ସେ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ବାଇକ୍‌ରେ ଯାଉଥିବା ଲୋକଙ୍କଠାରୁ ଯେତିକି ଫାଇନ୍ ଆଦାୟ କରାଯାଉଛି ୫୦ ଲକ୍ଷ ଟଙ୍କାର ଗାଡ଼ିରେ ଯାଉଥିବା ଲୋକଙ୍କଠାରୁ ବି ସେତିକି ଫାଇନ୍ ଆଦାୟ କରାଯାଉଛି। ଲୋକେ ବାହାରକୁ ଗଲା ବେଳେ ସାଥିରେ ଯେତିକି ଟଙ୍କା ଧରି ଯାଉନାହାନ୍ତି, ତାଠୁ ଅଧିକ ଫାଇନ୍‌ ପଡ଼ୁଛି। ଏପରି ହେଲେ ଗରିବ ଲୋକ ଆଉ ଗାଡ଼ି ଚଲାଇ ପାରିବେ ନାହିଁ। ଜୋରିମାନା କମ୍ କରିବା ନେଇ ତର୍ଜମା କରାଯିବା ଉଚିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story