ଘରେ ନ ରହି ସମୁଦ୍ର କୂଳରେ ବୁଲୁଥିଲେ ପ୍ରବାସୀ, ଧରା ପଡ଼ିଗଲେ

ପୁରୀ(ଓଡ଼ିଶା ରିପୋର୍ଟର): ତେଲେଙ୍ଗାନାରୁ ଫେରି ହୋମ୍‌ କ୍ୱାରେଣ୍ଟିନରେ ଥିଲେ ଯୁବକ। କିନ୍ତୁ ଅମାନିଆ ମନ ଘରେ ଲାଗୁ ନ ଥିଲା। ପ୍ରଶାସନ କଟକଣାକୁ ବି ଖାତିର ନ ଥିଲା।  ଫଳରେ ଲୁଚା ଚୋରାରେ ବିଭିନ୍ନ ଆଡ଼େ ବୁଲୁଥିଲେ । ଶେଷରେ ସମୁଦ୍ର କୂଳରେ ବୁଲୁଥିବା ବେଳେ ଧରା ପଡ଼ିଗଲେ ପ୍ରବାସୀ। ତା’ ପରେ କ୍ୱାରେଣ୍ଟାଇନ୍‌ ନିୟମ ଭଙ୍ଗ ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁରୀ ଜିଲ୍ଲା ପ୍ରଶାସନ। ସୂଚନା ମୁତାବକ, ଯୁବକଜଣକ ତେଲେଙ୍ଗାନାରୁ ଫେରି […]

puri-1-1

puri-1-1

Niharika Rout
  • Published: Tuesday, 14 July 2020
  • Updated: 14 July 2020, 08:11 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ତେଲେଙ୍ଗାନାରୁ ଫେରି ହୋମ୍‌ କ୍ୱାରେଣ୍ଟିନରେ ଥିଲେ ଯୁବକ। କିନ୍ତୁ ଅମାନିଆ ମନ ଘରେ ଲାଗୁ ନ ଥିଲା। ପ୍ରଶାସନ କଟକଣାକୁ ବି ଖାତିର ନ ଥିଲା।  ଫଳରେ ଲୁଚା ଚୋରାରେ ବିଭିନ୍ନ ଆଡ଼େ ବୁଲୁଥିଲେ । ଶେଷରେ ସମୁଦ୍ର କୂଳରେ ବୁଲୁଥିବା ବେଳେ ଧରା ପଡ଼ିଗଲେ ପ୍ରବାସୀ। ତା’ ପରେ କ୍ୱାରେଣ୍ଟାଇନ୍‌ ନିୟମ ଭଙ୍ଗ ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁରୀ ଜିଲ୍ଲା ପ୍ରଶାସନ।

ସୂଚନା ମୁତାବକ, ଯୁବକଜଣକ ତେଲେଙ୍ଗାନାରୁ ଫେରି ହୋମ୍‌ କ୍ୱାରେଣ୍ଟିନରେ ଥିଲେ । ତେବେ ଗତକାଲି କୋଭିଡ ୧୯ ନୋଡାଲ ଅଫିସର ତାଙ୍କ ଘରକୁ କ୍ୱାରେଣ୍ଟାଇନ୍‌ ଷ୍ଟିକର ମାରିବାକୁ ଯାଇଥିବା ବେଳେ ସେ ଘରେ ନଥିଲେ । ସେ ସମୁଦ୍ରକୂଳରେ ବୁଲୁଥିବା ଖବର ମିଳିଥିଲା। ବାହାର ରାଜ୍ୟରୁ ଫେରି ଯୁବକ ଜଣକ କ୍ୱାରେଣ୍ଟାଇନ୍‌ ନିୟମ ଭାଙ୍ଗି ସହରରେ ବୁଲୁଥିବାରୁ ତାଙ୍କ ବିରୋଧରେ ମହାମାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତାଙ୍କୁ ଏବେ ପେଡ୍ କ୍ୱାରେଣ୍ଟାଇନ୍‌ରେ ଛଡ଼ାଯାଇଛି ।

କରୋନା ମହାମାରୀ ଦିନକୁ ଦିନ ସାଂଘାତିକ ରୂପ ନେଉଥିବା ବେଳେ ଚେତୁ ନାହାନ୍ତି ଲୋକେ। କୋଭିଡ ନିୟମ ଭାଙ୍ଗି ନିଜ ସମେତ ଅନ୍ୟମାନଙ୍କ ପାଇଁ ଅସୁବିଧା ଡାକି ଆଣୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story