ବାତ୍ୟା ପାଇଁ ପ୍ରସ୍ତୁତି ଢିଲା ଥିଲା: ବୈଜୟନ୍ତ

ସାଲେପୁର(ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲାରେ ପାହାଡ଼ ଧସି ୧୨ ଜଣଙ୍କ ମୃତ୍ୟୁ ଘଟଣାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି। ତେବେ ଆଜି କଟକ ଜିଲ୍ଲା ସାଲେପୁରରେ ବୈଜୟନ୍ତ କହିଛନ୍ତି,“ ଗୋଟିଏ ହେଲିକପ୍ଟର ଉପରେ ମିଥ୍ୟା ଅଭିଯୋଗ ଅଣାଯାଇ ପୂରା ହ୍ୟାଙ୍ଗରକୁ ସିଲ୍ କରି ଦିଆଯାଇଛି। ଯେଉଁଥିରେ ୩ଟି ହେଲିକପ୍ଟର ରହିଛି। ହ୍ୟାଙ୍ଗର ସିଲ୍ ଖୋଲି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟର ବ୍ୟବହାର କରିବା ନେଇ ମୁଁ ଦେଇଥିବା ପ୍ରସ୍ତାବର ଏ ପର୍ଯ୍ୟନ୍ତ […]

saepur

saepur

Jyoshna Pradhan
  • Published: Saturday, 13 October 2018
  • Updated: 13 October 2018, 02:52 PM IST

Sports

Latest News

ସାଲେପୁର(ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲାରେ ପାହାଡ଼ ଧସି ୧୨ ଜଣଙ୍କ ମୃତ୍ୟୁ ଘଟଣାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି।

ତେବେ ଆଜି କଟକ ଜିଲ୍ଲା ସାଲେପୁରରେ ବୈଜୟନ୍ତ କହିଛନ୍ତି,“ ଗୋଟିଏ ହେଲିକପ୍ଟର ଉପରେ ମିଥ୍ୟା ଅଭିଯୋଗ ଅଣାଯାଇ ପୂରା ହ୍ୟାଙ୍ଗରକୁ ସିଲ୍ କରି ଦିଆଯାଇଛି। ଯେଉଁଥିରେ ୩ଟି ହେଲିକପ୍ଟର ରହିଛି। ହ୍ୟାଙ୍ଗର ସିଲ୍ ଖୋଲି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟର ବ୍ୟବହାର କରିବା ନେଇ ମୁଁ ଦେଇଥିବା ପ୍ରସ୍ତାବର ଏ ପର୍ଯ୍ୟନ୍ତ କୌଣସି ଉତ୍ତର ମୁଖ୍ୟମନ୍ତ୍ରୀ ଦେଇନାହାନ୍ତି।'’

ସେ ଆହୁରି କହିଛନ୍ତି,“ରାଜ୍ୟ ସରକାର ଅନ୍ୟ ରାଜ୍ୟରୁ ହେଲିକପ୍ଟର ଆଣି ଖର୍ଚ୍ଚ କରୁଛନ୍ତି। ଯଦି ତାଙ୍କ ହ୍ୟାଙ୍ଗର ଖୋଲାଯାଏ ତେବେ ସେ ବିନା ଖର୍ଚ୍ଚରେ ରିଲିଫ୍‌ ଅପରେସନ୍ କରିବେ।”

ସେହିପରି ବାତ୍ୟା 'ତିତ୍‌ଲି' ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତିରେ ଢିଲାପଣ ଥିଲା ବୋଲି ବୈଜୟନ୍ତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story