ହାଇକୋର୍ଟରୁ ଜାମିନ ପାଇଲେ ପ୍ରମୋଦ

କଟକ:(ଓଡ଼ିଶା ରିପୋର୍ଟର):ମହିଳା କର୍ମଚାରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଥିବା ପ୍ରମୋଦ ସାହୁଙ୍କୁ ଆଜି ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ହାଇକୋର୍ଟଙ୍କ ଜାମିନ ଉପରେ ତଳକୋର୍ଟ ସର୍ତ୍ତ ରଖିପାରିବେ ବୋଲି ଅଦାଲତ କହିଛନ୍ତି। କର୍ମକ୍ଷେତ୍ରରେ ଅସଦାଚରଣ ସହ ଶାରୀରିକ ସମ୍ପର୍କ ରଖିବାକୁ ଜବରଦସ୍ତି କରିଥିବା ନେଇ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟିର ପୂର୍ବତନ ସଭାପତି ପ୍ରମୋଦ ସାହୁଙ୍କ ନାଁରେ ଜଣେ ମହିଳା ସହକର୍ମୀ ଅଭିଯୋଗ ଆଣିଥିଲେ। କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରଟିଭି ସୋସାଇଟିରେ କାର୍ଯ୍ୟରତ ଥିଲା ବେଳେ ବାରମ୍ବାର ପ୍ରମୋଦ […]

tiop-1-750x430

tiop-1-750x430

Tapas Behera
  • Published: Wednesday, 11 December 2019
  • Updated: 11 December 2019, 04:24 PM IST

Sports

Latest News

କଟକ:(ଓଡ଼ିଶା ରିପୋର୍ଟର):ମହିଳା କର୍ମଚାରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଥିବା ପ୍ରମୋଦ ସାହୁଙ୍କୁ ଆଜି ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ହାଇକୋର୍ଟଙ୍କ ଜାମିନ ଉପରେ ତଳକୋର୍ଟ ସର୍ତ୍ତ ରଖିପାରିବେ ବୋଲି ଅଦାଲତ କହିଛନ୍ତି। କର୍ମକ୍ଷେତ୍ରରେ ଅସଦାଚରଣ ସହ ଶାରୀରିକ ସମ୍ପର୍କ ରଖିବାକୁ ଜବରଦସ୍ତି କରିଥିବା ନେଇ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟିର ପୂର୍ବତନ ସଭାପତି ପ୍ରମୋଦ ସାହୁଙ୍କ ନାଁରେ ଜଣେ ମହିଳା ସହକର୍ମୀ ଅଭିଯୋଗ ଆଣିଥିଲେ।

କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରଟିଭି ସୋସାଇଟିରେ କାର୍ଯ୍ୟରତ ଥିଲା ବେଳେ ବାରମ୍ବାର ପ୍ରମୋଦ ତାଙ୍କୁ ଅସଦାଚରଣ କରିଥିଲେ। ଏପରିକି ତାଙ୍କ ଫାର୍ମ ହାଉସ୍‌ରେ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ ପ୍ରମୋଦ। ଫୋନ୍ କଲ୍ ଓ ମ୍ୟାସେଜରେ ବି ଆପତ୍ତିଜନକ ଭାବେ କଥାବାର୍ତ୍ତା କରୁଥିଲେ । ଭିନ୍ନ ଉଦ୍ଦେଶ୍ୟ ରଖି ପ୍ରମୋଦ  ଫୋନ୍ କଲ୍ ଓ ମେସେଜ୍ ବି ଦେଉଥିବା ନେଇ ପୀଡ଼ିତା ଏହାର ପ୍ରମାଣ  ପୁଲିସ୍ ଏବଂ ଗଣମାଧ୍ୟମକୁ ଦେଇଥିଲେ।

ପ୍ରମୋଦ ତାଙ୍କ ଫାର୍ମ ହାଉସ୍‌ରେ ଶାରିରୀକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିବା ମଧ୍ୟ ପୀଡ଼ିତା ଅଭିଯୋଗ କରିଥିଲେ। ଏନେଇ ଗତ ଏପ୍ରିଲ ୨୭ ତାରିଖରେ ପୀଡ଼ିତା ଏତଲା ଦେଇଥିଲେ। ତେବେ ଗତ ନଭେମ୍ବର ୩ ତାରିଖରେ ପୁଲିସ ପ୍ରମୋଦଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story