ଗୋଳାବନ୍ଧ ଆର୍ମି ଏଡି କଲେଜରେ ଦୀକ୍ଷାନ୍ତ ସମାରୋହ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର)ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ବାହୁଡ଼ିଗଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗଞ୍ଜାମ ଜିଲ୍ଲା ଗୋଳାବନ୍ଧସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସେ ଦିଲ୍ଲୀ ଫେରିଯାଇଛନ୍ତି । ଏହି ଅବସରରେ ସେ ସ୍ଥଳସେନାର ଏୟାର ଡିଫେନ୍ସ କୋରରକୁ ସମ୍ମାନଜନକ ତଥା ସର୍ବୋଚ୍ଚ ସମ୍ମାନ ପ୍ରେସିଡେଣ୍ଟସ କଲର୍ସ ପ୍ରଦାନ କରିଛନ୍ତି । ବାୟୁ ପ୍ରତିରକ୍ଷା କ୍ଷେତ୍ରରେ ୨୫ବର୍ଷର ଉଲ୍ଲେଖନୀୟ ସେବା ଲାଗି ସେନାର ଏୟାର ଡିଫେନ୍ସ ଶାଖାକୁ ଏହି ସମ୍ମାନ ପ୍ରଦାନ କରାଯାଇଛି। […]

Photo-4-1

Photo-4-1

Tapas Behera
  • Published: Saturday, 28 September 2019
  • Updated: 28 September 2019, 08:37 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର)ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ବାହୁଡ଼ିଗଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗଞ୍ଜାମ ଜିଲ୍ଲା ଗୋଳାବନ୍ଧସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସେ ଦିଲ୍ଲୀ ଫେରିଯାଇଛନ୍ତି । ଏହି ଅବସରରେ ସେ ସ୍ଥଳସେନାର ଏୟାର ଡିଫେନ୍ସ କୋରରକୁ ସମ୍ମାନଜନକ ତଥା ସର୍ବୋଚ୍ଚ ସମ୍ମାନ ପ୍ରେସିଡେଣ୍ଟସ କଲର୍ସ ପ୍ରଦାନ କରିଛନ୍ତି । ବାୟୁ ପ୍ରତିରକ୍ଷା କ୍ଷେତ୍ରରେ ୨୫ବର୍ଷର ଉଲ୍ଲେଖନୀୟ ସେବା ଲାଗି ସେନାର ଏୟାର ଡିଫେନ୍ସ ଶାଖାକୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଗୋଳାବନ୍ଧସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜର ୨୫ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।  ତାଙ୍କ ସହ ଉପସ୍ଥିତ ଥିଲେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ବିପିନ ରାୱତ, ରାଜ୍ୟପାଳ ଗଣେଶୀଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆର୍ମି ଏୟାର ଡିଫେନ୍ସର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଅଶ୍ୱିନୀ କୁମାରଙ୍କ ସହ ବିଶିଷ୍ଟ ବ୍ୟକ୍ତି। ଏହି ଅବସରରେ ସର୍ବୋଚ୍ଚ କମାଣ୍ଡର ଭାବେ ରାଷ୍ଟ୍ରପତି କୋର୍ ଅଫ୍ ଏୟାର ଡିଫେନ୍ସକୁ ପ୍ରେସିଡେଣ୍ଟ କଲର୍ସ ସମ୍ମାନରେ ସମ୍ମାନିତ କରିଛନ୍ତି । ତା’ସହ ନିଜ ଅଭିଭାଷଣରେ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା କ୍ଷେତ୍ରରେ ଭାରତୀୟ ସେନା ଏବଂ ଏୟାର ଡିଫେନ୍ସର ଗୌରବମୟ ଇତିହାସକୁ ସ୍ମରଣ କରିଥିଲେ।

ଭାରତୀୟ ସ୍ଥଳ ସେନାର କୌଣସି ପ୍ରତିଷ୍ଠାନକୁ ପ୍ରେସିଡେଣ୍ଟ କଲର୍ସ ହେଉଛି ସର୍ବୋଚ୍ଚ ସମ୍ମାନ। ଉଭୟ ଶାନ୍ତି ଓ ସଂଘର୍ଷ ସମୟରେ ସେନା କୋରର୍‌ ପ୍ରଦର୍ଶନକୁ ଭିତ୍ତି କରି ଏହି ପୁରସ୍କାର ପାଇଁ ଚୟନ କରାଯାଇଥାଏ ।  ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏୟାର ଡିଫେନ୍ସର ସେନା ବିଭିନ୍ନ ଅଭିଯାନରେ ସାମିଲ ହୋଇଥିଲା। ସ୍ୱାଧୀନ ଭାରତରେ ସମସ୍ତ ଯୁଦ୍ଧରେ ଏୟାର ଡିଫେନ୍ସର ଯବାନ୍ ସେମାନଙ୍କର ପରାକ୍ରମ ଦେଖାଇଛନ୍ତି।  ଆଜି ଆର୍ମି ଏଡି କେନ୍ଦ୍ରର ଲେଫ୍ଟନାଣ୍ଡ ବିବେକ ବିଜୟ ମୋରେ ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କରିଥିଲେ ପ୍ରେସିଡେଣ୍ଟସ କଲର୍ସ । ଏହି କାଯର୍ୟକ୍ରମ ସାରି ୯ଟା ୪୦ ମିନିଟ୍‌ରେ ଗୋପାଳପୁର ମିଲିଟାରୀ ଷ୍ଟେସନ୍‌ରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ୱର ବିମାନବନ୍ଦର ଫେରିଥିଲେ ରାଷ୍ଟ୍ରପତି । ସେଠାରୁ ସିଧା ରାଜଭବନ ଯାଇ ମଧ୍ୟାହ୍ନ ଭୋଜନ କରିଥିଲେ । ତା’ସହ ରାଜଭବନ ପରିସରରେ କିଛି ବୃକ୍ଷରୋପଣ ମଧ୍ୟ କରିଥିଲେ ସେ । ଏହାପରେ ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ବିମାନ ରାଜକମଲରେ ପତ୍ନୀଙ୍କ ସହ ଦୁଇ ଦିନିଆ ଗସ୍ତ ସାରି ଦିଲ୍ଲୀ ବାହୁଡ଼ିଯାଇଥିଲେ ରାଷ୍ଟ୍ରପତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story