ପସ୍କୋ ପ୍ରସଙ୍ଗରେ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ: ବିଶ୍ୱଭୂଷଣ ହରିଚନ୍ଦନ

ଭୁବନେଶ୍ୱର: ପସ୍କୋ ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ପସ୍କୋ ପ୍ରସଙ୍ଗରେ ରାଜ୍ୟ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି। ନିଜ ଦୁର୍ବଳତାକୁ ଲୁଚାଇବାକୁ ରାଜ୍ୟ ସରକାର କେନ୍ଦ୍ର ଉପରେ ଦୋଷ ଲଦିବା ବନ୍ଦ କରନ୍ତୁ। ସରକାର ସର୍ବଦଳୀୟ ବୈଠକ ଡାକି ପସ୍କୋ ପ୍ରସଙ୍ଗରେ ଆଲୋଚନା କରନ୍ତୁ ବୋଲି ସେ କହିଛନ୍ତି। ଏହାସହ ରାଜ୍ୟ ସରକାର ପସ୍କୋ ସହ ଗୋପନୀୟ ଡିଲ୍ କରିଥିବା ସେ […]

biswabhusana

biswabhusana

Rakesh Mallick
  • Published: Wednesday, 28 October 2015
  • Updated: 28 October 2015, 12:07 PM IST

Sports

Latest News

ଭୁବନେଶ୍ୱର: ପସ୍କୋ ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ପସ୍କୋ ପ୍ରସଙ୍ଗରେ ରାଜ୍ୟ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି। ନିଜ ଦୁର୍ବଳତାକୁ ଲୁଚାଇବାକୁ ରାଜ୍ୟ ସରକାର କେନ୍ଦ୍ର ଉପରେ ଦୋଷ ଲଦିବା ବନ୍ଦ କରନ୍ତୁ। ସରକାର ସର୍ବଦଳୀୟ ବୈଠକ ଡାକି ପସ୍କୋ ପ୍ରସଙ୍ଗରେ ଆଲୋଚନା କରନ୍ତୁ ବୋଲି ସେ କହିଛନ୍ତି। ଏହାସହ ରାଜ୍ୟ ସରକାର ପସ୍କୋ ସହ ଗୋପନୀୟ ଡିଲ୍ କରିଥିବା ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପ୍ରତିକ୍ରିୟା ଉପରେ ମତାମତ ରଖି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ଏହା ଏକ ରାଜନୈତିକ ପ୍ରତିକ୍ରିୟା। ପସ୍କୋ ପ୍ରସଙ୍ଗରେ ଅନେକ ଆଲୋଚନା ହୋଇଛି। ବିଧାନସଭାଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହୋଇଛି। ୨୦୦୬ରେ ପସ୍କୋ ଓଡ଼ିଶାକୁ ଆସିଥିଲା। ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ କ’ଣ ସବୁ ସମସ୍ୟା ସୃଷ୍ଟି ହୋଇଥିଲା ସମସ୍ତେ ଜାଣନ୍ତି। ଜମି ଅଧିଗ୍ରହଣ ପରେ ଏବେ ସମସ୍ୟା ଉଠିଛି କ୍ୟାପଟିଭ୍ ମାଇନ୍ସକୁ ନେଇ। କେନ୍ଦ୍ର ସରକାରଙ୍କ ନୂଆ ଖଣି ଲିଜ୍ ଅନୁଯାୟୀ ପସ୍କୋକୁ ନିଲାମୀରେ ଭାଗ ନେବାକୁ ପଡ଼ିବ। ପସ୍କୋର କ୍ୟାପଟିଭ୍ ମାଇନ୍ସ ଦାବି ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ ତାହ ସ୍ପଷ୍ଟ ହେବା ଉଚିତ୍। ରାଜ୍ୟ ସରକାର ତ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story