ପୁରୀରେ ସିଟୁର ବିକ୍ଷୋଭ

ପୁରୀ: ବିମୁଦ୍ରାକରଣକୁ ବିରୋଧ କରି ସିଟୁ ପକ୍ଷରୁ ଆଜି ପୁରୀ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସିଆଇଟିୟୁ କର୍ମୀମାନେ ସ୍ୱର୍ଗଦ୍ୱାର ନିକଟରେ ଏକ ରାଲି କରିବା ସହ ରାସ୍ତାର ଉଭୟ ପାର୍ଶ୍ୱରେ ଛିଡା ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କର୍ମୀମାନେ ହାତରେ ପ୍ଲାକାର୍ଡ ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏଥିରେ ସିଟୁର ସର୍ବଭାରତୀୟ ସଭାପତି ଏକେ ପଦ୍ମନାଭନଙ୍କ ସହ ବହୁ କର୍ମୀ ଯୋଗ ଦେଇଥିଲେ। ପଦ୍ମନାଭନ କହିଛନ୍ତି,“ବିକଳ୍ପ ବ୍ୟବସ୍ଥା କରାଯିବା ପର୍ଯ୍ୟନ୍ତ ଲୋକଙ୍କୁ ବ୍ୟାଙ୍କରୁ […]

citu

citu

Rakesh Mallick
  • Published: Monday, 28 November 2016
  • Updated: 28 November 2016, 10:34 AM IST

Sports

Latest News

ପୁରୀ: ବିମୁଦ୍ରାକରଣକୁ ବିରୋଧ କରି ସିଟୁ ପକ୍ଷରୁ ଆଜି ପୁରୀ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସିଆଇଟିୟୁ କର୍ମୀମାନେ ସ୍ୱର୍ଗଦ୍ୱାର ନିକଟରେ ଏକ ରାଲି କରିବା ସହ ରାସ୍ତାର ଉଭୟ ପାର୍ଶ୍ୱରେ ଛିଡା ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

କର୍ମୀମାନେ ହାତରେ ପ୍ଲାକାର୍ଡ ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏଥିରେ ସିଟୁର ସର୍ବଭାରତୀୟ ସଭାପତି ଏକେ ପଦ୍ମନାଭନଙ୍କ ସହ ବହୁ କର୍ମୀ ଯୋଗ ଦେଇଥିଲେ।

ପଦ୍ମନାଭନ କହିଛନ୍ତି,“ବିକଳ୍ପ ବ୍ୟବସ୍ଥା କରାଯିବା ପର୍ଯ୍ୟନ୍ତ ଲୋକଙ୍କୁ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଅନୁମତି ଦିଆଯାଉ। ଆମେ ସବୁ ବେଳେ କଳାଟଙ୍କାକୁ ବିରୋଧ କରି ଆସିଛୁ। ଏହାସହ ଆମେ ଚାହୁଁଛୁ ସାଧାରଣ ଲୋକେ ହଇରାଣ ନ ହୁଅନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story