ପୁରୀ ଏସ୍‌ପିଙ୍କ ନାଁରେ ଫେକ୍‌ ଆକାଉଣ୍ଟ ଖୋଲି ଟଙ୍କା ମାଗୁଥିଲା, ଯାଜପୁରରୁ ଗିରଫ

ପୁରୀ (ଓଡ଼ିଶା ରିପୋର୍ଟର): ଠକର ବୁଦ୍ଧି ମାନିବାକୁ ପଡ଼ିଛି। ଏସ୍‌ପିଙ୍କ ନାଁରେ ଖୋଲିଲା ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ। ଆଉ ଚାକିରି ଦେବାକୁ କହି ଟଙ୍କା ଆଦାୟ କରୁଥିଲା। ଏନେଇ ଅଭିଯୋଗ ହେବା ପରେ ପୁରୀ ପୁଲିସ୍‌ ଅଭିଯୁକ୍ତକୁ ଯାଜପୁର ଜିଲ୍ଲାରୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋମବାର ରାତିରେ ସାଇବର ହେଲ୍‌ପଲାଇନ୍‌କୁ ଗୋଟିଏ ଟେଲିଫୋନ୍‌ କଲ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଜଣକ କହିଥିଲେ, ପୁରୀ ଏସ୍‌ପିଙ୍କ ନାଁରେ ସୋଶାଲ୍‌ ମିଡିଆ ଫେସ୍‌ବୁକ୍‌ରେ ଗୋଟିଏ ଫେକ୍‌ […]

Puri

Puri

Manoranjan Sial
  • Published: Tuesday, 22 November 2022
  • Updated: 22 November 2022, 06:20 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଠକର ବୁଦ୍ଧି ମାନିବାକୁ ପଡ଼ିଛି। ଏସ୍‌ପିଙ୍କ ନାଁରେ ଖୋଲିଲା ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ। ଆଉ ଚାକିରି ଦେବାକୁ କହି ଟଙ୍କା ଆଦାୟ କରୁଥିଲା। ଏନେଇ ଅଭିଯୋଗ ହେବା ପରେ ପୁରୀ ପୁଲିସ୍‌ ଅଭିଯୁକ୍ତକୁ ଯାଜପୁର ଜିଲ୍ଲାରୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୋମବାର ରାତିରେ ସାଇବର ହେଲ୍‌ପଲାଇନ୍‌କୁ ଗୋଟିଏ ଟେଲିଫୋନ୍‌ କଲ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଜଣକ କହିଥିଲେ, ପୁରୀ ଏସ୍‌ପିଙ୍କ ନାଁରେ ସୋଶାଲ୍‌ ମିଡିଆ ଫେସ୍‌ବୁକ୍‌ରେ ଗୋଟିଏ ଫେକ୍‌ ଆକାଉଣ୍ଟ ଖୋଲା ଯାଇଛି। ଆଉ ଫେସ୍‌ବୁକ୍‌ ଡିପିରେ ଏସ୍‌ପି ଡାକ୍ତର କନୱର ବିଶାଳ ସିଂଙ୍କ ଫଟୋ ରଖିଛି। ପୁଲିସ୍‌ ବିଭାଗରେ ଚାକିରି ଦେବା ପାଇଁ ଟଙ୍କା ମାଗୁଥିବା ସାଇବର ହେଲ୍‌ପଲାଇନ୍‌କୁ ଫୋନ୍‌ କରିଥିବା ବ୍ୟକ୍ତି ଜଣକ କହିଥିଲେ। ଏହା ପରେ ତତ୍ପର ହୋଇଥିଲା ପୁରୀ ପୁଲିସ୍‌।

ଅଭିଯୋଗକୁ ଭିତ୍ତିକରି ପୁରୀ ଟାଉନଥାନା ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପୁଲିସ୍‌ ପ୍ରଥମେ ଉକ୍ତ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟକୁ ଘାଣ୍ଟିଥିଲା। ଏହା ପରେ ଅଭିଯୁକ୍ତର ସୁରାଗ ପାଇଥିଲା। ପୁରୀ ପୁଲିସର ଏକ ଟିମ୍‌ ଯାଜପୁର ଜିଲ୍ଲା କୋରାଇ ଥାନାର ସହଯୋଗରେ ତହରପୁରୁ ଗାଁରେ ଚଢ଼ଉ କରି ମନୋଜ କୁମାର ସାହୁକୁ ଗିରଫ କରିଥିଲା। ତା’ ପାଖରୁ ଗୋଟିଏ ଆଣ୍ଡ୍ରଏଡ୍‌ ଫୋନ୍‌ ଜବତ କରିଥିଲା ପୁଲିସ୍‌। ଜେରା ବେଳେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି। ପୁଲିସ ମନୋଜଙ୍କ ବିରୋଧରେ U/S-419/420 IPC/r.w. Sec.66(D) I.T. Actରେ ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story