ଆଳୁ ମିଶନ ଫେଲ୍, ଖର୍ଚ୍ଚ ମାତ୍ର ୨୦%

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ବହୁ ବିଭାଗ ବର୍ଷବର୍ଷ ଧରି ବିନିଯୋଗ ପ୍ରମାଣପତ୍ର(ୟୁସି) ଦାଖଲ କରୁନାହାନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ୟୁସି ଦାଖଲ କରାନଗଲେ ତାହା ଆର୍ଥିକ ଶୃଙ୍ଖଳାର ଉଲ୍ଲଘଂନ ଓ ଏହା ରାଜକୋଷ ଅର୍ଥକୁ ତୋଷାରପାତ ଆଶଙ୍କାକୁ ବୃଦ୍ଧି କରିଥାଏ ବୋଲି ସିଏଜି କହିବା ସହ ଓଡ଼ିଶା ସରକାରଙ୍କ ଏଭଳି ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ଏହାସହିତ ଆଳୁ ମିଶନ ଫେଲ୍ ମାରିଥିବା ଓ ଏଥିପାଇଁ ଆବଣ୍ଟିତ ଅର୍ଥର ମାତ୍ର ୨୦.୫୦% ଖର୍ଚ୍ଚ ହୋଇପାରିଥିବା ସିଏଜି […]

potato-mission-fail-in-odisha

potato-mission-fail-in-odisha

Manoranjan Sial
  • Published: Thursday, 28 November 2019
  • Updated: 29 November 2019, 09:36 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ବହୁ ବିଭାଗ ବର୍ଷବର୍ଷ ଧରି ବିନିଯୋଗ ପ୍ରମାଣପତ୍ର(ୟୁସି) ଦାଖଲ କରୁନାହାନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ୟୁସି ଦାଖଲ କରାନଗଲେ ତାହା ଆର୍ଥିକ ଶୃଙ୍ଖଳାର ଉଲ୍ଲଘଂନ ଓ ଏହା ରାଜକୋଷ ଅର୍ଥକୁ ତୋଷାରପାତ ଆଶଙ୍କାକୁ ବୃଦ୍ଧି କରିଥାଏ ବୋଲି ସିଏଜି କହିବା ସହ ଓଡ଼ିଶା ସରକାରଙ୍କ ଏଭଳି ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ଏହାସହିତ ଆଳୁ ମିଶନ ଫେଲ୍ ମାରିଥିବା ଓ ଏଥିପାଇଁ ଆବଣ୍ଟିତ ଅର୍ଥର ମାତ୍ର ୨୦.୫୦% ଖର୍ଚ୍ଚ ହୋଇପାରିଥିବା ସିଏଜି କହିଛନ୍ତି।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଆଗତ କରିଥିବା ସିଏଜି ରିପୋର୍ଟ ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷ ମଧ୍ୟରେ ୨୧,୭୮୦.୩୦କୋଟି ଟଙ୍କା ଅନୁଦାନ ଜାରି କରିଥିଲେ ମଧ୍ୟ ଏହାର ୭୫ ପ୍ରତିଶତ ଅର୍ଥାତ ୧୬୩୯୧.୧୬କୋଟି ଟଙ୍କାର ୟୁସି ମିଳିନଥିଲା । ଏହାଫଳରେ ଉକ୍ତ ଅର୍ଥ ଯେଉଁଥିପାଇଁ ଉଦ୍ଦିଷ୍ଟ ଥିଲା, ତାହା ସେହି ଅର୍ଥରେ ଖର୍ଚ୍ଚ ହେଲାକି ନାହିଁ ତାହା ଜଣାପଡ଼ିନି। ୨୦୧୮ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ୩୫ଟି ବିଭାଗର ମୋଟ ୩୮,୪୨୭.୯୧କୋଟି ଟଙ୍କାର ୟୁସି ଦାଖଲ ହୋଇନଥିବା ସିଏଜି କହିଛନ୍ତି। ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ୟୁସି ଦାଖଲ ହୋଇନଥିବା ପରିମାଣ ୨୦୧୭-୧୮ ଆର୍ଥିକ ବର୍ଷରେ ପ୍ରାୟ ୭୮୯୪କୋଟି ଟଙ୍କା ଅଧିକ ଥିଲା ।ଏଥିରେ ସର୍ବାଧିକ ପଞ୍ଚାୟତିରାଜ ବିଭାଗର ୧୫,୫୯୬କୋଟି ଟଙ୍କା, ନଗରଉନ୍ନୟନ ବିଭାଗର ୫୯୧୭କୋଟି, ସ୍କୁଲ ଓ ଗଣଶିକ୍ଷା ବିଭାଗର ୩୩୫୧କୋଟି ଟଙ୍କା, ଯୋଜନା ଓ ସମନ୍ୱୟ ବିଭାଗର ୨୮୨୭କୋଟି ଟଙ୍କା ସାମିଲ ଅଛି ।

ସେହିପରି ୨୨ଟି ବିଭାଗରେ ୧୦ବର୍ଷରୁ ଅଧିକ ସମୟ ଧରି ୧୦୪୪.୮୯କୋଟି ଟଙ୍କା ୟୁସି ଦାଖଲ ହୋଇନାହିଁ । ଏଥିରେ ପଞ୍ଚାୟତିରାଜ ବିଭାଗର ୪୨୧.୮୪କୋଟି ଟଙ୍କା, ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ୨୦୦.୧୭କୋଟି ଟଙ୍କା, ନଗର ଉନ୍ନୟନ ବିଭାଗର ୧୮୦.୫୭କୋଟି ଟଙ୍କା, ଯୋଜନା ଓ ସମନ୍ୱୟ ବିଭାଗର ୧୩୯.୮୩କୋଟି ଟଙ୍କା ସାମିଲ ଅଛି।

ତେବେ ଦୀର୍ଘବର୍ଷ ଧରି ୟୁସି ଦାଖଲ ନହେବା ସମ୍ପର୍କରେ ସରକାର ତାଙ୍କର ସ୍ପଷ୍ଟୀକରଣରେ ଦର୍ଶାଇଛନ୍ତି ଯେ ୟୁସି ଦାଖଲ ଏକ ନିରନ୍ତର ପ୍ରକ୍ରିୟ । କାର୍ଯ୍ୟକାରୀ ସଂସ୍ଥାକୁ ପାଣ୍ଠି କେନ୍ଦ୍ର ଓ ରାଜ୍ୟଠାରୁ ଯାଇଥାଏ। ଆବଶ୍ୟକୀୟ ପ୍ରକ୍ରିୟା ସମ୍ପାଦନ ପରେ କାର୍ଯ୍ୟକାରୀ ସଂସ୍ଥା ଅର୍ଥ ବିନିଯୋଗ କରିବା ପାଇଁ କିଛି ସମୟ ଆବଶ୍ୟକ କରୁଛନ୍ତି ଓ ତାପରେ ୟୁସି ଦାଖଲ କରୁଛନ୍ତି। ଦାଖଲ ନହୋଇ ପଡ଼ି ରହିଥିବା ୟୁସିର ସମୀକ୍ଷା ଅର୍ଥ ବିଭାଗ ସଚିବଙ୍କ ଦ୍ୱାରା ନିୟମିତ କରାଯାଉଛି ବୋଲି ସରକାର ସଫେଇ ଦେଇଛନ୍ତି।

ସେହିପରି ସିଏଜି ତାଙ୍କ ରିପୋର୍ଟରେ ଆଳୁ ମିଶନର ବିଫଳତା ସମ୍ପର୍କରେ ଉଜାଗର କରିଛନ୍ତି। ୨୦୧୭-୧୮ସୁଦ୍ଧା ରାଜ୍ୟକୁ ଆଳୁ କ୍ଷେତ୍ରରେ ସ୍ୱୟଂସମ୍ପୂର୍ଣ୍ଣ କରିବା ପାଇଁ ଆଳୁ ମିଶନକୁ ୨୦୧୫-୧୬ରେ ଆରମ୍ଭ କରିଥିଲେ। ୨୦୧୫-୧୬ରୁ ୨୦୧୭-୧୮ ମସିହା ମଧ୍ୟରେ ରାଜ୍ୟ ସରକାର ଏହି ମିଶନରେ ଖର୍ଚ୍ଚ ପାଇଁ ୧୩୦କୋଟି ଟଙ୍କା ଅନୁମୋଦନ କରିଥିଲେ ମଧ୍ୟ ସେଥିରୁ ମାତ୍ର ୨୬.୬୫କୋଟି ଟଙ୍କା ଖର୍ଚ୍ଚ କରିପାରିଥିଲେ । ୫୫ଟି ଶୀତଳ ଭଣ୍ଡାର ନିର୍ମାଣ ଲକ୍ଷ୍ୟ ରଖାଯାଇଥିବାବେଳେ ୨୦୧୮ ମାର୍ଚ୍ଚ ସୁଦ୍ଧା ମାତ୍ର ୨୩ଟି ଶୀତଳ ଭଣ୍ଡାର ନିର୍ମାଣ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story