ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଟକରେ ବ୍ୟାପକ ପ୍ରସ୍ତୁତି

କଟକ:  ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଟକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆସନ୍ତାକାଲି ରାଷ୍ଟ୍ରପତି ନ୍ୟାସନାଲ ଲ ୟୁନିଭର୍ସିଟିର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ କଟକ ଯିବେ। ଓଡ଼ିଶା ଜୁଡିସିଆଲ୍ ଏକାଡେମୀରେ ଆୟୋଜିତ ହେବାକୁ ଥିବା ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।ରାଷ୍ଟ୍ରପତି ଆସନ୍ତାକାଲି ଦିନ ୧୦ଟା ୪୦ରେ ଏକ ସ୍ୱତନ୍ତ୍ର ହେଲିକପଟର ଯୋଗେ ନରାଜ ସ୍ଥିତ ହେଲିପ୍ୟାଡରେ ଓହ୍ଲାଇବା ପରେ ସେଠାରୁ ସିଧା ସଳଖ ଓଡ଼ିଶା ଜୁଡିସିଆଲ୍ ଏକାଡେମୀକୁ ଯିବେ। ଏହି […]

ct

ct

Rakesh Mallick
  • Published: Friday, 07 August 2015
  • Updated: 07 August 2015, 06:43 AM IST

Sports

Latest News

କଟକ:  ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଟକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆସନ୍ତାକାଲି ରାଷ୍ଟ୍ରପତି ନ୍ୟାସନାଲ ଲ ୟୁନିଭର୍ସିଟିର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ କଟକ ଯିବେ। ଓଡ଼ିଶା ଜୁଡିସିଆଲ୍ ଏକାଡେମୀରେ ଆୟୋଜିତ ହେବାକୁ ଥିବା ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।ରାଷ୍ଟ୍ରପତି ଆସନ୍ତାକାଲି ଦିନ ୧୦ଟା ୪୦ରେ ଏକ ସ୍ୱତନ୍ତ୍ର ହେଲିକପଟର ଯୋଗେ ନରାଜ ସ୍ଥିତ ହେଲିପ୍ୟାଡରେ ଓହ୍ଲାଇବା ପରେ ସେଠାରୁ ସିଧା ସଳଖ ଓଡ଼ିଶା ଜୁଡିସିଆଲ୍ ଏକାଡେମୀକୁ ଯିବେ। ଏହି ସମାବର୍ତ୍ତନ ଉତ୍ସବରେ ୧୫୨ ଜଣ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ଡିଗ୍ରୀ ପ୍ରଦାନ କରିବେ। ସେଥିମଧ୍ୟରୁ ୧୦୯ ଜଣଙ୍କୁ ଏଲ୍ଏଲବି ଡିଗ୍ରୀ, ୪୨ ଜଣଙ୍କୁ ଏଲ୍ଏଲ୍ଏମ୍ ଓ ଜଣଙ୍କୁ ପିଏଚଡି ଡିଗ୍ରୀ ପ୍ରଦାନ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos