ଧର୍ମଘଟ ଯୋଗୁ ଏନଟିପିସି କଣିହାଁରେ କୋଇଲା ସଙ୍କଟ, ବନ୍ଦ ହେବ ବିଦ୍ୟୁତ୍ ଉତ୍ପାଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଇଲା ଖଣିଗୁଡ଼ିକରେ ଧର୍ମଘଟ ଯୋଗୁ ଏନଟିପିସି ତାଳଚେର-କଣିହାଁରେ କୋଇଲା ସଙ୍କଟ ଦେଖାଦେଇଛି। ଆବଶ୍ୟକ ପରିମାଣର କୋଇଲା ନମିଳିଲେ ଏନଟିପିସିରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ବନ୍ଦ ହେବାର ଆଶଙ୍କା ରହିଛି। ଯାହାଫଳରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହେବ ବୋଲି ଏନଟିପିସି ପକ୍ଷରୁ ସୂଚନା ଦିଆଯାଇଛି। ଏନଟିପିସି ଆଡସିନାଲ ଜେନେରାଲ ମ୍ୟାନେଜର ମଞ୍ଜୁଳ ତିୱାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଅଗଷ୍ଟ ୧୮ତାରିଖରୁ ଖଣି ନିକଟବର୍ତ୍ତୀ ଗାଁ ଲୋକଙ୍କ […]

ntpc

ntpc

Manoranjan Sial
  • Published: Tuesday, 20 August 2019
  • Updated: 20 August 2019, 08:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଇଲା ଖଣିଗୁଡ଼ିକରେ ଧର୍ମଘଟ ଯୋଗୁ ଏନଟିପିସି ତାଳଚେର-କଣିହାଁରେ କୋଇଲା ସଙ୍କଟ ଦେଖାଦେଇଛି। ଆବଶ୍ୟକ ପରିମାଣର କୋଇଲା ନମିଳିଲେ ଏନଟିପିସିରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ବନ୍ଦ ହେବାର ଆଶଙ୍କା ରହିଛି। ଯାହାଫଳରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହେବ ବୋଲି ଏନଟିପିସି ପକ୍ଷରୁ ସୂଚନା ଦିଆଯାଇଛି।

ଏନଟିପିସି ଆଡସିନାଲ ଜେନେରାଲ ମ୍ୟାନେଜର ମଞ୍ଜୁଳ ତିୱାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଅଗଷ୍ଟ ୧୮ତାରିଖରୁ ଖଣି ନିକଟବର୍ତ୍ତୀ ଗାଁ ଲୋକଙ୍କ ଧର୍ମଘଟ ଯୋଗୁ କଣିହାଁ ଓପନ୍ କାଷ୍ଟ ପ୍ରୋଜେକ୍ଟରୁ ଏନଟିପିସି-ତାଳଚେର କଣିହାଁକୁ କୋଇଲା ଯୋଗାଣ ବନ୍ଦ ରହିଛି। ଏହାବ୍ୟତୀତ ଗତ ଜୁଲାଇ ୨୩ତାରିଖରୁ ଭରତପୁର ଖଣିରେ ସାମ୍ପ୍ରତିକ ସଙ୍କଟ ଯୋଗୁ ପ୍ରାୟ ୨ସପ୍ତାହ ଧରି ଏମସିଏଲ୍ ତାଳଚେର କଣିହାଁରେ ୪ଟି ୟୁନିଟ୍ ବନ୍ଦ ହେବା ଯୋଗୁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ୟାର୍ଡ ଷ୍ଟକ୍ ଓ ରେଲୱେ କୋଇଲା ଯୋଗାଣ ଉପରେ ନିର୍ଭର କରୁଛନ୍ତି। ଏବେ ୨ଟି ୟୁନିଟରୁ ମୋଟ ୬୦୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ କରାଯାଇପାରିଛି।

ଅଗଷ୍ଟ ୭ ତାରିଖରେ ଧର୍ମଘଟ ପ୍ରତ୍ୟାହାର ପରେ ଲିଙ୍ଗରାଜ ଖଣି ଓ କଣିହାଁ ଓସିପିରୁ କୋଇଲା ଯୋଗାଣ ଫଳରେ ପରିସ୍ଥିତିରେ ଆଂଶିକ ଭାବେ ଉନ୍ନତି ହୋଇଛି। ତଥାପି କୋଇଲା ନଥିବାରୁ ପାୱାର ଉତ୍ପାଦନ କେନ୍ଦ୍ର ଗମ୍ଭୀର ସ୍ଥିତି ମଧ୍ୟ ଦେଇ ଗତି କରୁଛି। କାରଣ ଷ୍ଟକୟାର୍ଡରେ ଆବଶ୍ୟକ ପରିମାଣର କୋଇଲା ମହଜୁଦ ନାହିଁ। ତେବେ କଣିହାଁ ଓସିପିରେ ଚାଲୁ ରହିଥିବା ଧର୍ମଘଟ ଯୋଗୁ କୋଇଲା ଯୋଗାଣ ଗୁରୁତର ପ୍ରଭାବିତ ହୋଇଛି। ଯାହାଫଳରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହେବ ବୋଲି ଏନଟିପିସି ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story