ଜନ୍ତୁ ଆକ୍ରମଣରେ ହୋଇଛି ମହିଳାଙ୍କ ମୃତ୍ୟୁ, ସେ ‘ସୁନ୍ଦରୀ’ କି ନୁହେଁ ଅସ୍ପଷ୍ଟ

ଅନୁଗୋଳ (ବିରଜା ଦାସ): ସାତକୋଶିଆ ହାତୀବାରି ଅଞ୍ଚଳରେ ମହିଳାଙ୍କ ମୃତ୍ୟୁ ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ହୋଇଛି। ତେବେ ସେହି ଜନ୍ତୁ ବାଘୁଣୀ ‘ସୁନ୍ଦରୀ’ କି ନୁହେଁ, ତାହାର ସ୍ପଷ୍ଟ ପ୍ରମାଣ ମିଳିପାରିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣାପଡ଼ିଛି। ତେବେ ଏ ସମ୍ପର୍କରେ ଆଗକୁ ଆହୁରି ତଦନ୍ତ ହେବ ବୋଲି ଆଜି ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ରିପୋର୍ଟ ଆସିବା ପରେ ବାଘୁଣୀ ‘ସୁନ୍ଦରୀ’ ମହିଳାଙ୍କୁ ମାରିଦେଇଥିବା ନେଇ ଚାଲିଥିବା ଚର୍ଚ୍ଚା ଓ ଆଲୋଚନା […]

Man-eater-Tigress-Sundari-to-be-shifted-back-to-Bandhabgarh-1

Manoranjan Sial
  • Published: Monday, 17 September 2018
  • Updated: 17 September 2018, 02:59 PM IST

Sports

Latest News

ଅନୁଗୋଳ (ବିରଜା ଦାସ): ସାତକୋଶିଆ ହାତୀବାରି ଅଞ୍ଚଳରେ ମହିଳାଙ୍କ ମୃତ୍ୟୁ ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ହୋଇଛି। ତେବେ ସେହି ଜନ୍ତୁ ବାଘୁଣୀ ‘ସୁନ୍ଦରୀ’ କି ନୁହେଁ, ତାହାର ସ୍ପଷ୍ଟ ପ୍ରମାଣ ମିଳିପାରିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣାପଡ଼ିଛି। ତେବେ ଏ ସମ୍ପର୍କରେ ଆଗକୁ ଆହୁରି ତଦନ୍ତ ହେବ ବୋଲି ଆଜି ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।

ରିପୋର୍ଟ ଆସିବା ପରେ ବାଘୁଣୀ 'ସୁନ୍ଦରୀ' ମହିଳାଙ୍କୁ ମାରିଦେଇଥିବା ନେଇ ଚାଲିଥିବା ଚର୍ଚ୍ଚା ଓ ଆଲୋଚନା ଏକପ୍ରକାର ଥମିଯାଇଛି। ସେପଟେ ଘଟଣା ପରଠାରୁ ‘ସୁନ୍ଦରୀ’ ବର୍ତ୍ତମାନ ସାତକୋଶିଆର ଘଞ୍ଚ ଅରଣ୍ୟରେ ଘୂରି ବୁଲୁଛି। ତାହା ଉପରେ ବନବିଭାଗ ଓ ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ର ସ୍ୱତନ୍ତ୍ର ଟିମ୍‌ (ଡବ୍ଲୁଆଇଆଇ) ନିରନ୍ତର ନଜର ରଖିଛନ୍ତି। ତଥାପି ସ୍ଥାନୀୟ ଲୋକେ ବାଘ ସ୍ଥାନାନ୍ତର ପାଇଁ ଅଡ଼ି ବସିଛନ୍ତି।

ସାତକୋଶିଆକୁ ଅନ୍ୟ ଏକ ପ୍ରଦେଶ(ମଧ୍ୟପ୍ରଦେଶ)ରୁ ବାଘ ଆଣି ଥଇଥାନ କରଯିବା ସମଗ୍ର ବିଶ୍ୱରେ ପ୍ରଥମ ଘଟଣା। ତେଣୁ ଏହାକୁ ଏକ ଏକ୍ସପେରିମେଣ୍ଟ ଭାବେ ନେଇଛି ବନବିଭାଗ। ତେବେ କେବଳ ଏହି ଗୋଟିଏ ଘଟଣା ପାଇଁ ସମ୍ପୃକ୍ତ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ନାହିଁ ବୋଲି ଡବ୍ଲୁଆଇଆଇର ବିଶେଷଜ୍ଞ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ‘ସୁନ୍ଦରୀ’କୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଆଗାମୀ ଦିନରେ ଏହାର ମୁକାବିଲା ପାଇଁ ଯୋଜନାବଦ୍ଧ ଭାବେ କାମ କରାଯିବ। ଯୋଜନା ମୁତାବକ, ଏହି ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ସାମିଲ୍‌ କରାଯିବ। ସେମାନେ ଯେଭଳି ଏହି ପ୍ରକଳ୍ପରୁ ଆର୍ଥିକ ସହାୟତା ପାଇବେ, ସେନେଇ ମଧ୍ୟ ବନ୍ଦୋବସ୍ତ କରାଯିବ।

ମଧ୍ୟପ୍ରଦେଶର ‘କାହ୍ନା’ ହେଉ କିମ୍ବା ‘ବାନ୍ଧବଗଡ଼’ ଓ ‘ପାନ୍ନା’, ଯେଉଁଠି ବାଘ ଓ ମଣିଷ ନିର୍ଦ୍ୱନ୍ଦ୍ୱରେ ବିଚରଣ କରୁଛନ୍ତି, ସେହି ଅଞ୍ଚଳକୁ ସାତକୋଶିଆବାସୀଙ୍କୁ ବୁଲାଇବାକୁ ନିଆଯିବ। ପୂର୍ବରୁ ମଧ୍ୟ ସାତକୋଶିଆରେ ବାଘ ଥିଲେ। କିନ୍ତୁ, କେବେ ବାଘ-ମଣିଷ ଲଢ଼େଇ ହୋଇ ନାହିଁ। ତେଣୁ ଯୋଜନାବଦ୍ଧ ଭାବେ ଆଗକୁ ବଢ଼ିବା ନେଇ ଡବ୍ଲୁଆଇଆଇ ବିଶେଷଜ୍ଞ ଡଃ ରମେଶ ସୂଚନା ଦେଇଛନ୍ତି।

ସେପଟେ ସାତକୋଶିଆବାସୀଙ୍କ ଆକ୍ରୋଶ କମ୍ କରିବା ପାଇଁ ଖୁବ୍ ଶୀଘ୍ର ଜିଲ୍ଲାପାଳ, ଏସ୍‌ପି, ଡିଏଫ୍ଓଙ୍କ ସହ ସ୍ଥାନୀୟ ଗୋଷ୍ଠୀଙ୍କର ଏକ ବୈଠକ ଅନୁଷ୍ଠିତ ହେବ। ଏହାପରେ ପରିସ୍ଥିତିରେ ନିଶ୍ଚିତ ସୁଧାର ଆସିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story