ପୋସ୍କୋ ପାଇଁ ଅଧିଗୃହୀତ ଜମିର ଭବିଷ୍ୟତକୁ ନେଇ ପ୍ରଶ୍ନ

ଭୁବନେଶ୍ୱର: ପୋସ୍କୋ ପାଇଁ ଅଧିଗ୍ରହଣ ହୋଇଥିବା ଜମି ଏବେ କ’ଣ ହେବ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ପୋସ୍କୋ ଓଡ଼ିଶାକୁ ବାଏ ବାଏ କହିବା ପରେ ଅଧିଗ୍ରହଣ ହୋଇଥିବା ଜମିର ଭବିଷ୍ୟତ ନେଇକୁ ଏହି କଳ୍ପନାଜଳ୍ପନା ଏହି ଜମିରେ ନୂଆ ଶିଳ୍ପ ପ୍ରତିଷ୍ଠା ହେବ ନା ସରକାରୀ ଖାତାରେ ପଡ଼ି ରହିବ, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଯଦି ସରକାର ଶିଳ୍ପ ପ୍ରତିଷ୍ଠା ଲାଗି ଲକ୍ଷ୍ୟ ରଖିଛନ୍ତି ତେବେ କେମିତି କରିବେ। କାରଣ ପୋସ୍କୋକୁ […]

Posco

Posco

Rakesh Mallick
  • Published: Sunday, 19 March 2017
  • Updated: 19 March 2017, 09:08 PM IST

Sports

Latest News

ଭୁବନେଶ୍ୱର: ପୋସ୍କୋ ପାଇଁ ଅଧିଗ୍ରହଣ ହୋଇଥିବା ଜମି ଏବେ କ’ଣ ହେବ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ପୋସ୍କୋ ଓଡ଼ିଶାକୁ ବାଏ ବାଏ କହିବା ପରେ ଅଧିଗ୍ରହଣ ହୋଇଥିବା ଜମିର ଭବିଷ୍ୟତ ନେଇକୁ ଏହି କଳ୍ପନାଜଳ୍ପନା ଏହି ଜମିରେ ନୂଆ ଶିଳ୍ପ ପ୍ରତିଷ୍ଠା ହେବ ନା ସରକାରୀ ଖାତାରେ ପଡ଼ି ରହିବ, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଯଦି ସରକାର ଶିଳ୍ପ ପ୍ରତିଷ୍ଠା ଲାଗି ଲକ୍ଷ୍ୟ ରଖିଛନ୍ତି ତେବେ କେମିତି କରିବେ। କାରଣ ପୋସ୍କୋକୁ ବିରୋଧ କରୁଥିବା ଲୋକେ ନୂଆ କମ୍ପାନୀକୁ ବିରୋଧ କରିବାର ଆଶଙ୍କା ରହିଛି।

ଅନ୍ୟପକ୍ଷରେ ଅଧିଗୃହୀତ ଜମିରେ ନୂଆ ଶିଳ୍ପ ପ୍ରତିଷ୍ଠା କରାଯିବ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି। ନୂଆ କମ୍ପାନୀକୁ ଜମି ଦେବା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ପୋସ୍କୋ ସ୍ଥାନରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅନେକ ଦେଶୀ କମ୍ପାନୀ ଆଗ୍ରହୀ ଥିବା ବେଳେ ଜେଏସଡବ୍ଲ୍ୟୁ ରେସ୍‌ର ଆଗରେ ଥିବା ଚର୍ଚ୍ଚା ହେଉଛି।

ଇଡକୋ ଜରିଆରେ ୨୭ ଶହ ଏକର ଜମି ଅଧିଗ୍ରହଣ କରିଥିଲେ ରାଜ୍ୟ ସରକାର। ତେବେ ଏହି ଜମିକୁ ଲୋକଙ୍କୁ ଫେରାଇ ଦେବାକୁ ଦାବି କରିଛି ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି। ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ସଭାପତି ଅଭୟ ସାହୁ କହିଛନ୍ତି,“ଅଧିକୃତ ଜମି ଇଡକୋ ଲ୍ୟାଣ୍ଡବ୍ୟାକରେ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସେଭଳି ଭୁଲ ନ କରି ସେ ଜମି ଲୋକଙ୍କୁ ଫେରାଇ ଦିଅନ୍ତୁ।”

ତେବେ ସରକାର କୌଣସି ଘରୋଇ ଜମି ଅଧିଗ୍ରହଣ କରିନାହାନ୍ତି ବୋଲି ଶିଳ୍ପମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି।  ଅଧିକୃତ ଜମି ସରକାରଙ୍କ କବଜାରେ ଥିବାରୁ ଏଠାରେ ଶିଳ୍ପ ପ୍ରତିଷ୍ଠା ଲାଗି ଏସଆର ଏବଂ ଜେଏସଡବ୍ଲ୍ୟୁ ଭଳି ଅନେକ କମ୍ପାନୀ ଆଗ୍ରହୀ ଥିବା ଜଣାପଡ଼ିଛି। ଖାସ କରି ଏଠାରେ ଜେଏସଡବ୍ଲ୍ୟୁ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ଗତ ଅଗଷ୍ଟ ମାସରେ ବାଙ୍ଗାଲୋର ଇନଭେଷ୍ଟର୍ସ ମିଟ୍‌ରେ କମ୍ପାନୀ କର୍ତ୍ତୃପକ୍ଷ ଓଡ଼ିଶାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ଆଲେଚନା ବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story