ମାଘ ପୂର୍ଣ୍ଣମୀ ତିଥିରେ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୩୧ ତାରିଖ ମାଘ ପୂର୍ଣ୍ଣିମା ତିଥିରେ ଚନ୍ଦ୍ରଗ୍ରହଣ ପଡ଼ୁଛି। ଏହି ଗ୍ରହଣ ସବୁଠାରୁ ଅଧିକ ସମୟ ଦୃଶ୍ୟମାନ ହେବ। ପ୍ରାୟ ୩ଘଣ୍ଟା ୨୩ମିନିଟ୍ ଧରି ଦୃଶ୍ୟମାନ ହେବ ଗ୍ରହଣ। ଅପରାହ୍ନ ୫ଟା ୧୭ମିନିଟରୁ ଆରମ୍ଭ ହୋଇ ରାତି ୮ଟା ୪୦ମିନିଟରେ ସରିବ। ବିଶେଷ କରି ସୂର୍ଯ୍ୟଦୋୟଠାରୁ ପାକତ୍ୟାଗ ରହିଥିବାରୁ କୌଣସି ଦେବନୀତି ହୋଇପାରିବ ନାହିଁ। ଫଳରେ କିଭଳି ଶ୍ରୀମନ୍ଦିର ନୀତିକାନ୍ତି ପାକତ୍ୟାଗ ପୂର୍ବରୁ ହେବ, ତାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି […]

puri

puri

Rakesh Mallick
  • Published: Monday, 29 January 2018
  • Updated: 29 January 2018, 10:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୩୧ ତାରିଖ ମାଘ ପୂର୍ଣ୍ଣିମା ତିଥିରେ ଚନ୍ଦ୍ରଗ୍ରହଣ ପଡ଼ୁଛି। ଏହି ଗ୍ରହଣ ସବୁଠାରୁ ଅଧିକ ସମୟ ଦୃଶ୍ୟମାନ ହେବ। ପ୍ରାୟ ୩ଘଣ୍ଟା ୨୩ମିନିଟ୍ ଧରି ଦୃଶ୍ୟମାନ ହେବ ଗ୍ରହଣ। ଅପରାହ୍ନ ୫ଟା ୧୭ମିନିଟରୁ ଆରମ୍ଭ ହୋଇ ରାତି ୮ଟା ୪୦ମିନିଟରେ ସରିବ। ବିଶେଷ କରି ସୂର୍ଯ୍ୟଦୋୟଠାରୁ ପାକତ୍ୟାଗ ରହିଥିବାରୁ କୌଣସି ଦେବନୀତି ହୋଇପାରିବ ନାହିଁ। ଫଳରେ କିଭଳି ଶ୍ରୀମନ୍ଦିର ନୀତିକାନ୍ତି ପାକତ୍ୟାଗ ପୂର୍ବରୁ ହେବ, ତାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ଛତିଶା ନିଯୋଗର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ରାତି ୧୨ଟା ପରେ ଦ୍ୱାର ଫିଟିବ ଏବଂ ୩୧ତାରିଖ ସକାଳ ୬ଟା ୨୬ ସୁଦ୍ଧା ମଧ୍ୟାହ୍ନ ଧୂପ ଶେଷ ହେବା ଉପରେ ଗୁରୁତ୍ୱ ଦିଆଯାଇଛି। ଗ୍ରହଣ ସ୍ପର୍ଶ ହେବା ପରେ ନୀତିକାନ୍ତି କିଭଳି ଶୃଙ୍ଖଳିତ ଭାବେ ଆରମ୍ଭ କରାଯିବ, ତା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଏହାସହ ୩୧ତାରିଖ ଦିନ ମହାପ୍ରଭୁଙ୍କର ଗଜଉଦ୍ଧାରଣ ବେଶ ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story