ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ପ୍ରସାଦ ହରିଚନ୍ଦନ!

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବିଜେପୁର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା ଦେଇଛନ୍ତି। ପ୍ରସାଦଙ୍କ ଇସ୍ତଫା ନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଛି। ଏ ନେଇ ଗତକାଲି ଅପରାହ୍ନରୁ ସୋସିଆଲ୍ ମିଡିଆରେ ଖବର ପ୍ରଚାରିତ ହେଉଛି। ପ୍ରସାଦ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧିଙ୍କ ପାଖକୁ ପଠାଇ ଦେଇଥିବା କୁହାଯାଉଛି। ଏ ନେଇ ପ୍ରସାଦ ହରିଚନ୍ଦନଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।</p>

Ordigital Desk
  • Published: Thursday, 01 March 2018
  • Updated: 01 March 2018, 07:46 AM IST

Sports

Latest News

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବିଜେପୁର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା ଦେଇଛନ୍ତି। ପ୍ରସାଦଙ୍କ ଇସ୍ତଫା ନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଛି। ଏ ନେଇ ଗତକାଲି ଅପରାହ୍ନରୁ ସୋସିଆଲ୍ ମିଡିଆରେ ଖବର ପ୍ରଚାରିତ ହେଉଛି। ପ୍ରସାଦ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧିଙ୍କ ପାଖକୁ ପଠାଇ ଦେଇଥିବା କୁହାଯାଉଛି। ଏ ନେଇ ପ୍ରସାଦ ହରିଚନ୍ଦନଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos