ଚୌଦ୍ୱାର ସର୍କଲ୍‌ ଜେଲ୍‌ରେ କଏଦୀଙ୍କୁ ହତ୍ୟା!

କଟକ (ଓଡ଼ିଶା ରିପୋର୍ଟର): ଜେଲ୍‌ ଭିତରେ ଜଣେ କଏଦୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦୁଇ କଏଦୀଙ୍କ ମଧ୍ୟରେ ଝଗଡ଼ା ଯୋଗୁ ଜଣେ କଏଦୀଙ୍କ ମୁଣ୍ଡ ଗଡ଼ିଛି। କଟକ ଚୌଦ୍ୱାର ସର୍କଲ ଜେଲରେ ସୋମବାର ଏହି ଘଟଣା ଘଟିଛି। ମୃତ କଏଦୀ ହେଲେ କଟକ ତୁଳସୀପୁରର ରମେଶ ପ୍ରଧାନ। ୨୦୧୧ ମସିହାରେ ଏକ ହତ୍ୟା ମାମଲାରେ ସେ ସଜା କାଟୁଥିଲେ ଓ ନିକଟରେ ଜେଲରୁ ମୁକୁଳି ଥା’ନ୍ତେ। ପୁଲିସର କହିବା ଅନୁସାରେ ସୋମବାର ସକାଳେ ଜେଲରେ ଥିବା […]

crime

crime

Manoranjan Sial
  • Published: Monday, 24 June 2019
  • Updated: 24 June 2019, 07:16 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଜେଲ୍‌ ଭିତରେ ଜଣେ କଏଦୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦୁଇ କଏଦୀଙ୍କ ମଧ୍ୟରେ ଝଗଡ଼ା ଯୋଗୁ ଜଣେ କଏଦୀଙ୍କ ମୁଣ୍ଡ ଗଡ଼ିଛି। କଟକ ଚୌଦ୍ୱାର ସର୍କଲ ଜେଲରେ ସୋମବାର ଏହି ଘଟଣା ଘଟିଛି। ମୃତ କଏଦୀ ହେଲେ କଟକ ତୁଳସୀପୁରର ରମେଶ ପ୍ରଧାନ। ୨୦୧୧ ମସିହାରେ ଏକ ହତ୍ୟା ମାମଲାରେ ସେ ସଜା କାଟୁଥିଲେ ଓ ନିକଟରେ ଜେଲରୁ ମୁକୁଳି ଥା'ନ୍ତେ।

ପୁଲିସର କହିବା ଅନୁସାରେ ସୋମବାର ସକାଳେ ଜେଲରେ ଥିବା ବଗିଚାରେ ୪୨ ଜଣ କଏଦୀ କାମ କରୁଥିଲେ। ଏହି ସମୟରେ ରମେଶ ପ୍ରଧାନ ଓ ଜଗତସିଂହପୁର ଜିଲ୍ଲା ସଢେଇକଣା ଅଞ୍ଚଳର ଜଳଧର ସାମଲଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରମେଶଙ୍କୁ ଜଳଧର ଏକ କୋଦାଳରେ ଆକ୍ରମଣ କରିଥିଲେ। ଫଳରେ ରମେଶ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କଟକ ବଡ଼ ମେଡିକାଲେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଅନ୍ୟପକ୍ଷରେ ଏନେଇ ଚୌଦ୍ୱାର ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ମୃତ କଏଦୀଙ୍କ ମୃତଦେହକୁ ବ୍ୟବଚ୍ଛେଦ କରିବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହାସହ କାର୍ଯ୍ୟରେ ଅବହେଳା ପାଇଁ ଜେଲ୍‌ ଓ୍ୱାର୍ଡର ବାସୁଦେବ ଦାସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଅନ୍ୟ ଜଣେ ଓ୍ୱାର୍ଡରଙ୍କ ବିରୋଧରେ ଗିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସେପଟେ ଜେଲ୍‌ ଭିତରେ ହତ୍ୟାକାଣ୍ଡ ଘଟଣାକୁ ଗୁରୁତ୍ଵର ସହ ନେଇଛନ୍ତି ଜେଲ୍‌ ଏଡିଜି ମହେନ୍ଦ୍ର ପ୍ରତାପ। ରାଜ୍ୟର ସମସ୍ତ ଜେଲରେ ଥିବା ବିଚାରାଧୀନ ଓ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀଙ୍କ ଗତିବିଧି ଉପରେ ନଜର ରଖାଯିବ। ଏନେଇ ଖୁବଶୀଘ୍ର ଆଡଭାଇଜରି ଜାରି କରାଯିବ ବୋଲି ଏଡିଜି କହିଛନ୍ତି।

ତେବେ ଚୌଦ୍ୱାର ଜେଲ୍‌ ଏଭଳି ଘଟଣା କିଛି ନୂଆ ନୁହେଁ। ଗତ ମାର୍ଚ୍ଚ ମାସରେ ସୁଧାଂଶୁ ଶେଖର ଦାସ ଓରଫ ଟନି ନାମକ ଜଣେ କଏଦୀକୁ ଜେଲରେ ହତ୍ୟା କରାଯାଇଥିଲା। ଏହାସହ ଅନେକ ଥର ଚଢ଼ଉ ସମୟରେ ଜେଲରୁ ମାଦକ ଦ୍ରବ୍ୟ ସହ ମୋବାଇଲ ଜବତ କରାଯାଇଥିବାର ଖବର ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story