ପର୍ଯ୍ୟଟନ ମନ୍ତ୍ରୀଙ୍କ ସପକ୍ଷରେ ବାହାରିଲେ ପ୍ରମିଳା, କହିଲେ ଏମିତି କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ବିବାଦୀୟ ହାଇଦ୍ରାବାଦ ଗସ୍ତକୁ ନେଇ ସରକାରଙ୍କୁ ଷଣ୍ଢୁଆସୀ ଆକ୍ରମଣ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଆଉ ଏପରି ସମୟରେ ମନ୍ତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ ବିଜେପିକୁ ତାଚ୍ଛଲ୍ୟ କରି କହିଛନ୍ତି, କିଏ କାହା ବନ୍ଧୁବାନ୍ଧବଙ୍କୁ ନେଇ କଣ ଯାଇ ପାରିବେନି? ଭୁବନେଶ୍ୱରରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଅଭିଯୋଗ କରିଛନ୍ତି, […]

pramila-mallick-sapport-jourism-minister-jyotiprakesh-panigrahi

Manoranjan Sial
  • Published: Friday, 29 November 2019
  • Updated: 29 November 2019, 05:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ବିବାଦୀୟ ହାଇଦ୍ରାବାଦ ଗସ୍ତକୁ ନେଇ ସରକାରଙ୍କୁ ଷଣ୍ଢୁଆସୀ ଆକ୍ରମଣ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଆଉ ଏପରି ସମୟରେ ମନ୍ତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ ବିଜେପିକୁ ତାଚ୍ଛଲ୍ୟ କରି କହିଛନ୍ତି, କିଏ କାହା ବନ୍ଧୁବାନ୍ଧବଙ୍କୁ ନେଇ କଣ ଯାଇ ପାରିବେନି?

ଭୁବନେଶ୍ୱରରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଅଭିଯୋଗ କରିଛନ୍ତି, ଦୁଇ ମହିଳାଙ୍କୁ ନେଇ ମନ୍ତ୍ରୀ ହାଇଦ୍ରାବାଦ ଯାଇଥିବାରୁ ପ୍ରମାଣ ସତ୍ତ୍ୱେ ସରକାର ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି। ଗୃହରେ ଏହାକୁ ଚ୍ୟାଲେଞ୍ଜ କରିବାକୁ ମଧ୍ୟ ସୁଯୋଗ ଦିଆଗଲାନି। ବରଂ ଅଧିବେଶନକୁ ଅଧାରୁ ବନ୍ଦ କରି ଦିଆଗଲା। ମନ୍ତ୍ରୀ ପଦରୁ ଜ୍ୟୋତି ପ୍ରକାଶଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛନ୍ତି ବିଷ୍ଣୁ ସେଠୀ।

ସେହିପରି କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ କଳଙ୍କ ଲାଗିବା ଡ଼ରରେ ଅଧିବେଶନକୁ ଅଧାରୁ ବନ୍ଦ କରି ଦିଆଗଲା। ପର୍ଯ୍ୟଟନମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ନିଜେ ସ୍ପଷ୍ଟୀକରଣ ନ ଦେଇ ତାଙ୍କ ପାଇଁ ବିକ୍ରମ ଆରୁଖ ସ୍ପଷ୍ଟୀକରଣ ଦେଲେ। ମନ୍ତ୍ରୀଙ୍କ ଗସ୍ତର ଖର୍ଚ୍ଚ କେଉଁ ସଂସ୍ଥା ଦେଇଛି ବୋଲି ପ୍ରଶ୍ନ କରିଛନ୍ତି ସତ୍ୟ ପ୍ରକାଶ। ଏହାର ସ୍ପଷ୍ଟୀକରଣ ନ ଦେଲେ ଏଥିରେ ସାମିଲ ଥିବା ପ୍ରଶାସକଙ୍କ ମୁଖା ମଧ୍ୟ ଖୋଲି ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସେପଟେ ଏହି ପ୍ରସଙ୍ଗରେ ଜ୍ୟୋତିପ୍ରକାଶଙ୍କୁ ସମର୍ଥନ କରିଛି ବିଜେଡି। ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, କିଏ କ’ଣ ନିଜ ବନ୍ଧୁବାନ୍ଧବଙ୍କୁ କୁଆଡ଼େ ନେଇ ଯାଇପାରିବ ନାହିଁ? ଏଥିପାଇଁ ”ଣ ବିଜେପିକୁ ପଚାରିବାକୁ ପଡ଼ିବ? ମନ୍ତ୍ରୀଙ୍କ ସହିତ ଯାଇଥିବା ମହିଳାଙ୍କ ପାଇଁ ସରକାରୀ ଅର୍ଥ ଖର୍ଚ୍ଚ ହୋଇନଥିବା ସରକାର ସ୍ପଷ୍ଟ କରିଛନ୍ତି। ଏହାକୁ ଅଯଥା ପ୍ରସଙ୍ଗ କରାଯାଉଥିବା କହିଛନ୍ତି ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story