କୋର୍ଟ ପରିସରରେ ପ୍ରଦୀପ ସେଠୀ ଫୋନରେ କଥା ହେବା ଘଟଣାର ହେବ ଯାଞ୍ଚ

ଭୁବନେଶ୍ୱର: କୋର୍ଟ ପରିସରରରୁ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପ୍ରଦୀପ ସେଠୀ ଫୋନରେ ପ୍ରତିକ୍ରିୟା ଦେବା ଘଟଣାର ଯାଞ୍ଚ କରିବ କମିଶନରେଟ୍‌ ପୋଲିସ। ଏ ନେଇ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ଭୋଇ କହିଛନ୍ତି, “କୋର୍ଟରେ ହାଜର ହେବା ବେଳେ ପ୍ରଦୀପ କିପରି ଫୋନ କଲେ, ତାଙ୍କ ପାଖରେ ଫୋନ କେଉଁଠୁ ଆସିଲା ଓ ସେ ସମୟରେ ସୁରକ୍ଷା କର୍ମୀ କ’ଣ କରୁଥିଲେ ଆଦି ପ୍ରଶ୍ନର ତଦନ୍ତ କରାଯିବ। ତଦନ୍ତ ରିପୋର୍ଟ ଆସିବା ପରେ ଯାହା […]

pradip sethy

pradip sethy

Rakesh Mallick
  • Published: Tuesday, 12 April 2016
  • Updated: 12 April 2016, 04:13 PM IST

ଭୁବନେଶ୍ୱର: କୋର୍ଟ ପରିସରରରୁ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପ୍ରଦୀପ ସେଠୀ ଫୋନରେ ପ୍ରତିକ୍ରିୟା ଦେବା ଘଟଣାର ଯାଞ୍ଚ କରିବ କମିଶନରେଟ୍‌ ପୋଲିସ। ଏ ନେଇ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।

ଭୋଇ କହିଛନ୍ତି, “କୋର୍ଟରେ ହାଜର ହେବା ବେଳେ ପ୍ରଦୀପ କିପରି ଫୋନ କଲେ, ତାଙ୍କ ପାଖରେ ଫୋନ କେଉଁଠୁ ଆସିଲା ଓ ସେ ସମୟରେ ସୁରକ୍ଷା କର୍ମୀ କ’ଣ କରୁଥିଲେ ଆଦି ପ୍ରଶ୍ନର ତଦନ୍ତ କରାଯିବ। ତଦନ୍ତ ରିପୋର୍ଟ ଆସିବା ପରେ ଯାହା କିଛି ପଦକ୍ଷେପ ନିଆଯିବ।”

ପ୍ରଦୀପ ସେଠୀ କୋର୍ଟ ପରିସରରେ ଫୋନ ଯୋଗେ ପ୍ରତିକ୍ରିୟା ଦେବା ଘଟଣା ଜଣାପଡିବା ପରେ ପୋଲିସ୍‌ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏବେ ମୁଦାଲାମାନଙ୍କୁ କୋର୍ଟରେ ହାଜର କଲା ବେଳେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି।

ଗତକାଲି କୋର୍ଟରେ ହାଜିରା ବେଳେ ପ୍ରଦୀପ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପାଜେରୋ ପ୍ରସଙ୍ଗରେ ଫୋନ୍‌ରେ ପ୍ରତିକ୍ରିୟା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story