ପ୍ରକାଶ ମିଶ୍ର ମାମଲା:ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

କଟକ: ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ରଙ୍କ ବିରୋଧରେ ମାମଲାକୁ ନେଇ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି ହାଇକୋର୍ଟ। ପ୍ରକାଶଙ୍କ ବିରୋଧରେ ମାମଲା ଖାରଜ ସଂପର୍କିତ ହାଇକୋର୍ଟଙ୍କ ଜଜମେଣ୍ଟ କପି ଓଟିଭିର ହସ୍ତଗତ ହୋଇଛି। ଏଥିରେ କୋର୍ଟ କହିଛନ୍ତି, ଭିଜିଲାନସ୍ ନିର୍ଦ୍ଦେଶକ ତାଙ୍କ କର୍ତ୍ତବ୍ୟ ପାଳନରେ ନିଷ୍ଠା ଦେଖାଇ ନାହାନ୍ତି। ପ୍ରକାଶଙ୍କ ବିରୋଧରେ ଅପରାଧିକ ମାମଲା ଶାସକ ରାଜନୈତିକ ଏଷ୍ଟାବ୍ଲିସମେଣ୍ଟ ପ୍ରତି ତାଙ୍କର ଆନୁଗତ୍ୟକୁ ଦର୍ଶାଉଛି ଏବଂ ଏହାକୁ ମୋର୍ ଲୟାଲ୍ ଦ୍ୟାନ୍ କିଙ୍ଗ୍ ବୋଲି […]

vigilancedirector

vigilancedirector

Rakesh Mallick
  • Published: Thursday, 25 June 2015
  • Updated: 25 June 2015, 03:13 PM IST

Sports

Latest News

କଟକ: ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ରଙ୍କ ବିରୋଧରେ ମାମଲାକୁ ନେଇ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି ହାଇକୋର୍ଟ। ପ୍ରକାଶଙ୍କ ବିରୋଧରେ ମାମଲା ଖାରଜ ସଂପର୍କିତ ହାଇକୋର୍ଟଙ୍କ ଜଜମେଣ୍ଟ କପି ଓଟିଭିର ହସ୍ତଗତ ହୋଇଛି। ଏଥିରେ କୋର୍ଟ କହିଛନ୍ତି, ଭିଜିଲାନସ୍ ନିର୍ଦ୍ଦେଶକ ତାଙ୍କ କର୍ତ୍ତବ୍ୟ ପାଳନରେ ନିଷ୍ଠା ଦେଖାଇ ନାହାନ୍ତି। ପ୍ରକାଶଙ୍କ ବିରୋଧରେ ଅପରାଧିକ ମାମଲା ଶାସକ ରାଜନୈତିକ ଏଷ୍ଟାବ୍ଲିସମେଣ୍ଟ ପ୍ରତି ତାଙ୍କର ଆନୁଗତ୍ୟକୁ ଦର୍ଶାଉଛି ଏବଂ ଏହାକୁ ମୋର୍ ଲୟାଲ୍ ଦ୍ୟାନ୍ କିଙ୍ଗ୍ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ଏବେ ଭିଜିଲାନସ ନିର୍ଦ୍ଦେଶକ ଅଛନ୍ତି କେ.ବି.ସିଂହ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି, ସଚ୍ଚୋଟ ଓ ଭଲ ଟ୍ରାକ୍ ରେକର୍ଡ ଥିବା ସରକାରୀ ଅଧିକାରୀମାନେ ରାଜନୈତିକ ଶିକାର ହେବା ଅସାଧାରଣ ନୁହେଁ। କିନ୍ତୁ ପ୍ରକାଶ ମିଶ୍ରଙ୍କ ମାମଲାଟି ଅତ୍ୟନ୍ତ ବିବ୍ରତକର। ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ କରିବା ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଫାଇଲ୍ ପଠାଇଲେ। କିନ୍ତୁ ସେ ମୁକ୍ତ, ସ୍ୱଚ୍ଛ ଓ ସଠିକ୍ ତଦନ୍ତ କଲେ ନାହିଁ। ଏକ ଉପର ଠାଉରିଆ ତଦନ୍ତ ରିପୋର୍ଟକୁ ଗ୍ରହଣ କରି ନେଲେ ଓ ତାଙ୍କ ବିରୁଧରେ ଅପରାଧିକ ମାମଲା ରୁଜୁ କରିବାକୁ ସୁପାରିଶ କରିଥିଲେ।

ସେହିଭଳି ପ୍ରକାଶ ମିଶ୍ରଙ୍କ ରାଜ୍ୟର ଜଣେ ପୂର୍ବତନ ପୋଲିସ୍ ମହାନିର୍ଦ୍ଦେଶକ ତଥା ବର୍ତ୍ତମାନ ଦେଶର ସିଆପିଏଫର ଡିଜି ହୋଇଥିବା ବେଳେ ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ତଦନ୍ତ ଦାୟିତ୍ୱ ଜଣେ ଡିଏସପିଙ୍କୁ ଦିଆଯାଇଥିଲା। ଏହା ଅତ୍ୟନ୍ତ ବିବ୍ରତିକର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story