ପ୍ରଦୀପ୍ତ ନାଏକ ବିରୋଧୀ ଦଳ ନେତା, ନରସିଂହ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାବେଳେ ଶେଷ ମୁହୂର୍ତ୍ତରେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜର ବିଧାୟକ ଦଳ ନେତା ଚୟନ କରିଛନ୍ତି। ବିଧାନସଭା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଦୀପ୍ତ କୁମାର ନାଏକ ବିଜେପିର ବିଧାୟକ ଦଳ ନେତା ହେବେ। ଏହା ସହିତ ବିଧାନସଭାରେ ବିଜେପି ମୁଖ୍ୟ ବିରୋଧୀ ଦଳ ହୋଇଥିବାରୁ ଶ୍ରୀ ନାଏକ ମଧ୍ୟ ବିରୋଧୀ ଦଳ ନେତା ହେବେ। ଗୃହରେ ବିଜେପିର ୨୩ ବିଧାୟକ ଅଛନ୍ତି। […]

pradd

pradd

Manoranjan Sial
  • Published: Monday, 24 June 2019
  • Updated: 24 June 2019, 10:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାବେଳେ ଶେଷ ମୁହୂର୍ତ୍ତରେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜର ବିଧାୟକ ଦଳ ନେତା ଚୟନ କରିଛନ୍ତି।

ବିଧାନସଭା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଦୀପ୍ତ କୁମାର ନାଏକ ବିଜେପିର ବିଧାୟକ ଦଳ ନେତା ହେବେ। ଏହା ସହିତ ବିଧାନସଭାରେ ବିଜେପି ମୁଖ୍ୟ ବିରୋଧୀ ଦଳ ହୋଇଥିବାରୁ ଶ୍ରୀ ନାଏକ ମଧ୍ୟ ବିରୋଧୀ ଦଳ ନେତା ହେବେ। ଗୃହରେ ବିଜେପିର ୨୩ ବିଧାୟକ ଅଛନ୍ତି।

ସେହିପରି କଂଗ୍ରେସ ବିଧାୟକ ଦଳର ନେତା ଭାବେ ନରସିଂହ ମିଶ୍ରଙ୍କୁ ମନୋନୀତ କରାଯାଇଛି । ଦଳର ମାତ୍ର ୯ଜଣ ବିଧାୟକ ଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଜାରି ସୂଚନା ଅନୁସାରେ ନରସିଂହଙ୍କୁ ବିଧାୟକ ଦଳ ନେତା, ସନ୍ତୋଷ ସିଂ ସାଲୁଜାଙ୍କୁ ଉପନେତା, ତାରାପ୍ରସାଦ ବାହିନୀପତିଙ୍କୁ ମୁଖ୍ୟ ସଚେତକ ଓ ମହମ୍ମଦ ମୋକିମଙ୍କୁ ଦଳର ସଚିବ ଭାବେ ଚୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story