ପସ୍କୋ କାରଖାନା କରିବ କି ନାହିଁ କେନ୍ଦ୍ର ଆଲୋଚନା କରି ସ୍ଥିର କରୁ

ଭୁବନେଶ୍ୱର: ରାଜ୍ୟରେ ପସ୍କୋ ଇସ୍ପାତ ଶିଳ୍ପ ପ୍ରତିଷ୍ଠା କରିବ କି ନାହିଁ ସେ ନେଇ କେନ୍ଦ୍ର ସରକାର କମ୍ପାନୀ ସହ ଆଲୋଚନ କରି ସ୍ଥିର କରନ୍ତୁ ବୋଲି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି । ନିଜେ ପ୍ରଧାନମନ୍ତ୍ରୀ କିମ୍ବା କ୍ୟାବିନେଟ ସଚିବ ଏ ନେଇ ପସ୍କୋ କର୍ତ୍ତୃପକ୍ଷଙ୍କୁ ସହ ଆଲୋଚନା କରନ୍ତୁ । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ ସାରିଛନ୍ତି । ମୁଖ୍ୟ ଶାସନ ସଚିବ ଏ ନେଇ ଚିଠି ଲେଖି କେନ୍ଦ୍ରକୁ ଜଣାଇବେ ବୋଲି ଖଣିମନ୍ତ୍ରୀ ମଲ୍ଲିକ […]

Posco Ground Photo

Posco Ground Photo

Rakesh Mallick
  • Published: Monday, 03 August 2015
  • Updated: 03 August 2015, 05:43 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ପସ୍କୋ ଇସ୍ପାତ ଶିଳ୍ପ ପ୍ରତିଷ୍ଠା କରିବ କି ନାହିଁ ସେ ନେଇ କେନ୍ଦ୍ର ସରକାର କମ୍ପାନୀ ସହ ଆଲୋଚନ କରି ସ୍ଥିର କରନ୍ତୁ ବୋଲି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି । ନିଜେ ପ୍ରଧାନମନ୍ତ୍ରୀ କିମ୍ବା କ୍ୟାବିନେଟ ସଚିବ ଏ ନେଇ ପସ୍କୋ କର୍ତ୍ତୃପକ୍ଷଙ୍କୁ ସହ ଆଲୋଚନା କରନ୍ତୁ । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ ସାରିଛନ୍ତି । ମୁଖ୍ୟ ଶାସନ ସଚିବ ଏ ନେଇ ଚିଠି ଲେଖି କେନ୍ଦ୍ରକୁ ଜଣାଇବେ ବୋଲି ଖଣିମନ୍ତ୍ରୀ ମଲ୍ଲିକ କହିଛନ୍ତି । ଅନ୍ୟପକ୍ଷେ ଗତ ଏପ୍ରିଲ ୭ ତାରିଖରେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ପାଖରୁ ପସ୍କୋକୁ ପ୍ରସ୍ପେଟିଂ ଲାଇସେନ୍ସ ଦେବା ନେଇ ପ୍ରସ୍ତାବ ପାଇଥିଲା । ଏହା ଉପରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସ୍ପଷ୍ଟିକରଣ ମାଗିଛନ୍ତି । ଏମଡିଆରଏ ଆକ୍ଟ ୨୦୧୫ ଧାରା ୧୦(କ)ରେ ପସ୍କୋ ଖଣି ପାଇଁ ଆବେଦନ କରିଛି କି ନାହିଁ ସ୍ପଷ୍ଟ କରିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଏପଟେ ୫୨ ହଜାର କୋଟିର ମେଗା ପସ୍କୋ ପ୍ରକଳ୍ପ ପାଇଁ ଏକର ଏକର ପାନବରଜ ଭଙ୍ଗ।ଗଲା । ସ୍ଥାନୀୟ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରି ଜମି ନିଜ କବଜାକୁ ନେଲା ପ୍ରଶାସନ । ୩ ବର୍ଷ ପରେ ପସ୍କୋ ଆଶା ମଉଳି ଯାଉଥିବା ବେଳେ ଏବେ ସରକାରୀ ଜମିକୁ ପୁଣି ନିଜ କବଜାକୁ ନେଉଛନ୍ତି ସ୍ଥାନୀୟ ଲୋକେ। ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳର ନୂଆଗାଁ, ଗୋବିନ୍ଦପୁର, ଗଡକୁଜଙ୍ଗରେ ଲୋକେ ସରାକର ନେଇଥିବା ୨୭ ଶହ ଏକର ଜମିରୁ କିଛିରେ ସ୍ଥାନୀୟ ଲୋକେ ପୁଣି ପାନ ଚାଷ ଆରମ୍ଭ କରିଛନ୍ତି । ଏ ନେଇ ସ୍ଥାନୀୟ ଲୋକେ କୁହନ୍ତି ପ୍ରଶାସନଠାରୁ କ୍ଷତିପୂରଣ ବାବଦରେ ମିଳିଥିବା ଅର୍ଥ ସରିଗଲାଣି। ଏବେ ପରିବାର ଚଳାଇବା ଚିନ୍ତା । ତେଣୁ ପାନ ଚାଷ କରି ଚଳୁଛୁ ବୋଲି କହୁଛନ୍ତି ସ୍ଥାନୀୟ ଲୋକେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story